ଯିହୋଶୂୟ 19:49 · ଓଡ଼ିଆ ବାଇବେଲ
ଏହିପରି ଭାବରେ ସମାନଙ୍କେ ମୂଖ୍ଯ ଭୂମିକକ୍ସ୍ଟ ଭାଗ କଲେ ଓ ସଗେକ୍ସ୍ଟଡିକ ସମସ୍ତ ପରିବାରବର୍ଗମାନଙ୍କୁ ବାଣ୍ଟିଲେ। ଏହା ସେ ଶଷେ କରିଲାପରେ, ଇଶ୍ରାୟେଲୀୟ ଲୋକମାନେ ସ୍ଥର କଲେ ନୂନର ପକ୍ସ୍ଟତ୍ର ଯିହାଶୂେୟଙ୍କକ୍ସ୍ଟ କିଛି ଭୂମି ଦବୋକକ୍ସ୍ଟ। ଏହାସବୁ ଭୂମି ତାଙ୍କୁ ଦିଆୟିବା ପାଇଁ ପ୍ରତିଜ୍ଞା କରାୟାଇଥିଲା।
Cross references
ଯିହିଜିକଲ 45:7
ପୁଣି ଅଧିପତି ନିମନ୍ତେ ଯାହା ହବେ ସେ ଭୂମି ପବିତ୍ର ଉପହାର ଓ ନଗର ଅଧିକାର ଭୂମିରେ ଉଭୟ ପାଖ ରେ ରହିବ। ଆଉ ପଶ୍ଚିମ ସୀମାଠାରୁ ପୂର୍ବ ସୀମା ପର୍ୟ୍ଯନ୍ତ ବଢ଼ିକି ଏହାର ଓସାର ଗୋଟିଏ ପରିବାରବର୍ଗର ଭୂମି ଅଂଶ ସହିତ ସମାନ ହବେ।
ଯିହିଜିକଲ 45:8
ଏହା ଦେଶ ମଧିଅରେ ତାହା ଅର୍ଥାତ୍ ଇଶ୍ରାୟେଲ ମଧିଅରେ ତାହାର ଅଧିକାରାର୍ଥେ ହବେ। ପୁଣି ଆମ୍ଭର ଅଧିପତିମାନେ ଆମ୍ଭ ଲୋକମାନଙ୍କ ପ୍ରତି ଆଉ ଉପଦ୍ରବ କରିବେ ନାହିଁ। ମାତ୍ର ଇଶ୍ରାୟେଲ ବଂଶକୁ ସମାନଙ୍କେର ଗୋଷ୍ଠୀ ଅନୁସାରେ ଦେଶ ଦବେେ।