ଯୋହନଲିଖିତ ସୁସମାଚାର 5:11 · ଓଡ଼ିଆ ବାଇବେଲ
କିନ୍ତୁ ଲୋକଟି କହିଲା, ମାେତେ ୟିଏ ସୁସ୍ଥ କଲେ, ସେ ମାେତେ କହିଲେ 'ତୁମ୍ଭର ବିଛଣା ନିଅ ଓ ଚାଲ।'
Cross references
ମାର୍କଲିଖିତ ସୁସମାଚାର 2:9
ଏହି ପକ୍ଷାଘାତ ଲୋକଙ୍କୁ କେଉଁ କଥାଟି କହିବା ସରଳ: 'ତୁମ୍ଭ ପାପ ଗୁଡିକୁ କ୍ଷମା କରି ଦିଆଗଲା।' ନା' ତାକୁ କହିବା: 'ଠିଆ ହୁଅ ଓ ତୁମ୍ଭର ବିଛଣା ଧରି ଚାଲ।'
ଯୋହନଲିଖିତ ସୁସମାଚାର 9:12
ଲୋକମାନେ ତାହାକୁ ପଚାରିଲେ, ସେ ଲୋକ କେଉଁଠି ଅଛନ୍ତି? ଲୋକଟି କହିଲା, ମୁଁ ଜାଣେ ନାହିଁ।
ଯୋହନଲିଖିତ ସୁସମାଚାର 9:16
କେତକେ ଫାରୂଶୀମାନେ କହିଲେ, ଏ ଲୋକ ବିଶ୍ରାମବାରର ନିୟମ ମାନୁ ନାହିଁ। ତେଣୁ ସେ ପରମେଶ୍ବରଙ୍କ ପାଖରୁ ଆସି ନାହିଁ।