Home Bibles ଯୂନସ 3:8 · ଓଡ଼ିଆ ବାଇବେଲ
ଯୂନସ 3:8 · ଓଡ଼ିଆ ବାଇବେଲ

କିନ୍ତୁ ସମସ୍ତ ମନୁଷ୍ଯ ଓ ପ୍ରାଣୀ ମାଟେ ବସ୍ତ୍ର ପରିଧାନ କରିବେ ଏବଂ ସମାନେେ ଦୁଃଖ ପ୍ରକାଶ କରିବେ। ସମାନେେ ଉଚ୍ଚ ସ୍ବର ରେ ପରମେଶ୍ବରଙ୍କୁ ପ୍ରାର୍ଥନା କରିବେ। ପ୍ରେତ୍ୟକକ ବ୍ଯକ୍ତି ସମାନଙ୍କେର ଜୀବନଧାରା ବଦଳାଇବେ ଓ ମନ୍ଦକାର୍ୟ୍ଯ କରିବା ବନ୍ଦ କରିବେ।

Cross references

ଗୀତସଂହିତା 130:1

ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି। ତଣେୁ ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ଡ଼ାକୁଛି।

ଯିଶାଇୟ 1:16

ତୁମ୍ଭମାନେେ ନିଜକୁ ପ୍ରକ୍ଷାଳନ କର। ନିଜକୁ ପରିଷ୍କାର କର। ମନ୍ଦ କାର୍ୟ୍ଯରୁ ନିବୃତ ହୁଅ। ମୁଁ ତୁମ୍ଭମାନଙ୍କର ସହେି ମନ୍ଦ କର୍ମ ଦେଖିବାକୁ ଇଚ୍ଛା କରେ ନାହିଁ। କୁକର୍ମରୁ ନିବୃତ୍ତ ହୁଅ।

ଯିଶାଇୟ 55:6

ତେଣୁ ତୁମ୍ଭମାନେେ ସଦାପ୍ରଭୁଙ୍କର ଅନ୍ବଷେଣ କର, ଯେ ହତେୁ ତାଙ୍କର ଅର୍ଥାତ୍ ସଦାପ୍ରଭୁଙ୍କର ଉଦ୍ଦେଶ୍ଯ ମିଳିଅଛି। ଯେ ପର୍ୟ୍ଯନ୍ତ ସେ ନିକଟରେ ଅଛନ୍ତି, ସେ ପର୍ୟ୍ଯନ୍ତ ତାଙ୍କୁ ପ୍ରାର୍ଥନା କର।

ଯିଶାଇୟ 58:6

ଦୁଷ୍ଟତାରୂପ ବନ୍ଧନ ଫିଟାଇଲେ, ୟୁଆଳିର ବନ୍ଧନ ମୁକ୍ତ କରିବାର ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତିକରି ଛାଡ଼ି ଦବୋର ଓ ପ୍ରେତ୍ୟକକ ୟୁଆଳି ଭଗ୍ନ କରିବାର, ଏହିପ୍ରକାର ଉପବାସ ଆମ୍ଭେ କ'ଣ ମନୋନୀତ କରି ନାହୁଁ ?

ଯିଶାଇୟ 59:6

ସହେି ଜାଲ ବସ୍ତୁରୂପେ ବ୍ଯବହୃତ ହବେ ନାହିଁ କିମ୍ବା ସମାନେେ ନିଜ କର୍ମ ରେ ନିଜକୁ ଆବୃତ୍ତ କରିପାରିବେ ନାହିଁ।

ଯିରିମିୟ 18:11

ହେ ଯିରିମିୟ, ତୁମ୍ଭେ ଯିହୁଦା ଓ ୟିରୁଶାଲମ ନିବାସୀଙ୍କୁ କୁହ, 'ସଦାପ୍ରଭୁ ଏହି କଥା କହନ୍ତି। ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ସଂକଳ୍ପ କରିଅଛୁ। ଏବେ ତୁମ୍ଭମାନେେ ପ୍ରେତ୍ୟକକ ଆପଣା ଆପଣା କୁପଥରୁ ଫରେ ଓ ଆପଣା ଆପଣା ପଥ ସଂ ଶାଧେନ କରି ସୁକର୍ମ କର।'

