ଯିହୋଶୂୟ 19:50 · ଓଡ଼ିଆ ବାଇବେଲ
ସଦାପ୍ରଭୁ ନିର୍ଦେଶ ଦଇେଥିଲେ, ଏହିସବୁ ଭୂମି ଦବୋ ପାଇଁ। ତେଣୁ ସମାନେେ ଯିହାଶୂେୟଙ୍କକ୍ସ୍ଟ ଏହିସବୁ ନଗର ଦଇେଥିଲେ। ଇଫ୍ରଯିମ ପର୍ବତମଯ ଦେଶ ରେ ତିମତ୍- ସରହେ। ତେଣୁ ସେ ସଠାେରେ ନଗର ଗଠନକରି ସଠାେରେ ବାସ କଲେ।
Cross references
ଯିହୋଶୂୟ 24:30
ଏହାପରେ ଲୋକମାନେ ଗାଶ ପର୍ବତର ଉତ୍ତର ପାଶର୍ବ ରେ ଇଫ୍ରଯିମର ପର୍ବତମଯ ଦେଶସ୍ଥ ତିମ୍ନାତ୍- ସରହେ ରେ ତାଙ୍କର ନିଜର ଜମି ମଧିଅରେ ତାଙ୍କୁ କବର ଦେଲେ।
ବିଚାରକର୍ତାମାନଙ୍କ ବିବରଣ 2:9
ଇଶ୍ରାୟେଲର ଲୋକମାନେ ଯିହାଶୂେୟଙ୍କକ୍ସ୍ଟ କବର ଦେଲେ। ସମାନେେ ଗାଶ ପର୍ବତର ଉତ୍ତର ପାଶର୍ବ ରେ ଇଫ୍ରଯିମ ପର୍ବତମଯ ଦେଶସ୍ଥ ତିମ୍ନତ୍ ହରେସ ରେ ତାଙ୍କର ନିଜର ଭୂମିରେ ତାଙ୍କୁ କବର ଦେଲେ।
ପ୍ରଥମ ରାଜାବଳୀ 4:8
ଏଗୁଡିକ ହେଉଛି ବାରଜଣ ଦଶାେଧ୍ଯକ୍ଷଙ୍କ ନାମ:
ପ୍ରଥମ ବଂଶାବଳୀ 7:24
ଇଫ୍ରଯିମଙ୍କ ଝିଅର ନାମ ଥିଲା ଶୀରା। ଶୀରା, ନିମ୍ନତର ବୈଥ୍ହୋରଣ୍ ଓ ଉଚ୍ଚତର ବୈଥ-ହାରେଣ୍, ଏବଂ ନିମ୍ନତର ଉଷନ୍େ ଶୀରା ଓ ଉଚ୍ଚତର ଉଷନେ ଶୀରା ନିର୍ମାଣ କଲା।