କିନ୍ତୁ ଇଶ୍ରାୟେଲ ବାସୀଗଣ ଅଧିକ ଶକ୍ତିଶାଳୀ ହବୋକକ୍ସ୍ଟ ଲାଗିଲେ। ଏହାପରେ ସମାନେେ କିଣାନୀଯମାନଙ୍କୁ ବେଠିକାମ କରିବାକୁ ବାଧ୍ଯ କଲେ। କିନ୍ତୁ ସମାନେେ କିଣାନୀଯମାନଙ୍କୁ ସଠାେରକ୍ସ୍ଟ ତଡିଦବୋ ପାଇଁ ବାଧ୍ଯ କଲେ ନାହିଁ।
Cross references
ଯଦି ସମାନେେ ତୁମ୍ଭମାନଙ୍କ ସନ୍ଧି ରେ ରାଜି ହାଇେ ତୁମ୍ଭମାନଙ୍କ ନଗର ଗକ୍ସ୍ଟଡିକ ପାଇଁ ଦ୍ବାର ଉନ୍ମୁକ୍ତ କରନ୍ତି, ତବେେ ସହେି ସହରର ସମସ୍ତ ଲୋକମାନେ ତକ୍ସ୍ଟମ୍ଭ ପାଇଁ କାମ କରିବାକୁ ବାଧ୍ଯ ଏବଂ ତୁମ୍ଭମାନଙ୍କର ଦାସ ହବେେ।
କିଣାନୀଯମାନଙ୍କୁ ଗଷେରକକ୍ସ୍ଟ ତଡିବା ପାଇଁ। କିନ୍ତୁ ଇଫ୍ରଯିମ ଲୋକମାନେ ସକ୍ଷମ ହେଲେ ନାହିଁ। ତେଣୁ କିଣାନୀଯ ଲୋକମାନେ ଆଜି ପର୍ୟ୍ଯନ୍ତ ମଧ୍ଯ ଇଫ୍ରଯିମ ଲୋକମାନଙ୍କ ସହିତ ବାସ କରୁଛନ୍ତି। କିନ୍ତୁ କିଣାନୀଯ ଲୋକମାନେ ଇଫ୍ରଯିମ ଲୋକମାନଙ୍କର ଦାସ ହାଇେ ରହିଲେ।
ଏହାପରେ ଇଶ୍ରାୟେଲର ଲୋକମାନେ ଶକ୍ତିଶାଳୀ ହବୋକକ୍ସ୍ଟ ଲାଗିଲେ ଏବଂ ସମାନଙ୍କେର କ୍ରିତଦାସ କରିବା ପାଇଁ ସମାନେେ କିଣାନୀଯମାନଙ୍କୁ ବାଧ୍ଯ କଲେ। କିନ୍ତୁ କିଣାନୀଯମାନଙ୍କୁ ତଡିଦବୋକକ୍ସ୍ଟ ସମାନେେ ସକ୍ଷମ ହାଇେ ନଥିଲେ।
ଠିକ୍ ସହେିପରି ଘଟିଥିଲା ସବୁଲୂନ୍ ବଂଶଧରଙ୍କ ପ୍ରତି କେତକେ କିଣାନୀଯ ନିବାସୀ ବାସ କରୁଥିଲେ, କିଟ୍ରୋଣ ଓ ନହଲୋଲ୍ ରେ କିନ୍ତୁ ସବୁଲୂନ ପରିବାରବର୍ଗମାନେ ସମାନଙ୍କେୁ ତଡିଦଇେ ନ ଥିଲେ। ସହେି କିଣାନୀଯ ଲୋକମାନେ ସବୁଲୂନ୍ ଲୋକମାନଙ୍କ ସହିତ ବାସ କରୁଥିଲେ। କିନ୍ତୁ ସବୁଲୂନ୍ ଲୋକମାନେ ସମାନଙ୍କେୁ କ୍ରିତଦାସ ଭାବରେ ଖଟାଇଲେ।
