ଯିହୋଶୂୟ 19:13 · ଓଡ଼ିଆ ବାଇବେଲ
ସଠାେରକ୍ସ୍ଟ ପୂର୍ବ ଦିଗ ଦଇେ, ଗାତ୍- ହଫରେ ମଧ୍ଯ ଦଇେ ଏତ୍କାତ୍ସୀନ ପର୍ୟ୍ଯନ୍ତ ୟାଇ ନଯେଆଡେ ବିସ୍ତୃତ ରିମ୍ମୋଣ ପର୍ୟ୍ଯନ୍ତ ଲାଗିଥିଲା।
Cross references
ଦିତୀୟ ରାଜାବଳୀ 14:25
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ବାକ୍ଯ ଅନୁସାରେ ଅମିତ୍ତଯର ପୁତ୍ର ଗାଥ ହଫରେ ନିବାସୀ ଆପଣା ସବେକ ୟୂନସ ଭବିଷ୍ଯତବକ୍ତାଙ୍କ ହସ୍ତ ରେ ଯାହା କହିଥିଲେ, ତାଙ୍କର ସହେି ବାକ୍ଯାନୁସା ରେ ସେ ହମାତର ପ୍ରବେଶ ସ୍ଥାନଠାରୁ ଅରାବା ସାଗର ପର୍ୟ୍ଯନ୍ତ ଇଶ୍ରାୟେଲର ସୀମା ପୁନର୍ବାର ୟାରବିଯାମ ଖଳେ କଲେ।