ତେଣୁ ସହେିଦିନ, ମାଶାେ ମାଠାେ ରେ ପ୍ରତିଜ୍ଞା କଲେ, ' ଯେଉଁ ଭୂମିରେ ତୁମ୍ଭେ ଗ୍ଭଲିଲ, ତାହା ତୁମ୍ଭର ହବେ। ତୁମ୍ଭର ବଂଶଧରମାନେ ଚିରଦିନ ପାଇଁ ସେ ଭୂମିର ମାଲିକାନା ପାଇବେ। ମୁ ତୁମ୍ଭକୁ ସେ ଭୂମି ଦବେି କାରଣ ତୁମ୍ଭେ ମାରେ ସଦାପ୍ରଭୁ ପରମେଶ୍ବରଙ୍କଠା ରେ ବିଶ୍ବସ୍ତ ହାଇେ ରହିଲେ।'
Cross references
ଆଉ ସମାନେେ ଦକ୍ଷିଣ ଦିଗ ଦଇେ ହିବ୍ରୋଣ ରେ ୟାଇ ଉପସ୍ଥିତ ହେଲେ, ସହେି ସ୍ଥାନ ରେ ଅହୀମାନ୍, ଶେଶଯ, ତଲ୍ମଯ, ଏହିମାନେ ଅନାକର ବଂଶଧର ବାସ କରୁଥିଲେ। ମିଶରସ୍ଥିତ ସୋଯନର ସାତବର୍ଷ ପୂର୍ବେ ହିବ୍ରୋଣ ନିର୍ମାଣ ହାଇେଥିଲା।
ଏମାନଙ୍କ ମଧ୍ଯରୁ ଏହି ଲୋକ ମାରେମହିମା ଦେଖିଲେ, ପୁଣି ଯେଉଁମାନେ ମିଶର ରେ ଓ ମରୁଭୂମିରେ ଚିହ୍ନସ୍ବରୂପ ମାରେ କୃତ କର୍ମ ଦଖାଇେଛନ୍ତି ଏବଂ ଯେଉଁମାନେ ମାେତେ ବହୁତ ଥର ପରୀକ୍ଷା କରିଛନ୍ତି ଓ ଯେଉଁମାନେ ମାେ ବାକ୍ଯ ରବ ରେ ଅମନୋୟୋଗୀ ହାଇେଅଛନ୍ତି,
କବଳେ ୟିଫକ୍ସ୍ଟନ୍ନିର ପକ୍ସ୍ଟତ୍ର କାଲେବ୍ ସହେି ଦେଶକକ୍ସ୍ଟ ଦେଖିବେ। ମୁ କାଲବକେକ୍ସ୍ଟ ସହେିଦେଶ ଦବେି, ଯେଉଁ ଦେଶ ଦଇେ ସେ ଗଲା। ତାଙ୍କର ଭବିଷ୍ଯତ୍ ବଂଶଧରମାନେ ମଧ୍ଯ ତାହା ପାଇବେ। କାରଣ କାଲବେ ସଦାପ୍ରଭୁଙ୍କୁ ସଐୂର୍ଣଭାବରେ ଅନକ୍ସ୍ଟସରଣ କରୁଛନ୍ତି।'
ଯେଉଁ ଯେଉଁ ସ୍ଥାନ ରେ ତୁମ୍ଭର ପାଦ ପଡିବ ସେ ସବୁ ସ୍ଥାନ ମୁ ମାଶାେ ସହିତ ପ୍ରତିଜ୍ଞାନକ୍ସ୍ଟସା ରେ ତୁମ୍ଭମାନଙ୍କୁ ଦବେି।
କାଲେବ୍କକ୍ସ୍ଟ ହିବ୍ରୋଣକକ୍ସ୍ଟ ନବୋ ପାଇଁ ମାଶାେ ପ୍ରତିଜ୍ଞା କରିଥିଲେ, ତେଣୁ ସହେି ଭୂମି କାଲେବ୍କକ୍ସ୍ଟ ଦିଆଗଲା। କାଲେବ୍ ମଧ୍ଯ ବଳାତ୍କାର କରି ଅଙ୍ଗର ତିନି ପକ୍ସ୍ଟତ୍ରକକ୍ସ୍ଟ ସଠାେରକ୍ସ୍ଟ ତଡି ଦେଲେ।
କାରଣ ଦୁଷ୍ଟ ଲୋକମାନେ ଧ୍ବଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାୟ୍ଯ ପାଇଁ ପ୍ରାର୍ଥନା କରନ୍ତି, ସମାନେେ ସମଗ୍ର ଭୂମିକୁ ନିଯନ୍ତ୍ରଣ କରିପାରିବେ। ଏହା ପରମେଶ୍ବର ସମାନଙ୍କେଠାରେ ପ୍ରତିଜ୍ଞା କରିଛନ୍ତି।