Home Bibles ଯିହୋଶୂୟ 2:16 · ଓଡ଼ିଆ ବାଇବେଲ
ଯିହୋଶୂୟ 2:16 · ଓଡ଼ିଆ ବାଇବେଲ

ତା'ପରେ ସେ ସ୍ତ୍ରୀଲୋକଟି କହିଲା, ପର୍ବତମଯ ଦେଶ ମଧ୍ଯକକ୍ସ୍ଟ ୟାଅ ରାଜାଙ୍କର ଲୋକମାନେ ହଠାତ୍ ତୁମ୍ଭକୁ ପାଇବାକକ୍ସ୍ଟ ସକ୍ଷମ ହବେେ ନାହିଁ। ସଠାେରେ ତିନିଦିନ ଲକ୍ସ୍ଟଚିରକ୍ସ୍ଟହ, ଯେତବେେଳେ ରାଜାଙ୍କର ଲୋକମାନେ ଫରେି ଆସିବେ ତୁମ୍ଭମାନେେ ତକ୍ସ୍ଟମ୍ଭ ବାଟରେ ଗ୍ଭଲିୟିବ।

Cross references

ଯିହୋଶୂୟ 2:22

ସହେି ଲୋକମାନେ ସେ ସ୍ଥାନ ପରିତ୍ଯାଗ କରି ପର୍ବତ ରେ ପହନ୍ଚିଲେ। ସମାନେେ ସଠାେରେ ତିନିଦିନ ରହିଲେ, ରାଜାଙ୍କର ଲୋକମାନେ ସମାନଙ୍କେୁ ଗ୍ଭରିଆଡେ ଖାଜୋ ଖାଜେି କଲେ। ତିନିଦିନ ପରେ, ରାଜାଙ୍କ ଲୋକମାନେ ଖାଜେିବା ବନ୍ଦ କରି ନିଜ ସହରକକ୍ସ୍ଟ ପ୍ରତ୍ଯାବର୍ତ୍ତନ କଲେ।

ପ୍ରଥମ ଶାମୁୟେଲ 23:14

ଦାଉଦ ମରକ୍ସ୍ଟଭୂମିକକ୍ସ୍ଟ ଗଲେ ଏବଂ ସଠାେରେ ଏକ ସକ୍ସ୍ଟରକ୍ଷିତ ସ୍ଥାନ ଭିତ ରେ ବାସ କଲେ। ସେ ମଧ୍ଯ ସୀଫର ପାର୍ବତ୍ଯମଯ ଦେଶ ରେ ବାସ କଲେ, ପକ୍ସ୍ଟଣି ଶାଉଲ ପ୍ରତିଦିନ ତାଙ୍କର ଅନ୍ବଷେଣ କଲେ, କିନ୍ତୁ ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ଶାଉଲଙ୍କ ହାତ ରେ ଦେଲେ ନାହିଁ।

ପ୍ରଥମ ଶାମୁୟେଲ 23:29

ଏହାପରେ ଦାଉଦ ସେ ସ୍ଥାନ ରେ ୟାଇ ଐନଗଦୀସ୍ଥ ଦକ୍ସ୍ଟର୍ଗମ ସ୍ଥାନ ରେ ବାସ କଲେ।

ଗୀତସଂହିତା 11:1

ମୁଁ ସର୍ବଦା ସଦାପ୍ରଭୁଙ୍କ ଆଶ୍ରଯ ନିଏ। ତଣେୁ କାହିଁକି ମାେତେ ଲୁଚିବାକୁ କହୁଅଛ, ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିୟାଅ ?

ଯାକୁବଙ୍କ ପତ୍ 2:25

ଆଉ ଗୋଟିଏ ଉଦାହରଣ ହେଉଛି, ରାହାବ। ସେ ଜଣେ ବେଶ୍ଯା ଥିଲା। କିନ୍ତୁ ସେ ନିଜ କର୍ମଗୁଡ଼ିକ କାରଣରୁ ପରମେଶ୍ବରଙ୍କ ନିକଟରେ ଧାର୍ମିକା ହେଲା। ସେ ପରମେଶ୍ବରଙ୍କ ଗୁପ୍ତଚରମାନଙ୍କୁ ସାହାୟ୍ଯ କଲା ଓ ସମାନଙ୍କେୁ ନିଜ ଘ ରେ ସ୍ବାଗତ କଲା ଓ ଅନ୍ୟ ବାଟଦଇେ ସମାନଙ୍କେୁ ପଳାୟନ କରିବା ରେ ସାହାୟ୍ଯ କଲା।

Interlinear

Choose Theme