ସେ ସ୍ତ୍ରୀ ଲୋକଟି ଉତ୍ତର ଦଇେ କହିଲା, ତୁମ୍ଭେ ଯାହା କହିଲ ମୁ ଠକ୍ ସହେିପରି କରିବି। ସ୍ତ୍ରୀ ଲୋକଟି ସମାନଙ୍କେୁ ବିଦାଯ ଦଲୋ, ତା'ପରେ ସେ ଲୋକମାନେ ସ୍ଥାନ ପରିତ୍ଯାଗ କଲେ। ତା'ପରେ ସହେି ସ୍ତ୍ରୀ ଲୋକ ଜଣକ ସହେି ନାଲି ଧଡି ଫିତାଟିକକ୍ସ୍ଟ ସହେି ଝରକା ରେ ବାନ୍ଧି ରଖିଲା।
Cross references
ଏହି ଆଜ୍ଞା ସଦାପ୍ରଭୁ, ମାଶାେ ଏବଂ ହାରୋଣଙ୍କୁ ଦଇେଥିଲେ। ତେଣୁ ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ କର୍ମମାନ କଲେ।
ତୁମ୍ଭେ ଯେଉଁ ଝରକା ଦଇେ ଆମ୍ଭମାନଙ୍କ ରକ୍ଷା କରିଛ, ଆମ୍ଭମାନେେ ଏ ଦେଶକକ୍ସ୍ଟ ଆସିବା ବେଳେ ତୁମ୍ଭେ ସହେି ଝରକା ରେ ସହେି ନାଲିଧଡି ଫିତା ବାନ୍ଧି ରଖିଥିବ। ପକ୍ସ୍ଟଣି ତୁମ୍ଭେ ଆପଣା ପିତା, ଆପଣା ମାତା, ଭାଇମାନଙ୍କୁ ଓ ଆପଣା ପିତୃକୂଳ ସମସ୍ତଙ୍କକ୍ସ୍ଟ ତୁମ୍ଭର ନିକଟରେ ଏକତ୍ର କରିବ।
ତେଣୁ ଯେଉଁ ଲୋକ ମାରେ ଏହି କଥାଗୁଡିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ଯକ୍ତିଭଳି।
ଯୀଶୁଙ୍କର ମାଆ ସବେକମାନଙ୍କୁ କହିଲେ, ଯୀଶୁ ଯେପରି କହନ୍ତି, ତୁମ୍ଭମାନେେ ସପରେି କର।