ସହେିସବୁ ଦିନଗୁଡ଼ିକରେ ମୁଁ ନଗରର ଛକ ଜାଗାକୁ ଯାଉଥିଲି। ନଗରର ବଡ଼ମାନଙ୍କ ସହିତ ବସୁଥିଲି, ଯେଉଁ ସ୍ଥାନ ରେ ଲୋକମାନେ ବସି ସଭା କରୁଥିଲେ।
Cross references
ସହେି ସଂଧ୍ଯା ରେ ଦୁଇଜଣ ସ୍ବର୍ଗଦୂତ ସଦୋମ ରେ ଉପସ୍ଥିତ ହେଲେ। ସହେି ସମୟରେ ଲୋଟ ନଗରଦ୍ବାର ଫାଟକ ନିକଟରେ ବସିଥିଲେ। ସେ ଯେତବେେଳେ ସ୍ବର୍ଗଦୂତଙ୍କୁ ଦେଖିଲେ, ସେ ଉଠିଲେ ଏବଂ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ଭକ୍ତିଭାବରେ ସମାନଙ୍କେୁ ପ୍ରଣାମ କଲେ।
ହ ମାରେ ଓ ଶିଖିମ ତାଙ୍କ ସହରର ସଭାସ୍ଥଳକୁ ଗଲା। ସମାନେେ ସହେି ସହରର ଲୋକମାନଙ୍କୁ କହିଲେ,
ସଦାପ୍ରଭୁ ତୁମ୍ଭମାନଙ୍କର ଦ୍ବାରା ଦତ୍ତ ସମସ୍ତ ସହର ପାଇଁ ବିଚାରକର୍ତ୍ତା ଓ ଅଧିକାରୀମାନଙ୍କୁ ବାଛିବା ଉଚିତ୍। ପ୍ରେତ୍ୟକକ ଗୋଷ୍ଠୀଯ ଏପରି କରିବା ଉଚିତ୍। ଏବଂ ସହେି ଲୋକମାନେ ସମାନଙ୍କେୁ ଶାସନ କରିବେ ଓ ନ୍ଯାଯ ସକ୍ସ୍ଟରକ୍ଷିତ କରିବେ।
ତବେେ ତାହାର ପିତାମାତା ତାହାକକ୍ସ୍ଟ ଧରି ନଗରସ୍ଥ ଫାଟକ ନିକଟରେ ଥିବା ପ୍ରାଚୀନବର୍ଗଙ୍କ ନିକଟକକ୍ସ୍ଟ ନବୋ ଉଚିତ୍।
ବୋୟଜ ନଗର ଦ୍ବାରକକ୍ସ୍ଟ ଗଲା ଏବଂ ସଠାେରେ ବସିଲା, ସେ କହିଥିବା ନିକଟ ସଐର୍କୀଯକକ୍ସ୍ଟ ଯାଉଥିବାର ଦେଖିଲା। ତେଣୁ ସେ ତାହାକକ୍ସ୍ଟ ଡାକି କହିଲେ, ଆସ ଏବଂ ଏହିଠା ରେ ବସ! ତେଣୁ ସେ ଲୋକଟି ଆସିଲା ଓ ସହେିଠା ରେ ବସିଲା।
ତେଣୁ ପ୍ରାଚୀନବର୍ଗ ଏବଂ ଫାଟକ ନିକଟରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ଏହାର ସାକ୍ଷୀ ରହିଲେ। ସମାନେେ କହିଲେ, ରାହେଲ ଓ ଲୟୋପରି ୟିଏ କି ଇଶ୍ରାୟେଲର ଗୃହ ନିର୍ମାଣ କଲେ, ସହେିପରି ସଦାପ୍ରଭୁ ଏହି ସ୍ତ୍ରୀ ଲୋକଟିକକ୍ସ୍ଟ ତୁମ୍ଭର ଗୃହକକ୍ସ୍ଟ ଆଣନ୍ତକ୍ସ୍ଟ। ତୁମ୍ଭେ ଏଫ୍ରାଥା ରେ ଶକ୍ତିଶାଳୀ ଓ ବୈଥଲହମେ ରେ ପ୍ରସିଦ୍ଧ ହକ୍ସ୍ଟଅ।
ଅନାଥ ବାଳକକୁ ମୁଁ କବେେ ହାତ ଉଠାଏ ନାହିଁ ବରଂ ମାରଫୋଟକ ପାଖ ରେ ସାହାୟ୍ଯ କାମନା କରି ଛିଡ଼ା ହାଇେ ଥିବାର ମୁଁ ତାକୁ ଦେଖେ।
ଲୋକମାନେ ତା'ର ସ୍ବାମୀକୁ ସମ୍ମାନ କରନ୍ତି। ସେ ଦେଶର ଜଣେ ମୁଖିଆ ଅଟେ।
ତୁମ୍ଭମାନେେ ଏହିସବୁ ନିଶ୍ଚଯ କରିବ, ତୁମ୍ଭର ପଡ଼ୋଶୀମାନଙ୍କୁ ସତ୍ଯ କୁହ। ତୁମ୍ଭମାନେେ ତୁମ୍ଭମାନଙ୍କର ନଗରମାନଙ୍କ ରେ ସତ୍ଯତା ଏବଂ ନ୍ଯାଯପୂର୍ଣ୍ଣ ବିଗ୍ଭର କର।