ଆଉ ଗୋଟିଏ ଉଦାହରଣ ହେଉଛି, ରାହାବ। ସେ ଜଣେ ବେଶ୍ଯା ଥିଲା। କିନ୍ତୁ ସେ ନିଜ କର୍ମଗୁଡ଼ିକ କାରଣରୁ ପରମେଶ୍ବରଙ୍କ ନିକଟରେ ଧାର୍ମିକା ହେଲା। ସେ ପରମେଶ୍ବରଙ୍କ ଗୁପ୍ତଚରମାନଙ୍କୁ ସାହାୟ୍ଯ କଲା ଓ ସମାନଙ୍କେୁ ନିଜ ଘ ରେ ସ୍ବାଗତ କଲା ଓ ଅନ୍ୟ ବାଟଦଇେ ସମାନଙ୍କେୁ ପଳାୟନ କରିବା ରେ ସାହାୟ୍ଯ କଲା।
Cross references
ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ଲୋକ ଆକାସିଆ ରେ ଛାଉଣୀ ସ୍ଥାପନ କଲେ। ଯିହାଶୂେୟ ଦକ୍ସ୍ଟଇଜଣ ଗକ୍ସ୍ଟଲ୍ଗଚରଙ୍କକ୍ସ୍ଟ ପଠାଇଲେ, କୌଣସି ଲୋକ ଏକଥା ଜାଣି ନ ଥିଲେ, ସେ ଏମାନଙ୍କୁ ଗୋପନ ରେ ପଠାଇ ଥିଲେ। ଯିହାଶୂେୟ ଦକ୍ସ୍ଟଇ ଜଣଙ୍କକ୍ସ୍ଟ କହିଲେ, ୟାଅ ବିଶଷେତଃ ଯିରୀହାେ ନଗର ନିରୀକ୍ଷଣ କର।
ଏଥି ରେ ସେ ସ୍ତ୍ରୀ ଲୋକ ସହେି ଦକ୍ସ୍ଟଇ ଜଣଙ୍କକ୍ସ୍ଟ ଲକ୍ସ୍ଟଚାଇ ରଖିଲ। କିନ୍ତୁ ସ୍ତ୍ରୀ ଲୋକଟି କହିଲା, ହିଁ, ଦକ୍ସ୍ଟଇଜଣ ଲୋକ ମାେ ପାଖକକ୍ସ୍ଟ ଆସିଥିଲେ, କିନ୍ତୁ ସମାନେେ କେଉଁଠାରକ୍ସ୍ଟ ଆସିଥିଲେ ମୁ ଜାଣି ପାରିଲି ନାହିଁ।
ରାହବ ଏହି ସବୁକଥା ସମାନଙ୍କେୁ କହିଲା, କିନ୍ତୁ ବାସ୍ତବ ରେ ସେ ସମାନଙ୍କେୁ ଛାତ ଉପରେ ଛଣ କାଠଗଦା ଭିତ ରେ ଲକ୍ସ୍ଟଗ୍ଭଇ ରଖିଥିଲା।
ସହେି ସ୍ତ୍ରୀ ଲୋକଟିର ଘର ନଗରର ପ୍ରାଚୀର ମଧିଅରେ ଥିଲା। ଏହା ପ୍ରାଚୀରର ଏକ ଅଂଶ ଥିଲା। ତେଣୁ ସ୍ତ୍ରୀ ଲୋକଟି ଏକ ଦଉଡି ସାହାୟ୍ଯ ରେ ଝରକା ଦଇେ ଏ ଲୋକମାନଙ୍କୁ ଖସି ୟିବାକକ୍ସ୍ଟ ସାହାୟ୍ଯ କଲା।
ଆମ୍ଭେ ସମସ୍ତଙ୍କକ୍ସ୍ଟ ସକ୍ସ୍ଟରକ୍ଷା ଦବେକ୍ସ୍ଟ, ଯେଉଁମାନେ କି ତକ୍ସ୍ଟମ୍ଭ ନିକଟରେ ଥିବେ। ଯଦି ତୁମ୍ଭେ ସ୍ବଗୃହ ରେ କହେି ଆଘାତ ପାଏ। ସେଥିପାଇଁ ଆମ୍ଭେ ଦାଯୀ ରହିବକ୍ସ୍ଟ। ଯଦି କୌଣସି ଲୋକ ତୁମ୍ଭର ଗୃହ ବାହାରକକ୍ସ୍ଟକ୍ସ୍ଟ ୟାଏ, ତାକକ୍ସ୍ଟ ହକ୍ସ୍ଟଏତ ହତ୍ଯା କରାୟିବ। ଆମ୍ଭମାନେେ ସେ ଲୋକର ମୃତକ୍ସ୍ଟ୍ଯ ପାଇଁ ଦାଯୀ ହବେକ୍ସ୍ଟ ନାହିଁ। ଏହା ତା'ର ନିଜର ଭକ୍ସ୍ଟଲ ହବେ।
