ଯୋହନଲିଖିତ ସୁସମାଚାର 9:15 · ଓଡ଼ିଆ ବାଇବେଲ
ତେଣୁ ଫାରୂଶୀମାନେ ମଧ୍ଯ ସେ ଲୋକକୁ ପଚାରିଲେ. ତୁମ୍ଭେ କିପରି ଦୃଷ୍ଟିଶକ୍ତି ପାଇଲ?
Cross references
ଯୋହନଲିଖିତ ସୁସମାଚାର 9:10
ଲୋକମାନେ ତାକୁ ପଚାରିଲେ, କ'ଣ ହେଲା? ତୁମ୍ଭେ କିପରି ଦୃଷ୍ଟି ଶକ୍ତି ପାଇଲ?
ଯୋହନଲିଖିତ ସୁସମାଚାର 9:26
ଯିହୂଦୀ ନେତାମାନେ ପଚାରିଲେ, ସେ ତୁମକୁ କ'ଣ କଲା? ସେ ତୁମ ଆଖିକୁ କିପରି ଭଲ କରି ଦଲୋ?