ମାରେ ସାଙ୍ଗ ରେ ଅନ୍ୟ ଯେଉଁ ଲୋକମାନେ ୟାଇଥିଲେ, ସମାନେେ ଲୋକମାନଙ୍କୁ ନିରକ୍ସ୍ଟତ୍ସାହିତ କଲେ, ସମାନଙ୍କେ ଖବର ରେ। ମୁ କିନ୍ତୁ ସଦାପ୍ରଭୁଙ୍କର ଅନକ୍ସ୍ଟଗତ ହାଇେ ରହିଲି।
Cross references
ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ୟାଇଥିଲେ, ସମାନେେ କହିଲେ, ଆମ୍ଭମାନେେ ସହେି ଲୋକମାନଙ୍କ ବିରୁଦ୍ଧ ରେ ୟାଇ ପାରିବୁ ନାହିଁ। କାରଣ ସମାନେେ ଆମ୍ଭଠାରୁ ଶକ୍ତିଶାଳୀ।
ସମସ୍ତ ମଣ୍ତଳୀ ସହେି ରାତ୍ରି ରେ ଛାଉଣୀ ରେ ଉଚ୍ଚସ୍ବର ରେ ରୋଦନ କଲେ।
ମାତ୍ର ଆମ୍ଭର ସବେକ କାଲବେ ସମାନଙ୍କେ ଠାରୁ ଭିନ୍ନ। ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହାଇେଅଛି। ଏଣୁ ସେ ଯେଉଁ ଦେଶକୁ ୟାଇଥିଲା, ସହେି ଦେଶ ରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାହାର ବଂଶ ତାହା ଅଧିକାର କରିବେ।
ଆମ୍ଭମାନେେ ବର୍ତ୍ତମାନ କେଉଁଠାକକ୍ସ୍ଟ ୟିବା? ଆମ୍ଭର ଭାଇମାନେ ଆମ୍ଭମାନଙ୍କ ମନ ରେ ତଥ୍ଯ ପ୍ରଦାନ କରି ଭୟ ସଂଚାର କରିଛନ୍ତି। ସମାନେେ କହିଲେ, ସଠାେକାର ଲୋକମାନେ ଆମ୍ଭମାନଙ୍କଠାରକ୍ସ୍ଟ ବଳବାନ ଓ ଦୀର୍ଘ୍ଯକାଯ। ତାଙ୍କର ନଗରମାନ ବୃହତ ଏବଂ ତା'ର ପ୍ରାଚୀରଗୁଡିକୁ ଆକାଶ ସ୍ପର୍ଶ କରିଛି। ଏବଂ ଆମ୍ଭମାନେେ ସଠାେରେ ଅନାକୀଯମାନଙ୍କର ଦୀର୍ଘ୍ଯକାଯ ସନ୍ତାନମାନଙ୍କୁ ଦେଖିଲକ୍ସ୍ଟ।'
କବଳେ ୟିଫକ୍ସ୍ଟନ୍ନିର ପକ୍ସ୍ଟତ୍ର କାଲେବ୍ ସହେି ଦେଶକକ୍ସ୍ଟ ଦେଖିବେ। ମୁ କାଲବକେକ୍ସ୍ଟ ସହେିଦେଶ ଦବେି, ଯେଉଁ ଦେଶ ଦଇେ ସେ ଗଲା। ତାଙ୍କର ଭବିଷ୍ଯତ୍ ବଂଶଧରମାନେ ମଧ୍ଯ ତାହା ପାଇବେ। କାରଣ କାଲବେ ସଦାପ୍ରଭୁଙ୍କୁ ସଐୂର୍ଣଭାବରେ ଅନକ୍ସ୍ଟସରଣ କରୁଛନ୍ତି।'
ଏବଂ ସହେି ସହର ଆଜି ପର୍ୟ୍ଯନ୍ତ ସହେି ୟିଫକ୍ସ୍ଟନ୍ନିର ପକ୍ସ୍ଟତ୍ର କାଲବରେ ବଂଶଧରମାନେ ଭୋଗ କରୁଛନ୍ତି। ସମାନେେ ହେଲେ କନିସୀଯ, ଯେଉଁମାନେ କି ହିବ୍ରୋଣକକ୍ସ୍ଟ ଅଧିକାର କରିଛନ୍ତି। ସେ ଭୂମି ଆଜି ପର୍ୟ୍ଯନ୍ତ ତାଙ୍କର ଅଧିକା ରେ ଅଛି କାରଣ ସେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ସଐୂର୍ଣ ରୂପେ ଅନକ୍ସ୍ଟଗତ ଥିଲେ।
ଏହି 1,44,000 ଜଣ ଲୋକମାନେ ସ୍ତ୍ରୀମାନଙ୍କ ସହିତ କୌଣସି ବ୍ଯଭିଚାରପାପ କରିନାହାଁନ୍ତି। ସମାନେେ ନିଜକୁ କୁମାରୀକନ୍ଯା ତୁଲ୍ଯ ପବିତ୍ର କରି ରଖିଛନ୍ତି। ମଷେଶାବକ ଯେଉଁ ଯେଉଁ ସ୍ଥାନକୁ ଯାଆନ୍ତି, ସମାନେେ ତାହାଙ୍କର ଅନୁସରଣ କରନ୍ତି। ଏହି 1,44,000 ଜଣ ମନୁଷ୍ଯଜାତି ମଧ୍ଯରୁ ମୁକ୍ତି ପାଇଛନ୍ତି। ସମାନେେ ପରମେଶ୍ବର ଓ ମଷେଶାବକଙ୍କ ଉଦ୍ଦେଶ୍ଯ ରେ ପ୍ରଥମଫଳ ସ୍ବରୂପେ ଉତ୍ସର୍ଗରକୃତ ହାଇେଛନ୍ତି।