Home Bibles ବିଚାରକର୍ତାମାନଙ୍କ ବିବରଣ 1:28 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 1:28 · ଓଡ଼ିଆ ବାଇବେଲ

ଏହାପରେ ଇଶ୍ରାୟେଲର ଲୋକମାନେ ଶକ୍ତିଶାଳୀ ହବୋକକ୍ସ୍ଟ ଲାଗିଲେ ଏବଂ ସମାନଙ୍କେର କ୍ରିତଦାସ କରିବା ପାଇଁ ସମାନେେ କିଣାନୀଯମାନଙ୍କୁ ବାଧ୍ଯ କଲେ। କିନ୍ତୁ କିଣାନୀଯମାନଙ୍କୁ ତଡିଦବୋକକ୍ସ୍ଟ ସମାନେେ ସକ୍ଷମ ହାଇେ ନଥିଲେ।

Cross references

ଆଦି ପୁସ୍ତକ 9:25

ତେଣୁ ନୋହ କହିଲେ, କିଣାନ ଶାପଗ୍ରସ୍ଥ ହେଉ! ସେ ଆପଣା ଭାତୃଗଣର ଦାସାନୁଦାସ ହବେ।

ଆଦି ପୁସ୍ତକ 9:26

ନୋବ ମଧ୍ଯ ଏପରି କହିଲେ, ଶମେ ଆଶୀର୍ବାଦ ପ୍ରାପ୍ତ ସଦାପ୍ରଭୁ ପରମେଶ୍ବରଙ୍କ ଦ୍ବାରା କିଣାନ ଶମରେ ଦାସ ହେଉ।

ଦିତୀୟ ବିବରଣ 20:11

ଯଦି ସମାନେେ ତୁମ୍ଭମାନଙ୍କ ସନ୍ଧି ରେ ରାଜି ହାଇେ ତୁମ୍ଭମାନଙ୍କ ନଗର ଗକ୍ସ୍ଟଡିକ ପାଇଁ ଦ୍ବାର ଉନ୍ମୁକ୍ତ କରନ୍ତି, ତବେେ ସହେି ସହରର ସମସ୍ତ ଲୋକମାନେ ତକ୍ସ୍ଟମ୍ଭ ପାଇଁ କାମ କରିବାକୁ ବାଧ୍ଯ ଏବଂ ତୁମ୍ଭମାନଙ୍କର ଦାସ ହବେେ।

ଯିହୋଶୂୟ 17:13

କିନ୍ତୁ ଇଶ୍ରାୟେଲ ବାସୀଗଣ ଅଧିକ ଶକ୍ତିଶାଳୀ ହବୋକକ୍ସ୍ଟ ଲାଗିଲେ। ଏହାପରେ ସମାନେେ କିଣାନୀଯମାନଙ୍କୁ ବେଠିକାମ କରିବାକୁ ବାଧ୍ଯ କଲେ। କିନ୍ତୁ ସମାନେେ କିଣାନୀଯମାନଙ୍କୁ ସଠାେରକ୍ସ୍ଟ ତଡିଦବୋ ପାଇଁ ବାଧ୍ଯ କଲେ ନାହିଁ।

ପ୍ରଥମ ଶାମୁୟେଲ 14:24

କିନ୍ତୁ ଶାଉଲ ସଦେିନ ପକ୍ସ୍ଟଣି ଏକ ଭୂଲ୍ କଲେ। ଯେତବେେଳେ ସୈନ୍ଯମାନେ କ୍ଲାନ୍ତ ଓ କ୍ଷକ୍ସ୍ଟଧାର୍ତ୍ତ ହେଲେ, ଶାଉଲ ସମାନଙ୍କେୁ, ଯଦି କୌଣସି ଲୋକ ସଂନ୍ଧ୍ଯା ପୂର୍ବରକ୍ସ୍ଟ କିମ୍ବା ଶତୃ ବିନାଶ କରିବା ପୂର୍ବରକ୍ସ୍ଟ ଖାଦ୍ୟ ଗ୍ରହଣ କରେ, ତବେେ ସେ ଦଣ୍ତିତ ହବେ। ସେ ସମାନଙ୍କେୁ ଏହି ପ୍ରତିଜ୍ଞା କରିବା ପାଇଁ ବାଧ୍ଯ କଲେ। ତେଣୁ ଇଶ୍ରାୟେଲୀୟ ସୈନ୍ଯଗଣ କିଛି ଖାଦ୍ୟ ଗ୍ରହଣ କଲେ ନାହିଁ।

Interlinear

Choose Theme