Home Bibles ଯିହୋଶୂୟ 15:31 · ଓଡ଼ିଆ ବାଇବେଲ
ଯିହୋଶୂୟ 15:31 · ଓଡ଼ିଆ ବାଇବେଲ

ସିକ୍କଗ୍, ମଦ୍ମନ୍ନା, ସନ୍ସନ୍ନା,

Cross references

ଯିହୋଶୂୟ 19:5

ସିକ୍ଲଗ୍ ବୈଥ-ମର୍କାବୋତ୍ ଓ ହତ୍ସର ସୂଷୀମ୍

ପ୍ରଥମ ଶାମୁୟେଲ 27:6

ସହେିଦିନ ଅଖୀଶ ଦାଉଦଙ୍କକ୍ସ୍ଟ ସିକ୍ଲଗ୍ ନଗର ଦଲୋ ଏବଂ ସିକ୍ଲଗ୍ ନଗର ଅଦ୍ଯାପି ସିକ୍ଲାଗ୍ ୟିହକ୍ସ୍ଟଦା ରାଜାମାନଙ୍କ ଅଧିକାର ରେ ଅଛି।

ପ୍ରଥମ ଶାମୁୟେଲ 30:1

ତୃତୀୟ ଦିନ ଦାଉଦ ଏବଂ ତାଙ୍କର ଲୋକମାନେ ସିକ୍ଲଗ୍ ରେ ପହଁଞ୍ଚିଲେ। ସମାନେେ ଦେଖିଲେ ଅମାଲକେୀଯମାନେ ସିକ୍ଲଗ ଆକ୍ରମଣ କରିଥିଲେ। ଅମାଲକେୀଯ ଲୋକମାନେ ନଗେଭେ ଆକ୍ରମଣ କରି ଓ ସିକ୍ଲଗ୍କକ୍ସ୍ଟ ଆକ୍ରମଣ କରି ସହର ରେ ନିଆଁ ଲଗାଇ ଦଇେଥିଲେ।

ପ୍ରଥମ ବଂଶାବଳୀ 2:49

ମାଖା ଶାଫ ଓ ଶିବାଙ୍କର ମଧ୍ଯ ମାତା ଥିଲେ। ଶାଫ ମଦମନ୍ନାଙ୍କର ପିତା ଥିଲେ। ଶିବା ମଗବନୋର ଓ ଗିବିଯାଙ୍କର ପିତା ଥିଲେ। କାଲବରଙ୍କେର ଝିଅ ଥିଲେ ଅକଷା।

ପ୍ରଥମ ବଂଶାବଳୀ 12:1

ଦାଉଦ ସିଲ୍ଲଗ ରେ ଥିବା ସମୟରେ ଯେଉଁ ବ୍ଯକ୍ତିମାନେ ତାହାଙ୍କ ନିକଟକୁ ଆସିଥିଲେ, ସମାନଙ୍କେର ତାଲିକା ଏହା ଥିଲା। ଦାଉଦ ଯେତବେେଳେ କୀଶଙ୍କ ପୁତ୍ର ଶାଉଲଙ୍କଠାରୁ ଲୁଚି ରହିଥିଲେ, ସେତବେେଳେ ଏହା ଘଟିଥିଲା। ଏହି ଲୋକମାନେ ଦାଉଦଙ୍କୁ ୟୁଦ୍ଧ ସମୟରେ ସାହାୟ୍ଯ କରିଥିଲେ।

Interlinear

Choose Theme