Home Bibles ଯିହୋଶୂୟ 19:27 · ଓଡ଼ିଆ ବାଇବେଲ
ଯିହୋଶୂୟ 19:27 · ଓଡ଼ିଆ ବାଇବେଲ

ଏହାପରେ ଏହାର ସୀମା ପୂର୍ବ ହିଗ ରେ ବୈଥଦାଗକ୍ସ୍ଟନ ଆଡେ ଥିଲା। ଏହି ସୀମା ବୈଥ୍ଏମକ୍ ନୀଯଲରେ ଉତ୍ତର ଦିଗ ରେ ସବୂଲୂନ ସ୍ଥିତ ୟିଲ୍ଗ ହେଲ ଉପତ୍ୟକା ପର୍ୟ୍ଯନ୍ତ ଥିଲା। ଏହାର ବାମ ଦିଗ ରେ ଥିଲା କାବୂଲ୍।

Cross references

ପ୍ରଥମ ଶାମୁୟେଲ 5:2

ତହିଁ ଉତ୍ତାରକ୍ସ୍ଟ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇେ ଦାଗୋନ ମନ୍ଦିରକକ୍ସ୍ଟ ଆଣି ଦାଗୋନ ଦବେତା ନିକଟରେ ରଖିଲେ।

ପ୍ରଥମ ରାଜାବଳୀ 9:13

ତେଣୁ ସେ କହିଲା, ହେ ମାରେ ଭାଇ, ଏସବୁ କି ନଗର ମାେତେ ଦଇେଅଛ? ପୁଣି ସେ ସହେି ସବୁର ନାମ କାବୁଲ ଦେଶ ଦଲୋ, ଅଦ୍ଯାପି ସେ ଦେଶର ନାମ କାବୁଲ ଅଛି।

Interlinear

Choose Theme