ଯିହିଜିକଲ 18:21

ଏବଂ ଦୁଷ୍ଟ ଲୋକ ଯବେେ ପାପ ପଥରୁ ବିରତ ହୁଏ, ମାରେ ବିଧି ସକଳ ପାଳନ କରେ ଓ ନ୍ଯାଯ ଏବଂ ଧର୍ମାଚରଣ କରେ ତବେେ ସେ ନିଶ୍ଚଯ ବଞ୍ଚିବ, ସେ ମରିବ ନାହିଁ।

ଯିହିଜିକଲ 18:27

ଦୁଷ୍ଟଲୋକ ଯେତବେେଳେ ନିଜ ଦୁଷ୍ଟତାରୁ ବିରତ ହାଇେ ନ୍ଯାଯ ଓ ଧର୍ମାଚରଣ କରେ ସେତବେେଳେ ସେ ନିଜର ଜୀବନ ରକ୍ଷା କରିବ ଓ ବଞ୍ଚିବ।

ଯିହିଜିକଲ 18:30

ତେଣୁ ହେ ଇଶ୍ରାୟେଲର ଲୋକମାନେ, ମୁଁ ତୁମ୍ଭମାନଙ୍କ ମଧ୍ଯରୁ ପ୍ରେତ୍ୟକକର ଆଚାର ବ୍ଯବହାରାନୁସା ରେ ବିଚାର କରିବି। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି। ଆଉ ତୁମ୍ଭମାନେେ ଆମ୍ଭ ନିକଟକୁ ଫରେିଆସ ଓ ନଜର ସମସ୍ତ ଅପରାଧରୁ ବିମୁଖ ହୁଅ। ତାହା ହେଲେ ପାପ ତୁମ୍ଭମାନଙ୍କର ବିନାଶର କାରଣ ହବେ ନାହିଁ।

ଯିହିଜିକଲ 33:11

ତବେେ ତୁମ୍ଭେ ସମାନଙ୍କେୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଦୁଷ୍ଟର ମରଣ ରେ ଆମ୍ଭର ସନ୍ତାଷେ ନାହିଁା କିନ୍ତୁ ଦୁଷ୍ଟ ଯେପରି ନିଜ ପାପ ପଥରୁ ନିବୃତ୍ତ ହାଇେ ବଞ୍ଚେ, ସେଥି ରେ ଆମ୍ଭେ ସନ୍ତାଷେ ଲାଭ କରୁ। ତେଣୁ ତୁମ୍ଭମାନେେ ନିଜ ନିଜ କୁପଥରୁ ଫରେ ଓ ମାରେ ନିକଟବର୍ତ୍ତୀ ହୁଅ। ହେ ଇଶ୍ରାୟେଲ ବଂଶ ତୁମ୍ଭେ କାହିଁକି ମରିବ ?'

ଦାନିଏଲ 4:27

ତେଣୁ ହେ ମହାରାଜ, ଆପଣ ମାରେ ଉପଦେଶ ଗ୍ରହଣ କରନ୍ତୁ। ଆପଣ ଧାର୍ମିକତା ବଳ ରେ ପାପରାଶି ଦୂର କରନ୍ତୁ ଓ ଦରିଦ୍ରମାନଙ୍କୁ ଦୟା ଦଖାଇେ ଆପଣା ଅଧର୍ମ ସକଳ ଦୂର କରନ୍ତୁ। ତାହା ହେଲେ ଆପଣଙ୍କର ଆପଣଙ୍କର ସଫଳତା ଓ ଶାନ୍ତିର କାଳ ବୃଦ୍ଧି ପାଇବ।

