Home Bibles ☰ Books ଯିହୋଶୂୟ 19:26 · ଓଡ଼ିଆ ବାଇବେଲ
ଯିହୋଶୂୟ 19:26 · ଓଡ଼ିଆ ବାଇବେଲ

ଅଲମଲେକ୍, ଅମିଯାଦ୍ ଓ ମିଶାଲ୍

Cross references

ଯିହୋଶୂୟ 15:55

ୟିହକ୍ସ୍ଟଦାର ଲୋକମାନଙ୍କୁ ମଧ୍ଯ ଏହି ସହରଗକ୍ସ୍ଟଡିକ ଦିଆଗଲା। ସଗେକ୍ସ୍ଟଡିକ ହେଲା, ମାଯୋନ୍ କର୍ମିଲ୍, ସୀପ୍, ୟକ୍ସ୍ଟଟା,

ଯିହୋଶୂୟ 21:30

ଏବଂ ଆଶରେ ବଂଶରକ୍ସ୍ଟ ମିଶାଲ୍ ଓ ତା'ର ତଳଭୂମି, ଅବଦୋନ୍ ଓ ତା'ର ତଳଭୂମି।

ପ୍ରଥମ ଶାମୁୟେଲ 15:12

ଶାମକ୍ସ୍ଟଯଲେ ତା'ପରଦିନ ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଶାଉଲଙ୍କକ୍ସ୍ଟ ସାକ୍ଷାତ କରିବା ପାଇଁ ତାଙ୍କ ରାସ୍ତା ରେ ଗଲେ। ଲୋକମାନେ ଶାମୁୟେଲଙ୍କୁ କହିଲେ, ଶାଉଲ ୟିହକ୍ସ୍ଟଦାର କର୍ମିଲ୍ ସହରକକ୍ସ୍ଟ ଆସିଥିଲେ। ଶାଉଲ ସଠାେକକ୍ସ୍ଟ ତାଙ୍କ ସମ୍ମାନାର୍ଥେ ପ୍ରସ୍ତର ସ୍ତମ୍ଭ ନିର୍ମାଣ କରିବାକୁ ଗଲେ। ଶାଉଲ ସବୁଆଡେ ୟାତ୍ରା କରି ସାରିବା ପରେ ଗିଲଗଲ୍ ରେ ପହନ୍ଚିବେ।

ପ୍ରଥମ ରାଜାବଳୀ 18:19

ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇଶ୍ରାୟେଲକୁ କର୍ମିଲ ପର୍ବତ ରେ ଦଖାେ କରିବାକୁ କୁହ। ବାଲ୍ ଦବେତାର 450 ଭବିଷ୍ଯଦ୍ବକ୍ତା ଓ ଅଶରୋ ବଦେୀର 400 ଭବିଷ୍ଯଦ୍ବକ୍ତାଙ୍କୁ ସହେି ପର୍ବତ ରେ ଦଖାେ କରିବାକୁ ଏକତ୍ର କର। ଯେଉଁମାନେ ସାଧାରଣତଃ ଇଷବଲରେ ମଜେ ରେ ଭୋଜନ କରନ୍ତି ଏବଂ ସମାନଙ୍କେୁ ପର୍ବତକୁ ଆଣ।

ପ୍ରଥମ ରାଜାବଳୀ 18:20

ତେଣୁ ଆହାବ୍ ସମସ୍ତ ଇଶ୍ରାୟେଲୀୟଙ୍କୁ ଓ ସହେି ଭବିଷ୍ଯଦ୍ବକ୍ତାମାନଙ୍କୁ କର୍ମିଲ ପର୍ବତକୁ ଡକାଇଲେ।

ପ୍ରଥମ ରାଜାବଳୀ 18:42

ତେଣୁ ରାଜା ଆହାବ୍ ଭୋଜନ ନିମନ୍ତେ ଗଲେ। ଏଲିଯ କର୍ମିଲ ପର୍ବତର ଉପରକୁ ଚଢି଼ଲେ ଆଶା ରେ ପଡିଲେ ଏବଂ ଆପଣା ଆଣ୍ଠୁ ମଧିଅରେ ମୁଣ୍ତ ରଖିଲେ।

