ଯିହୋଶୂୟ 15:6 · ଓଡ଼ିଆ ବାଇବେଲ
ଏହାପରେ ଉତ୍ତର ସୀମା ଓ ବୈଥଗ୍ଲା ପର୍ୟ୍ଯନ୍ତ ଉଠି ବୈଥ୍ ଅରାବାର ଉତ୍ତର ଦଇେ ଗଲା। ତହକ୍ସ୍ଟଁ ସେ ସୀମା ବୋହନର ପ୍ରସ୍ତର ପର୍ୟ୍ଯନ୍ତ ଗଲା। ବୋହନ ଥିଲେ ରୂବନ୍ରେ ପକ୍ସ୍ଟତ୍ର।
Cross references
ଯିହୋଶୂୟ 18:17
ଏହାର ସୀମା ଉତ୍ତର ଦିଗଠାରକ୍ସ୍ଟ ଐନଶମେସ ପର୍ୟ୍ଯନ୍ତ ଲାଗିଥିଲା। ଅଦକ୍ସ୍ଟମ୍ମୀମ୍ ଘାଟି ସମ୍ମକ୍ସ୍ଟଖସ୍ଥ ପର୍ୟ୍ଯନ୍ତ ଓ ସଠାେରକ୍ସ୍ଟ ଗଲୀଲୋତ୍ଠାରକ୍ସ୍ଟ ରକ୍ସ୍ଟବନ୍େ ବଂଶୀଯ ବୋହନର ପ୍ରସ୍ତର ପର୍ୟ୍ଯନ୍ତ ଲାଗିଥିଲା।
ଯିହୋଶୂୟ 18:19
ଏହାର ସହେି ସୀମା ବୈଥ-ଅଗ୍ଲାର ଉତ୍ତର ପାଶର୍ବ ପର୍ୟ୍ଯନ୍ତ ଲାଗି ରହିଥିଲା। ୟର୍ଦ୍ଦନର ଦକ୍ଷିଣ ପ୍ରାନ୍ତସ୍ଥ ଲବଣ ସମକ୍ସ୍ଟଦ୍ର ଉତ୍ତର ଉପସାଗର ସହେି ସୀମାର ପ୍ରାନ୍ତଭାଗ ଥିଲା। ଏହାଥିଲା ଏହାର ଦକ୍ଷିଣ ସୀମା।