ନଲ୍ଗାଲି ପରିବାରବର୍ଗର ଲୋକମାନଙ୍କ ସହିତ ଠିକ୍ ଏକାପରି ଘଟିଥିଲା। ନଲ୍ଗାଲି ଲୋକମାନେ ବୈଥଶମେଶ ଓ ବେଥ୍ନାତ୍ମାନେ ଲୋକମାନଙ୍କୁ ତଡିଦଇେ ନ ଥିଲେ। ତେଣୁ ନଲ୍ଗାଲିର ଲୋକମାନେ ସହେି ସହରର ଲୋକମାନଙ୍କ ସହିତ ମିଶି ବାସ କଲେ। କିଣାନୀଯମାନେ ନଲ୍ଗାଲି ଲୋକମାନଙ୍କର କ୍ରିତଦାସ ରୂପେ କାର୍ୟ୍ଯ କଲେ।
ଇ ମାରେୀଯମାନେ ହରେସ ପର୍ବତ ରେ ଅଯାଲୋନ ରେ ଓ ଶାଲବୀ ରେ ବାସ କରିବାକୁ ମନସ୍ଥ କଲେ। ତଥାପି ଯୋଷଫେ ପରିବାରବର୍ଗ ଶକ୍ତିଶାଳୀ ହୁଅନ୍ତେ ସମାନେେ କ୍ରିତଦାସ ହାଇେ ରହିଲେ।
ଏହିପରି ଭାବରେ, ଦୀର୍ଘଦିନ ଧରି ଦାଉଦ ଓ ଶାଉଲଙ୍କ ପରିବାର ମଧିଅରେ କ୍ରମାଗତ ୟକ୍ସ୍ଟଦ୍ଧ ଗ୍ଭଲିଲା। ଦାଉଦ ଧି ରେ ଧି ରେ ଶକ୍ତିଶାଳୀ ହବୋକକ୍ସ୍ଟ ଲାଗିଲେ ଏବଂ ଶାଉଲର ପରିବାର, ଦିନକକ୍ସ୍ଟ ଦିନ ଦୁର୍ବଳ ହବୋକକ୍ସ୍ଟ ଲାଗିଲା।
ସଠାେରେ ହିତ୍ତୀଯ, ଇମାରେୀୟ, ପରିଷୀଯ, ହିଦ୍ଦୀଯ ଓ ୟିବୂଷୀଯମାନେ ବାସ କରୁଥିଲେ। ସମାନେେ ଇଶ୍ରାୟେଲୀୟ ନୁହଁନ୍ତି।
ସମାନେେ ସହେି ଲୋକମାନଙ୍କର ଭବିଷ୍ଯତ ବଂଶଧର, ଯେଉଁମାନେ ସେ ପର୍ୟ୍ଯନ୍ତ ସହେି ଭୂମିରେ ଥିଲେ ଏବଂ ଇଶ୍ରାୟେଲ ଲୋକମାନଙ୍କ ଦ୍ବାରା ବଧ କରାୟାଇ ନ ଥିଲେ। ଶଲୋମନ ସହେି ବିଦେଶୀମାନଙ୍କୁ କ୍ରୀତଦାସ ଭାବରେ କାମ କରିବାକୁ ବାଧ୍ଯ କଲେ। ସମାନେେ ଆଜି ପର୍ୟ୍ଯନ୍ତ କ୍ରୀତଦାସ ଅଛନ୍ତି।
ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁ ହେ, ପ୍ରଭୁଙ୍କଠା ରେ ଓ ତାହାଙ୍କର ମହାନ ଶକ୍ତି ରେ ବଳବାନ ହୁଅ।
ଖ୍ରୀଷ୍ଟଙ୍କଠାରୁ ମାେତେ ଶକ୍ତି, ପ୍ରଦତ୍ତ ହାଇେଥିବାରୁ, ତାଙ୍କ ମାଧ୍ଯମ ରେ ମୁଁ ସବୁକିଛି କରିବାକୁ ସକ୍ଷମ।
କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହ ରେ ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆମେନ୍।