Home Bibles ଦିତୀୟ ବଂଶାବଳୀ 28:18 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 28:18 · ଓଡ଼ିଆ ବାଇବେଲ

ପଲେଷ୍ଟୀୟ ଲୋକମାନେ ଯିହୁଦାର ମାଳଭୂମିରେ ଓ ଦକ୍ଷିଣ ରେ ଥିବା ସହରଗୁଡ଼ିକ ଉପରେ ମଧ୍ଯ ଆକ୍ରମଣ କଲେ। ପଲେଷ୍ଟୀୟ ଲୋକମାନେ ବୈଥ୍-ଶମେଶ୍, ଅଯାଲୋନ୍, ଗଦରେୋତ୍, ସୋଖୋ, ତିମ୍ନାହ ଓ ଗିମ୍ସୋ ସହରଗୁଡ଼ିକୁ ଅଧିକାର କରି ନେଲେ। ସମାନେେ ସୋସ, ତିମନା ଓ ଗିମତ ଚତୁଃପାଶର୍‌ବ ରେ ଥିବା ଗ୍ରାମଗୁଡ଼ିକୁ ମଧ୍ଯ ଅଧିକାର କଲେ। ଏହାପରେ ପଲେଷ୍ଟୀୟମାନେ ସହେି ସହରଗୁଡ଼ିକରେ ବାସ କରିବାକୁ ଲାଗିଲେ।

Cross references

ଯିହୋଶୂୟ 15:10

ଏହାପରେ ସହେି ସୀମା ବାଲାଠାରକ୍ସ୍ଟ ସଯେୀର ପର୍ବତ ପର୍ୟ୍ଯନ୍ତ ପଶ୍ଚିମ ଦିଗ ରେ ବକ୍ସ୍ଟଲିକରି ବସାଲୋନ୍ ନାମ ରେ ପ୍ରସିଦ୍ଧ ୟିଯାରୀମ୍ ପର୍ବତର ଉତ୍ତର ପାଶର୍‌ବସ୍ଥ ପର୍ୟ୍ଯନ୍ତ ଥିଲା। ତହକ୍ସ୍ଟଁ ସେ ବୈଥ୍ଶମେଶ ରେ ପଡି ତିମ୍ନା ପର୍ୟ୍ଯନ୍ତ ଥିଲା।

ଯିହୋଶୂୟ 15:41

ଗଦରେୋତ୍, ବୈଥ୍-ଦାଗୋନ୍, ନଯମା, ମକ୍କଦୋ ଗ୍ରାମ ସମତେ ଏହିପରି ଷୋଅଳ ନଗର ଥିଲା ଏବଂ ଏଥିର ଚତକ୍ସ୍ଟଃପାଶର୍‌ବସ୍ଥ ଭୂମି ସମକ୍ସ୍ଟହ।

ଯିହୋଶୂୟ 15:48

ୟିହକ୍ସ୍ଟଦାର ଲୋକମାନଙ୍କୁ ପର୍ବତମଯ ଦେଶ ରେ ଶାମୀର, ୟତ୍ତୀର ଓ ସୋଖୋ,

ବିଚାରକର୍ତାମାନଙ୍କ ବିବରଣ 14:1

ଶାମ୍ଶୋନ୍ ତିମ୍ନାକକ୍ସ୍ଟ ୟାଇ ସେ ସ୍ଥାନ ରେ ପଲେଷ୍ଟୀୟମାନଙ୍କ କନ୍ଯାଗଣ ମଧିଅରେ ଗୋଟିଏ ସ୍ତ୍ରୀକକ୍ସ୍ଟ ଦେଖିଲେ।

ପ୍ରଥମ ଶାମୁୟେଲ 6:9

ଏହାକକ୍ସ୍ଟ ଲକ୍ଷ୍ଯ ରଖ। ଯଦି ଏହା ଆମ୍ଭର ସୀମା ଦଇେ ବୈଥ୍ଶମେଶକକ୍ସ୍ଟ ୟାଏ, ଆମ୍ଭମାନେେ ହୃଦ୍ ବୋଧ କରିବକ୍ସ୍ଟ ଯେ, ପରମେଶ୍ବର ଆମ୍ଭମାନଙ୍କ ଉପରକକ୍ସ୍ଟ ଏହି ବିପତ୍ତି ଆଣିଛନ୍ତି। ଯଦି ଏହା ସିଧା ବୈଥ୍ଶମେଶକକ୍ସ୍ଟ ୟାଏ, ଆମ୍ଭମାନେେ ଜାଣିବକ୍ସ୍ଟ ଯେ, ଇଶ୍ରାୟେଲର ପରମେଶ୍ବରଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରିନାହିଁ। ଏହା ଦବୈାତ୍ ଘଟିୟାଇଛି।

ଦିତୀୟ ବଂଶାବଳୀ 11:7

ବୈଥ୍ସୂର୍, ସୋଖୋ, ଅଦୂଲମ୍,

ଦିତୀୟ ବଂଶାବଳୀ 11:10

ସରା, ଅଯାଲୋନ୍ ଓ ହିବ୍ରୋଣ୍ର ନଗର ସବୁର ମରାମତି କଲେ। ଯିହୁଦା ଓ ବିନ୍ଯାମୀନର ଏହି ନଗରଗୁଡ଼ିକ ଦୃଢ଼ କରାଗଲା।

ଯିହିଜିକଲ 16:27

ତେଣୁ ମୁଁ ମାରହେସ୍ତ ତୁମ୍ଭ ବିରୁଦ୍ଧ ରେ ଉଠାଇଲି ଏବଂ ତୁମ୍ଭର ହଦେର କିଛି ଅଂଶ ନଇୟୋଇଛି। ମୁଁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କର କନ୍ଯାମାନଙ୍କୁ ହସ୍ତାନ୍ତର କରିଛି, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଏବଂ କାମୁକତା ରେ ଭାରାକ୍ରାନ୍ତ ହେଲେ।

ଯିହିଜିକଲ 16:57

ସେ ସମୟରେ ତୁମ୍ଭର ଦୁଷ୍ଟତା ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ଅରାମର କନ୍ଯାଗଣ ତୁମ୍ଭକୁ ହୀନ କଲେ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ଯାଗଣ ଓ ପଲେଷ୍ଟୀୟମାନଙ୍କର କନ୍ଯାଗଣ ତୁମ୍ଭକୁ ତାଚ୍ଛଲ୍ଯ କଲେ।

ଯିହିଜିକଲ 25:15

ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, ପଲେଷ୍ଟୀୟ ଲୋକମାନେ ପ୍ରତି ଶାଧେ ନେଲେ ଏବଂ ତାହା ଇର୍ଷାପରାଯଣ ହୃଦଯ ରେ କଲେ, ପୁରୁଣା ଶତ୍ରୁତା କାରଣରୁ ଇଶ୍ରାୟେଲକୁ ଧ୍ବଂସ କରିବା ପାଇଁ ଚାହିଁଲେ।

Interlinear

Choose Theme