ମାତ୍ର ନଗର ଓ ତନ୍ମଧ୍ଯସ୍ଥ ସମସ୍ତ ବସ୍ତକ୍ସ୍ଟ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗିତ ହବେ। କବଳେ ବ୍ଯଭୀଗ୍ଭରଣୀ ରାହବ, ସହେି ଗୃହ ରେ ତାହା ସଙ୍ଗେ ଥିବା ସମସ୍ତ ଲୋକ ଜୀବିତ ରହିବେ। କାରଣ ସେ ଆମ୍ଭମାନଙ୍କ ଗକ୍ସ୍ଟଲ୍ଗଚରମାନଙ୍କୁ ଲକ୍ସ୍ଟଗ୍ଭଇ ରଖିଥିଲା।
ଯିହାଶୂେୟ ଦକ୍ସ୍ଟଇଜଣ ଗକ୍ସ୍ଟଲ୍ଗଚରଙ୍କକ୍ସ୍ଟ ଡାକି କହିଲେ, ତୁମ୍ଭେ ସେ ବେଶ୍ଯା ଗୃହକକ୍ସ୍ଟ ୟାଅ ଓ ତାକକ୍ସ୍ଟ ବାହାରକକ୍ସ୍ଟ ଆଣ ଏବଂ ତାହା ସହିତ ଥିବା ସମସ୍ତ ଲୋକଙ୍କକ୍ସ୍ଟ ମଧ୍ଯ ବାହାରକକ୍ସ୍ଟ ଆଣ। ଏହିପରି କର କାରଣ ତୁମ୍ଭେ ସମାନଙ୍କେ ସହିତ ଏହିପରି ପ୍ରତିଜ୍ଞା କରିଅଛ।
ସଲମାନେ ବୋୟଜଙ୍କ ବାପା।
ତବେେ କୁହ, 'କେଉଁ ପୁଅ ତାର ବାପାଙ୍କ ବାଧ୍ଯ ହେଲା?
ନିଜର ବିଶ୍ବାସ ଦ୍ବାରା, ରାହବ ନାମ୍ନୀ ବେଶ୍ଯା, ଇଶ୍ରାୟେଲର ଗୁପ୍ତଚରମାନଙ୍କୁ ମିତ୍ର ଭଳି ସ୍ବାଗତ କଲା, ଓ ସମାନଙ୍କେୁ ସାହାୟ୍ଯ କଲା, ଓ ଅନ୍ୟ ଯେଉଁ ଲୋକମାନେ ମାନିବାକୁ ମନା କରିଥିଲେ, ସମାନଙ୍କେ ସହିତ ମୃତ ହେଲା ନାହିଁ।
ଜଣେ ଲୋକ କହିପା ରେ, ତୁମ୍ଭ ପାଖ ରେ ବିଶ୍ବାସ ଅଛି, ପୁଣି ମାେ ପାଖ ରେ କର୍ମ ଅଛି। ତୁମ୍ଭେ କର୍ମବିନା ତୁମ୍ଭର ବିଶ୍ବାସ ମାେତେ ଦଖାେଅ, ଆଉ ମୁଁ ମାେ କର୍ମଗୁଡ଼ିକ ଦ୍ବାରା ମାେ ବିଶ୍ବାସ ତୁମ୍ଭକୁ ଦଖାଇବେି।
ଅତଏବ ତୁମ୍ଭେ ଦେଖ ଯେ, ଅବ୍ରହାମଙ୍କର ବିଶ୍ବାସ ଓ କର୍ମ ଏକା ସାଙ୍ଗ ରେ କାମ କରୁଥିଲା। ତାହାଙ୍କ କାମ ଦ୍ବାରା ହିଁ ତାହାଙ୍କର ବିଶ୍ବାସ ସିଦ୍ଧ ହେଲା।