Cross references
ଯୋଷଫେର ପରିବାରବର୍ଗ ଏହି ଦେଶ ପାଇଲେ, ଯାହାକି ୟର୍ଦ୍ଦନ ନଦୀ ନିକଟସ୍ଥ ଯିରୀହାଠାେରକ୍ସ୍ଟ ଆରମ୍ଭ କରି ଯିରୀହାରେ ଜଳ ନିକଟବର୍ତ୍ତୀ ୟାଏ ବ୍ଯାପିଥିଲା। ଏହାର ସୀମା ଯିରୀହାଠାେରକ୍ସ୍ଟ ପର୍ବତମଯ ଦେଶ ବୈଥେଲ୍ ପର୍ୟ୍ଯନ୍ତ ବିସ୍ତୃତ ଥିଲା।
ତହକ୍ସ୍ଟଁ ଏହାର ସୀମା ପଶ୍ଚିମ ତପୂହଠାରକ୍ସ୍ଟ କାନ୍ନା ନଦୀଦଇେ ଗଲା ଓ ଏହାର ପ୍ରାନ୍ତ ଭାଗ ସମକ୍ସ୍ଟଦ୍ର ରେ ଥିଲା। ନିଜ ନିଜ ବଂଶାନକ୍ସ୍ଟସା ରେ ଇଫ୍ରଯିମ ସନ୍ତାନମାନଙ୍କ ବଂଶର ଏହି ଅଧିକାର।
ଏହା ଛଡା ମନଃଶି ସନ୍ତାନଗଣର ଅଧିକାର ମଧିଅରେ ଇଫ୍ରଯିମ ସନ୍ତାନଗଣର ପୃଥକସ୍ଥିତ ଗ୍ରାମ ସମତେ ବହକ୍ସ୍ଟତ ନଗର ଥିଲା।
ତପୂହର ଚତକ୍ସ୍ଟଃପାଶର୍ବସ୍ଥ ସମସ୍ତ ଭୂମି ମନଃଶିର ଅଧିକାର ରେ ରହିଲା। କିନ୍ତୁ ସହରଟି ଏମାନଙ୍କର ଅଧିନ ରେ ରହିଲା ନାହିଁ। ତପୂହ ସହର ମନଃଶିର ସୀମା ରେ ଥିଲା ଏବଂ ଏହା ଇଫ୍ରଯିମମାନଙ୍କ ଅଧିକାର ରେ ରହିଲା।
ଯୋଷେଫ୍ ବଂଶଧର ଯିହାଶୂେୟଙ୍କକ୍ସ୍ଟ କହିଲେ, ତୁମ୍ଭେ ଅଧିକାରାର୍ଥେ ଆମ୍ଭକକ୍ସ୍ଟ କବଳେ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦଲେ? ଯାହାକକ୍ସ୍ଟ ସଦାପ୍ରଭୁ ଲୋକମାନଙ୍କୁ ଦଇେଥିଲେ।