Home Bibles ଯିହୋଶୂୟ 15:5 · ଓଡ଼ିଆ ବାଇବେଲ
ଯିହୋଶୂୟ 15:5 · ଓଡ଼ିଆ ବାଇବେଲ

ପୂର୍ବ ସୀମା ୟର୍ଦ୍ଦନର ପ୍ରାନ୍ତ ପର୍ୟ୍ଯନ୍ତ ଲବଣ ସମକ୍ସ୍ଟଦ୍ର ୟାଏ ଥିଲା। ଉତ୍ତର ସୀମା ୟର୍ଦ୍ଦନ ପ୍ରାନ୍ତର ରେ ସମକ୍ସ୍ଟଦ୍ରର ଅଖାତଠାରକ୍ସ୍ଟ ଥିଲା।

Cross references

ଗଣନା ପୁସ୍ତକ 34:10

ଆଉ ତୁମ୍ଭମାନଙ୍କର ପୂର୍ବ ସୀମା ହତସର ଐନନଠାରୁ ଆରମ୍ଭ ହାଇେ ଶଫାମ୍ ପର୍ୟ୍ଯନ୍ତ ୟିବ।

ଗଣନା ପୁସ୍ତକ 34:12

ପୁଣି ସେ ସୀମା ୟର୍ଦ୍ଦନ ଦଇେ ୟିବ ଓ ମୃତ ସମୁଦ୍ର ନିକଟରେ ଶଷେ ହବେ। ଏହା ତୁମ୍ଭମାନଙ୍କର ଦେଶ ଏବଂ ଏହାର ସୀମା ହବେ।

ଯିହୋଶୂୟ 18:15

ଏହାର ଦକ୍ଷିଣ ସୀମା କିରିଯଥ୍-ୟିଯାରୀମର ନିକଟରେ ଆରମ୍ଭ ହେଲା ଓ ସୀମା ପଶ୍ଚିମ ଦିଗ ରେ ଏହାର ସୀମା ନିଲ୍ଗୋହର ନିର୍ଝର ପର୍ୟ୍ଯନ୍ତ ଥିଲା।

Interlinear

Choose Theme