ମାଖୀରଙ୍କ ଭଉଣୀ ହମ୍ମୋଲକେତ୍ ଈଶହୋଦ୍, ଅବୀଯଷେର ଓ ମହଲାଙ୍କୁ ଜନ୍ମ ଦେଲେ।
Cross references
ଗିଲିଯଦ ପରିବାରବର୍ଗ ହେଲେ: ଈଯଷେରଠାରୁ ଈଯେଷ୍ରୀଯ ଗୋଷ୍ଠୀ; ହେଲକଠାରୁ ହେଲକୀଯ ଗୋଷ୍ଠୀ:
ଏହି ଭୂମି ମଧ୍ଯ ମନଃଶିର ଅନ୍ୟ ବଂଶଧରମାନେ ପାଇଲେ। ସେ ବଂଶଧରମାନେ ଥିଲେ, ଅବୀଯଷେର ସନ୍ତାନଗଣ, ହେଲକ ସନ୍ତାନଗଣ, ଅସ୍ତ୍ରୀଯଲେ ସନ୍ତାନଗଣ, ଶେଖମ ସନ୍ତାନଗଣ, ହଫରେ ସନ୍ତାନଗଣ ଓ ଶମୀଦା ସନ୍ତାନଗଣମାନେ ବାଣ୍ଟି ନେଲେ। ଏମାନେ ସମାନଙ୍କେର ନିଜ ନିଜ ବଂଶାନକ୍ସ୍ଟସା ରେ ଯୋଷଫେର ପକ୍ସ୍ଟତ୍ର ମନଃଶିର ପକ୍ସ୍ଟତ୍ର ସନ୍ତାନମାନେ ଥିଲେ।
ଏହାପରେ ସଦାପ୍ରଭୁଙ୍କର ଦୂତ ଆସି ଅବୀଯେଷ୍ରୀଯ ଯୋୟାସର ଅଧିକାର ସ୍ଥିତି ଅଫ୍ରା ରେ ଅଲୋନ୍ ବୃକ୍ଷ ମୂଳ ରେ ବସିଲେ। ସହେି ସମୟରେ ତା'ର ପକ୍ସ୍ଟତ୍ର ଗିଦ୍ଦଯୋନ ଦ୍ରାକ୍ଷାକକ୍ସ୍ଟଣ୍ତ ରେ ଗହମ ଝାଡକ୍ସ୍ଟଥିଲେ। ସେ ଏଥିପାଇଁ ଲକ୍ସ୍ଟଚକ୍ସ୍ଟଥିଲେ ଯେ, ମିଦିଯନୀଯମାନେ ଯେପରି ଗହମ ନ ଦବେେ।
ତେଣୁ ଗିଦ୍ଦିୟୋନ ସଦାପ୍ରଭୁଙ୍କର ଉପାସନା ସ୍ଥାନ ନିକଟରେ ଏକ ୟଜ୍ଞବଦେୀ ନିର୍ମାଣ କଲେ। ସେ ସହେି ସ୍ଥାନର ନାମ ଦେଲେ, ସଦାପ୍ରଭୁ ମଙ୍ଗଳ ସ୍ବରୂପ। ସହେି ୟଜ୍ଞବଦେୀ ଏବେ ବି ଆଫ୍ରା ରେ ଅଛି। ଯେଉଁଠା ରେ ଅବୀଯେଷ୍ରୀଯମାନେ ବାସ କରୁଥିଲେ, ଆଫ୍ର ହେଉଛି ସହେି ସ୍ଥାନ।
ଯେ ହତେକ୍ସ୍ଟ ସଦାପ୍ରଭୁଙ୍କର ଆତ୍ମା ଗିଦ୍ଦିୟୋନ ଉପରେ ଅବତରଣ ହେଲା। ସେ ତୂରୀ ବଜାଇଲା, ଅବୀଯେଷ୍ରୀଯର ଲୋକମାନେ ନିବିଡ ଭାବରେ ତାକକ୍ସ୍ଟ ଅନକ୍ସ୍ଟସରଣ କଲେ।
କିନ୍ତୁ ଗିଦ୍ଦିୟୋନ ସମାନଙ୍କେୁ କହିଲେ, ତକ୍ସ୍ଟମ୍ଭ ତକ୍ସ୍ଟଳନା ରେ ମୁ କଣ ପାଇଛି? ଏହା ସତ୍ଯ ନକ୍ସ୍ଟ ହେଁ କି, ତୁମ୍ଭେ ମାରେ ପରିବାର ଅବୀଯସରେ ଯେତେ ଦ୍ରାକ୍ଷାଫଳ ସଂଗ୍ରହ କଲେ ତାଠାରକ୍ସ୍ଟ ଅଧିକ ଦ୍ରାକ୍ଷା ତୁମ୍ଭମାନେେ ଜମି ରେ ଛାଡିଛ?