Home Bibles ☰ Books ପ୍ରଥମ ରାଜାବଳୀ 9:18 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 9:18 · ଓଡ଼ିଆ ବାଇବେଲ

ସେ ମଧ୍ଯ ୟର୍ଦ୍ଦନ ପ୍ରାନ୍ତରସ୍ଥ ବାଲତ୍ ଓ ତାଦ ମାରେ ନିର୍ମାଣ କଲେ।

Cross references

ଯିହୋଶୂୟ 19:44

ଇଲତ୍କୀ ଗିବୋଥୋନ ଓ ବାଲତ୍,

ଦିତୀୟ ବଂଶାବଳୀ 8:4

ଶଲୋମନ ମଧ୍ଯ ମରୁଭୂମି ମଧିଅରେ ତଦ୍ ମାେର୍ ସହର ନିର୍ମାଣ କଲେ। ସେ ପ୍ରତିରକ୍ଷା ନିମନ୍ତେ ହମାତ୍ ରେ ସମସ୍ତ ସହର ନିର୍ମାଣ କଲେ।

ଯିହିଜିକଲ 47:19

ପୁଣି ଦକ୍ଷିଣ ଦିଗ ରେ ଦକ୍ଷିଣ ସୀମା ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ, ମିଶରର ସୋର୍ତୋମାର୍ଗ ଓ ମହାସମୁଦ୍ର ପର୍ୟ୍ଯନ୍ତ ହବେ। ଏହା ଦକ୍ଷିଣ ଦିଗର ଦକ୍ଷିଣ ସୀମା।

Interlinear

Choose Theme