Home Bibles ଯୋହନଲିଖିତ ସୁସମାଚାର 9:12 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 9:12 · ଓଡ଼ିଆ ବାଇବେଲ

ଲୋକମାନେ ତାହାକୁ ପଚାରିଲେ, ସେ ଲୋକ କେଉଁଠି ଅଛନ୍ତି? ଲୋକଟି କହିଲା, ମୁଁ ଜାଣେ ନାହିଁ।

Cross references

ଯାତ୍ରା ପୁସ୍ତକ 2:18

ଏହାପରେ ସମାନେେ ତାଙ୍କର ପିତା ରୁଯଲଙ୍କେ ନିକଟକୁ ଫରେିଗଲେ। ସମାନଙ୍କେର ପିତା ତାଙ୍କୁ ପଚାରିଲେ, ତୁମ୍ଭମାନେେ ଆଜି ଏତେ ଶୀଘ୍ର କିପରି ଫରେି ଆସିଲ!

ଯୋହନଲିଖିତ ସୁସମାଚାର 5:11

କିନ୍ତୁ ଲୋକଟି କହିଲା, ମାେତେ ୟିଏ ସୁସ୍ଥ କଲେ, ସେ ମାେତେ କହିଲେ 'ତୁମ୍ଭର ବିଛଣା ନିଅ ଓ ଚାଲ।'

ଯୋହନଲିଖିତ ସୁସମାଚାର 7:11

ଯିହୂଦୀମାନେ ପର୍ବ ରେ ଯୀଶୁଙ୍କୁ ଖାଜେିଲେ। ସମାନେେ ପଚାରିଲେ, ସହେି ଲୋକଟି କାହିଁ?

Interlinear

Choose Theme