ଯିହୋଶୂୟ 1:3 · ଓଡ଼ିଆ ବାଇବେଲ
ଯେଉଁ ଯେଉଁ ସ୍ଥାନ ରେ ତୁମ୍ଭର ପାଦ ପଡିବ ସେ ସବୁ ସ୍ଥାନ ମୁ ମାଶାେ ସହିତ ପ୍ରତିଜ୍ଞାନକ୍ସ୍ଟସା ରେ ତୁମ୍ଭମାନଙ୍କୁ ଦବେି।
Cross references
ଦିତୀୟ ବିବରଣ 11:24
ଯେଉଁଠା ରେ ତୁମ୍ଭର ପାଦ ପଡିବ, ସେ ସ୍ଥାନ ତୁମ୍ଭମାନଙ୍କର ହବେ। ପ୍ରାନ୍ତରରକ୍ସ୍ଟ ଲିବାନୋନ ପର୍ୟ୍ଯନ୍ତ ଏବଂ ଫରାତ ନଦୀଠାରକ୍ସ୍ଟ ପଶ୍ଚିମ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ତୁମ୍ଭମାନଙ୍କର ସୀମା ହବେ।
ଯିହୋଶୂୟ 14:9
ତେଣୁ ସହେିଦିନ, ମାଶାେ ମାଠାେ ରେ ପ୍ରତିଜ୍ଞା କଲେ, ' ଯେଉଁ ଭୂମିରେ ତୁମ୍ଭେ ଗ୍ଭଲିଲ, ତାହା ତୁମ୍ଭର ହବେ। ତୁମ୍ଭର ବଂଶଧରମାନେ ଚିରଦିନ ପାଇଁ ସେ ଭୂମିର ମାଲିକାନା ପାଇବେ। ମୁ ତୁମ୍ଭକୁ ସେ ଭୂମି ଦବେି କାରଣ ତୁମ୍ଭେ ମାରେ ସଦାପ୍ରଭୁ ପରମେଶ୍ବରଙ୍କଠା ରେ ବିଶ୍ବସ୍ତ ହାଇେ ରହିଲେ।'
ତୀତସଙ୍କ ପ୍ରତି ପତ୍ର 1:2
ଅନନ୍ତ ଜୀବନ ପାଇଁ ଆମ୍ଭର ଆଶାରୁ ସହେି ବିଶ୍ବାସ ଓ ଜ୍ଞାନ ଆସିଛି। ସମୟ ଆରମ୍ଭ ହବୋ ପୂର୍ବରୁ ପରମେଶ୍ବର ସହେି ଅନନ୍ତ ଜୀବନର ପ୍ରତିଶୃତି ଦଇେଥିଲେ ଓ ପରମେଶ୍ବର ମିଛ କହନ୍ତି ନାହିଁ।