ଯାତ୍ରା ପୁସ୍ତକ 16:18 · ଓଡ଼ିଆ ବାଇବେଲ
ଏହାପରେ ସମାନେେ ତାଙ୍କର ପରିବାର ରେ ଖାଦ୍ୟ ବଣ୍ଟନ କଲେ। ଏଥି ରେ ଯେଉଁମାନେ ଅଧିକ ସଂଗ୍ରହ କରିଥିଲେ ତାଙ୍କର ଖାଦ୍ୟ ବଳିଲା ନାହିଁ କି ଯେଉଁମାନେ କମ୍ ଖାଦ୍ୟ ସଂଗ୍ରହ କରିଥିଲେ ତାଙ୍କର ଅଭାବ ହେଲାନାହିଁ।
Cross references
ଗଣନା ପୁସ୍ତକ 35:8
ଇଶ୍ରାୟେଲ ବୃହତ ପରିବାରବର୍ଗ ଅଧିକ ନଗର ନବେେ। ଏବଂ ତୁମ୍ଭମାନେେ େଛାଟ ପରିବାରବର୍ଗଠାରୁ ଅଳ୍ପ ନବେ। ପ୍ରେତ୍ୟକକ ପରିବାରବର୍ଗ ସମାନଙ୍କେର ଅଂଶ ଅନୁସାରେ ଲବେୀୟମାନଙ୍କୁ କିଛି ନଗର ଦବେେ।
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:14
ବର୍ତ୍ତମାନ ତୁମ୍ଭମାନଙ୍କ ପାଖ ରେ ବହୁତ ଅଛି। ଯାହା ତୁମ୍ଭମାନଙ୍କର ଅଛି, ଯଦି ଦିଅ, ତାହାହେଲେ ଅନ୍ୟମାନଙ୍କ ଆବଶ୍ଯକ ପୂରଣ ହବେ। ତା'ପରେ ଯେତବେେଳେ ସମାନଙ୍କେର ବୁଦ୍ଧି ହବେ, ସମାନେେ ତୁମ୍ଭମାନଙ୍କର ଆବଶ୍ଯକତା ରେ ସାହାୟ୍ଯ କରିବେ।
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:15
ଶାସ୍ତ୍ର ରେ ମଧ୍ଯ ଲଖାେଅଚି :