Home
Bibles
Bible Study with Steffi
ଯିହୋଶୂୟ 20 · ଓଡ଼ିଆ ବାଇବେଲ
||
Aa
ଯିହୋଶୂୟ
Chapter 20
ଓଡ଼ିଆ ବାଇବେଲ
1
ଏହାପରେ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ,
2
ମୁ ମାଶାଙ୍କେ ଦ୍ବାରା ତୁମ୍ଭକୁ ନିର୍ଦ୍ଦେଶ ଦଇେଥିଲି। ମାଶାେ ତୁମ୍ଭକୁ କହିଥିଲେ, ତୁମ୍ଭମାନେେ ନିଜ ନିଜ ପାଇଁ ନିରାପତ୍ତା ସହର ବାଛିବା ପାଇଁ।
3
ଯଦି କୌଣସି ନରହତ୍ଯାକାରୀ ଭୂଲ୍ ରେ ଓ ଅଜ୍ଞାତସାର ରେ କାହାକକ୍ସ୍ଟ ବଧ କରେ ସେ ସହେି ନିରାପଦ ସହରକକ୍ସ୍ଟ ପଳାଇ ୟାଇପା ରେ। ତେଣୁ ସହେିସବୁ ନଗର ରକ୍ତର ପ୍ରତିହନ୍ତାଠାରକ୍ସ୍ଟ ତୁମ୍ଭମାନଙ୍କ ପ୍ରତି ଆଶ୍ରଯ ନଗର ହବେ।
4
ଏହି କଥା ଜଣେ ପଳାଯନକାରୀ ନିଶ୍ଚିତ କରିବ। ନିଜ ସହରରକ୍ସ୍ଟ ପଳାଯନ କରୁଥିବା ଜଣେ ଲୋକ ନଗରର ପ୍ରବେଶ ଫାଟକ ପର୍ୟ୍ଯନ୍ତ ଦୌଡି ସଠାେରେ ବନ୍ଦ କରିବା ଉଚିତ୍। ତା ପ୍ରତି କଣ ଘଟିଲା ସେ ନିହାତି ମୂଖ୍ଯ ଲୋକମାନଙ୍କୁ କହିବ। ତା'ପରେ ମୂଖ୍ଯମାନେ ତାକକ୍ସ୍ଟ ନଗର ରେ ପ୍ରବେଶ କରିବାକୁ ଅନକ୍ସ୍ଟମତି ଦବେେ। ସମାନେେ ତାକକ୍ସ୍ଟ ସମାନଙ୍କେ ମଧିଅରେ ବାସ କରିବାକୁ ସ୍ଥାନ ଦଇପୋରନ୍ତି।
5
କିନ୍ତୁ ଯେଉଁ ଲୋକମାନେ ତା ପଛ ରେ ଗୋଡ଼ାଇ ଆସିବେ ନିଶ୍ଚିତ ଭାବରେ ସମାନେେ ଆସି ଏହି ନଗର ରେ ପହଁଞ୍ଚି ପାରନ୍ତି। ଯଦି ଏହିପରି ଘଟଣା ଘଟେ ସହରର ପ୍ରାଚୀନ ବର୍ଗମାନେ ତାହାକକ୍ସ୍ଟ ପ୍ରତିରୋଧ ଦବୋ ପାଇଁ ଆସିଥିବା ଲୋକମାନଙ୍କୁ ହସ୍ତାନ୍ତର କରିବେ ନାହିଁ। କାରଣ ସେ ଦକ୍ସ୍ଟଃର୍ଘଟଣା ବଶତଃ ଜଣେ ବ୍ଯକ୍ତିକକ୍ସ୍ଟ ହତ୍ଯା କରିଥିଲେ। ସେ ରାଗି କରି କିମ୍ବା ଦ୍ବଷେ ରେ ବା ଇଚ୍ଛାକରି ସେ ତାକକ୍ସ୍ଟ ହତ୍ଯା କରି ନଥିଲା। ଏହା ଦକ୍ସ୍ଟର୍ଘଟଣା ବଶତଃ ହାଇେଥିଲା।
6
ସହେି ଲୋକଟି ସଠାେରେ ସହେି ପର୍ୟ୍ଯନ୍ତ ରହିବ ଯେପର୍ୟ୍ଯନ୍ତ ସେ ବିଗ୍ଭରକ ମଣ୍ତଳ ସାକ୍ଷାତ ରେ ଠିଆ ହାଇେଥିବେ। ପକ୍ସ୍ଟଣି ସହେି ସମୟରେ ମହାୟାଜକର ମୃତକ୍ସ୍ଟ୍ଯ ହବୋୟାଏ, ସେ ସହେି ନଗର ରେ ବାସ କରିବ। ଏହାପରେ ସହେି ନରହତ୍ଯାକାରୀ ଯେଉଁ ନଗରରକ୍ସ୍ଟ ପଳାଯନ କରିଥିଲା, ନିଜର ସହେି ନଗରକକ୍ସ୍ଟ ଓ ନିଜ ଗୃହକକ୍ସ୍ଟ ଫରେିୟିବ।
7
ତେଣୁ ଇଶ୍ରାୟେଲର ବାସିନ୍ଦାମାନେ କିଛି ସହର ବାଛିଲେ। ଯାହାକକ୍ସ୍ଟ ନିରାପଦ ସହର ନାମ ରେ ପରିଚିତ। ସହେି ସହରଗକ୍ସ୍ଟଡିକ ଥିଲା।
8
ଏହାପରେ ଯିରୀହାେ ନିକଟସ୍ଥ ୟର୍ଦ୍ଦନ-ପୂର୍ବପାରି ରେ ରକ୍ସ୍ଟବନ୍େ ବଂଶର ସମଭୂମି ପ୍ରାନ୍ତର ରେ ବେତ୍ସର ଓ ଗଦ୍ବଂଶର ଗିଲିଯଦ ରେ ରାମାେତ୍ ମନଃଶି ବଂଶର ବାଶନର ଗୋଲନ୍ ନିରୂପଣ କଲେ।
9
ସମାନଙ୍କେ ମଧିଅରେ ବାସ କରୁଥିବା ଯଦି ଜଣେ ବିଦେଶୀ ଅନିଚ୍ଛା ରେ ଜଣେ ବ୍ଯକ୍ତିକକ୍ସ୍ଟ ହତ୍ଯାକରି, ତାକକ୍ସ୍ଟ ଯେ କୌଣସି ନିରାପଦ ସହରକକ୍ସ୍ଟ ୟିବା ପାଇଁ ଅନକ୍ସ୍ଟମତି ଦିଆୟିବ। ତା' ହେଲେ ସହେି ମନକ୍ସ୍ଟଷ୍ଯଟି ନିରାପଦ ହବେ ଏବଂ ପ୍ରତିଶାଧେ ପାଇଁ ଗୋଡ଼ାଇଥିବା ସଐର୍କୀଯମାନଙ୍କ ଦ୍ବାରା ମୃତକ୍ସ୍ଟ୍ଯ ଦଣ୍ତ ରେ ଦଣ୍ତିତ ହବେ ନାହିଁ। ନ୍ଯାଯଳଯ ରେ ବିଗ୍ଭର ହବୋ ପର୍ୟ୍ଯନ୍ତ ସହେି ନିରାପଦ ସହର ରେ ରହିବ।
Back to language index
Choose Theme