ସହେି ଲୋକଟି ସଠାେରେ ସହେି ପର୍ୟ୍ଯନ୍ତ ରହିବ ଯେପର୍ୟ୍ଯନ୍ତ ସେ ବିଗ୍ଭରକ ମଣ୍ତଳ ସାକ୍ଷାତ ରେ ଠିଆ ହାଇେଥିବେ। ପକ୍ସ୍ଟଣି ସହେି ସମୟରେ ମହାୟାଜକର ମୃତକ୍ସ୍ଟ୍ଯ ହବୋୟାଏ, ସେ ସହେି ନଗର ରେ ବାସ କରିବ। ଏହାପରେ ସହେି ନରହତ୍ଯାକାରୀ ଯେଉଁ ନଗରରକ୍ସ୍ଟ ପଳାଯନ କରିଥିଲା, ନିଜର ସହେି ନଗରକକ୍ସ୍ଟ ଓ ନିଜ ଗୃହକକ୍ସ୍ଟ ଫରେିୟିବ।
Cross references
ଏହି ନଗରଗୁଡିକ ହତ୍ଯାକାରୀ ପାଇଁ ନିରାପଦ ଅଟେ, ସହେି ବ୍ଯକ୍ତିମାନଙ୍କଠାରୁ ଯେଉଁମାନଙ୍କର ଦାଯିତ୍ବ ହତ୍ଯାକାରୀକୁ ଦଣ୍ତିତ କରିବା, ହତ୍ଯାକାରୀକୁ ମଣ୍ତଳ ନିକଟରେ ବିଚାର ପାଇଁ ଉପସ୍ଥିତ ନକଲା ପର୍ୟ୍ଯନ୍ତ।
ତବେେ ମଣ୍ତଳୀ ସହେି ହତ୍ଯାକାରୀର ଓ ରକ୍ତର ପ୍ରତିହନ୍ତାର ବିଷଯ ଏହି ଶାସନାନୁସା ରେ ବିଚାର କରିବେ।
ଯଦି ଖ୍ରୀଷ୍ଟ ନିଜକୁ ଅନକେ ଥର ସମର୍ପଣ କରି ଥାଆନ୍ତେ, ତା' ହେଲେ ଜଗତ ସୃଷ୍ଟି ହବୋ ଦିନଠାରୁ ତାହାଙ୍କୁ ଅନକେ ଥର ଯାତନା ସହିବାକୁ ପଡ଼ିଥାନ୍ତା। କିନ୍ତୁ ଖ୍ରୀଷ୍ଟ ଥରେ ମାତ୍ର ଆସିଲେ ଓ ନିଜକୁ ଉତ୍ସର୍ଗ କଲେ। ୟୁଗାନ୍ତ ସମୟରେ ଆପଣାକୁ ବଳିରୂପେ ଉତ୍ସର୍ଗ କରିବା ଦ୍ବାରା ଯୀଶୁ ସମସ୍ତ ପାପ ହରଣ କରିବା ପାଇଁ ଆସିଥିଲେ।