Home Bibles ପ୍ରଥମ ଶାମୁୟେଲ 27:6 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 27:6 · ଓଡ଼ିଆ ବାଇବେଲ

ସହେିଦିନ ଅଖୀଶ ଦାଉଦଙ୍କକ୍ସ୍ଟ ସିକ୍ଲଗ୍ ନଗର ଦଲୋ ଏବଂ ସିକ୍ଲଗ୍ ନଗର ଅଦ୍ଯାପି ସିକ୍ଲାଗ୍ ୟିହକ୍ସ୍ଟଦା ରାଜାମାନଙ୍କ ଅଧିକାର ରେ ଅଛି।

Cross references

ଯିହୋଶୂୟ 15:31

ସିକ୍କଗ୍, ମଦ୍ମନ୍ନା, ସନ୍ସନ୍ନା,

ଯିହୋଶୂୟ 19:5

ସିକ୍ଲଗ୍ ବୈଥ-ମର୍କାବୋତ୍ ଓ ହତ୍ସର ସୂଷୀମ୍

ପ୍ରଥମ ଶାମୁୟେଲ 19:5

ସେ ଆପଣା ପ୍ରାଣକକ୍ସ୍ଟ ବିପଦ ରେ ପକାଇ ପଲେଷ୍ଟୀୟକକ୍ସ୍ଟ ହତ୍ଯା କଲା। ସେଥି ରେ ସଦାପ୍ରଭୁ ସମକ୍ସ୍ଟଦାଯ ଇଶ୍ରାୟେଲ ନିମନ୍ତେ ମହା ବିଜଯ ସାଧନ କଲେ। ଆପଣ ତାହା ଦେଖି ଆନନ୍ଦ କରିଥିଲେ। ଏବେ ଆପଣ ବିନା କାରଣ ରେ ଦାଉଦକକ୍ସ୍ଟ ହତ୍ଯା କରିବେ କାହିଁକି? ସେ ନିର୍ଦ୍ ଦୋଷ, ତାକକ୍ସ୍ଟ ହତ୍ଯା କରିବାର କିଛି କାରଣ ନାହିଁ।

ପ୍ରଥମ ଶାମୁୟେଲ 30:1

ତୃତୀୟ ଦିନ ଦାଉଦ ଏବଂ ତାଙ୍କର ଲୋକମାନେ ସିକ୍ଲଗ୍ ରେ ପହଁଞ୍ଚିଲେ। ସମାନେେ ଦେଖିଲେ ଅମାଲକେୀଯମାନେ ସିକ୍ଲଗ ଆକ୍ରମଣ କରିଥିଲେ। ଅମାଲକେୀଯ ଲୋକମାନେ ନଗେଭେ ଆକ୍ରମଣ କରି ଓ ସିକ୍ଲଗ୍କକ୍ସ୍ଟ ଆକ୍ରମଣ କରି ସହର ରେ ନିଆଁ ଲଗାଇ ଦଇେଥିଲେ।

ପ୍ରଥମ ଶାମୁୟେଲ 30:14

ଆମ୍ଭମାନେେ କରେଥୀଯମାନେ ବାସ କରୁଥିବା ନଗେଭେ ଆକ୍ରମଣ କଲକ୍ସ୍ଟ। ଆମ୍ଭମାନେେ ସିକ୍ଲଗକକ୍ସ୍ଟ ଅଗ୍ନି ରେ ଦଗ୍ଧ କଲକ୍ସ୍ଟ ଓ ୟିହକ୍ସ୍ଟଦାର କାଲେବ୍ମାନଙ୍କର ବସତି ଉପରେ ଆକ୍ରମଣ କଲକ୍ସ୍ଟ।

ଦିତୀୟ ଶାମୁୟେଲ 1:1

ଅମାଲକେୀଯମାନଙ୍କୁ ମାରିସାରିବା ପରେ ଦାଉଦ ସିକ୍ଲଗକକ୍ସ୍ଟ ଫରେି ଆସିଲେ। ଏହା ଠିକ୍ ଶାଉଲଙ୍କର ମୃତକ୍ସ୍ଟ୍ଯ ପରେ ପରେ, ଦାଉଦ ସଠାେରେ ମାତ୍ର ଦକ୍ସ୍ଟଇ ଦିନ ରହିଲେ।

ପ୍ରଥମ ବଂଶାବଳୀ 4:30

ବଥୁଯଲେ, ହର୍ମା, ସିକ୍ଳଗ,

ପ୍ରଥମ ବଂଶାବଳୀ 12:1

ଦାଉଦ ସିଲ୍ଲଗ ରେ ଥିବା ସମୟରେ ଯେଉଁ ବ୍ଯକ୍ତିମାନେ ତାହାଙ୍କ ନିକଟକୁ ଆସିଥିଲେ, ସମାନଙ୍କେର ତାଲିକା ଏହା ଥିଲା। ଦାଉଦ ଯେତବେେଳେ କୀଶଙ୍କ ପୁତ୍ର ଶାଉଲଙ୍କଠାରୁ ଲୁଚି ରହିଥିଲେ, ସେତବେେଳେ ଏହା ଘଟିଥିଲା। ଏହି ଲୋକମାନେ ଦାଉଦଙ୍କୁ ୟୁଦ୍ଧ ସମୟରେ ସାହାୟ୍ଯ କରିଥିଲେ।

ପ୍ରଥମ ବଂଶାବଳୀ 12:20

ଦାଉଦ ସିକ୍ଲଗ ସହରକୁ ୟିବା ବେଳେ ମନଃଶିର ଏହି ଲୋକମାନେ ତାଙ୍କ ସହିତ ୟୋଗ ଦଇେଥିଲେ ; ଅଦ୍ନହ, ୟୋଷାବଦ୍, ୟିଦୀଯଲେ, ମୀଖାଯଲେ, ୟୋଷାବଦ୍, ଇଲିହୂ, ଓ ସିଲ୍ଲଥଯ। ଯେଉଁମାନେ ମନଃଶିର 1,000 ଜଣ ସୈନ୍ଯଙ୍କର ମୁଖ୍ଯ ଥିଲେ।

ନିହିମିୟା 11:28

ଆଉ ସିକ୍କଗ ରେ, ମକୋନା ଓ ତହିଁର ଉପନଗର ରେ ରହିଲେ।

Interlinear

Choose Theme