ଯୂନସ 1:6

ୟୂନସ ଜାହଜ ରେ ଶାଇେଥିବାର ଦେଖି ଜାହାଜର କାପ୍ତାନ କହିଲେ, ଉଠ ଜାଗ୍ରତ ହୁଅ। ଶୋଇଛ କାହିଁକି? ତୁମ୍ଭର ଈଶ୍ବରଙ୍କୁ ପ୍ରାର୍ଥନା କର। ତୁମ୍ଭର ପ୍ରଭୁ ହୁଏତ ତୁମ୍ଭର ପ୍ରାର୍ଥନା ଶୁଣିବେ ଓ ଆମ୍ଭମାନଙ୍କୁ ରକ୍ଷା କରିବେ।

ଯୂନସ 1:14

ତେଣୁ ସହେି ନାବିକମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ହେ ପ୍ରଭୁ, ଆମ୍ଭମାନେେ ୟୂନସକୁ ସମୁଦ୍ର ମଧ୍ଯକୁ ପକାଉଛୁ କାରଣ ସେ ବହୁ ମନ୍ଦକାର୍ୟ୍ଯ କରିଛି। ଏଥିପାଇଁ ଆମ୍ଭକୁ ଦୋଷୀ କର ନାହିଁ, ସତେ ଯେପରି ଆମ୍ଭେ ଏକ ନିରୀହ ବ୍ଯକ୍ତିକୁ ବଧ କରୁଅଛୁ। ପୁଣି ନିରୀହ ବ୍ଯକ୍ତିର ରକ୍ତପାତ ଦୋଷ ଆମ୍ଭମାନଙ୍କ ଉପ ରେ ବର୍ତ୍ତାଅ ନାହିଁ। ଆମ୍ଭମାନେେ ଜାଣୁ ତୁମ୍ଭେ ସଦାପ୍ରଭୁ ଅଟ ଏବଂ ତୁମ୍ଭେ ଯାହା ଗ୍ଭହିଁବ ତାହା କରିବ। କିନ୍ତୁ ଆମ୍ଭମାନଙ୍କ ପ୍ରତି ସଦଯ ହୁଅ।

ମାଥିଉଲିଖିତ ସୁସମାଚାର 3:8

ତୁମ୍ଭକୁ ନିଜର କାର୍ୟ୍ଯ ଦ୍ବାରା ପ୍ରକାଶ କରିବାକୁ ହବେ ଯେ, ତୁମ୍ଭେ ବାସ୍ତବ ରେ ମନପରିର୍ତ୍ତନ କରିଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:19

ଏଥିପାଇଁ ତୁମ୍ଭମାନେେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କରି ପରମେଶ୍ବରଙ୍କ ପାଖକୁ ଫରେିଆସ, ତବେେ ସେ ତୁମ୍ଭମାନଙ୍କର ପାପସବୁ କ୍ଷମା କରି ଦବେେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:20

ମୁଁ ପ୍ରଥମେ ଦମ୍ମସକେ ନଗର ରେ, ପରେ ୟିରୂଶାଲମ ରେ ସମଗ୍ର ୟିହୂଦା ଓ ଅଣଯିହୂଦୀ ଦେଶମାନଙ୍କ ରେ ମଧ୍ଯ ପ୍ରଚ଼ାର କଲି। ମୁଁ ସମାନଙ୍କେୁ ଅନୁତାପ କରି ପରମେଶ୍ବରଙ୍କ ପାଖକୁ ଫରେିବା ପାଇଁ କହିଲି। ସମାନଙ୍କେ ହୃଦୟ ପରିବର୍ତ୍ତନ ପାଇଁ ଉଚ଼ିତ କାର୍ୟ୍ଯ କରିବା ପାଇଁ ମଧ୍ଯ କହିଲି।

Interlinear

Choose Theme