ଦିତୀୟ ରାଜାବଳୀ 2:25

ଏହାପରେ ଇଲୀଶାୟ ବୈଥଲରେୁ କର୍ମିଲ ପର୍ବତକୁ ଓ ସଠାରୁେ ଶମରିଯାକୁ ଗଲେ।

ପ୍ରଥମ ବଂଶାବଳୀ 6:74

ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ଯ ଆଶରରେ ପରିବାରବର୍ଗଠାରୁ ମଶାଲ୍, ଅବଦୋନ, ହୁକ୍କୋକ୍ ଓ ରହୋବ ସହରଗୁଡ଼ିକ ପ୍ରାପ୍ତ ହେଲେ।

ପରମଗୀତ 7:5

ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ଯ। ପୁଣି ତୁମ୍ଭ ମସ୍ତକର କେଶ ବାଇଗଣିଆ ରଙ୍ଗ ତୁଲ୍ଯ। ତହିଁର ବଣେୀ ପାଶ ରେ ରାଜା ବନ୍ଦୀରୂପେ ଧୃତ ଅଟନ୍ତି।

ଯିଶାଇୟ 33:9

ଦେଶ ଜଟିଳ ସମସ୍ଯା ଏବଂ ଅବସନ୍ନ ରୂପ ପରିଧାନ କରିଛି। ଲିବାନୋନ ଲଜ୍ଜିତ ଓ ଶୁଷ୍କ ଦଖାେ ଯାଉଛି, ଶାରୋଣ ଅରଣ୍ଯ ତୁଲ୍ଯ ଦଖାେ ଯାଉଛି। ବାଶନ୍ ଓ କର୍ମିଲର ପତ୍ର ଝାଡ଼ି ହାଇେଛି।

ଯିଶାଇୟ 35:2

ତା'ର ଅପାର ଆନନ୍ଦ ଉଲ୍ଲସ ନୃତ୍ଯ ଓ ଗାନ ମାଧ୍ଯମ ରେ ପ୍ରଦର୍ଶନ କରିବ। ଲିବାନୋନର ପରାକ୍ରମ, କର୍ମିଲ ଓ ଶାରୋଣର ଶାେଭା ସେ ପ୍ରାପ୍ତ ହବେ। ଏସବୁ ଘଟିବ, କାରଣ ସମାନେେ ସଦାପ୍ରଭୁଙ୍କର ମହିମା ଏବଂ ସମାନେେ ପରମେଶ୍ବରଙ୍କ ଶୋଭା ଦେଖିବେ।

ଯିଶାଇୟ 37:24

ତୁମ୍ଭେ ତୁମ୍ଭର ଦାସମାନଙ୍କ ଦ୍ବାରା ମାରେ ପ୍ରଭୁ ସଦାପ୍ରଭୁଙ୍କୁ ଲାଞ୍ଚିତ କରିଅଛ। ତୁମ୍ଭେ କହିଛ, ମୁଁ ଅତି ଶକ୍ତିଶାଳୀ ଓ ମାରେ ଅପାର ରଥ ସାହାୟ୍ଯ ରେ ମୁଁ ଲିବାନୋନକୁ ପରାସ୍ତ କରିଛି, ତାହାର ଉଚ୍ଚତମ ପର୍ବତ ଶିଖରକୁ ଉଠିଅଛି, ତା'ର ଏରସ ଓ ଦବଦୋରୁ ବୃକ୍ଷସବୁ କାଟି ପକାଇଛି। ପୁଣି ତା'ର ଦୂରବର୍ତ୍ତୀ ଉଚ୍ଚସ୍ଥାନ ରେ ଓ ଫଳପୂର୍ଣ୍ଣ ନିବିଡ଼ ଅରଣ୍ଯ ରେ ପ୍ରବେଶ କରିଛୁ।

ଯିରିମିୟ 46:18

ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ମୁଁ ଜୀବିତ ଥିବା ପ୍ରମାଣେ ଜଣେ ଆସୁଅଛି, ୟିଏକି ତାବୋର ପର୍ବତ ସଦୃଶ ମହାନ କିଅବା ସମୁଦ୍ର ନିକଟସ୍ଥ କର୍ମିଲ ପର୍ବତ ସଦୃଶ।

Interlinear

Choose Theme