Home Bibles ଯୋହନଲିଖିତ ସୁସମାଚାର 9:11 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 9:11 · ଓଡ଼ିଆ ବାଇବେଲ

ସେ ଲୋକଟି ଉତ୍ତର ଦଲୋ ଲୋକମାନେ ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେ ଛପେ ଦ୍ବାରା ମାଟିକୁ କାଦୁଅ କରି ମାେ ଆଖି ରେ ବୋଳି ଦେଲେ। ତା'ପରେ ସେ ମାେତେ ଶିଲୋହ ପୋଖରୀ ରେ ଧୋଇ ହବୋ ପାଇଁ କହିଲେ। ତା'ପରେ ମୁଁ ସହେି ପୋଖରୀ ରେ ଧୋଇ ହବୋ ପରେ ଦେଖିପାରିଲି।

Cross references

ଯିରିମିୟ 36:17

ପୁଣି ସମାନେେ ବାରୂକକୁ ପଚାରିଲେ, ତୁମ୍ଭେ ଏହି ପୁସ୍ତକରେ ଯାହା ଲେଖିଛ କେଉଁଠାରୁ ତାହା ଶୁଣିଲ ? ତୁମ୍ଭେ କ'ଣ ଯିରିମିୟଙ୍କଠାରୁ ଏହା ଶୁଣି ଲେଖିଅଛ ?

ଯୋହନଲିଖିତ ସୁସମାଚାର 9:6

ଯୀଶୁ ଏକଥା କହିଲା ପରେ ଭୂଇଁ ରେ ଛପେ ପକାଇ କାଦୁଅ କରି, ସହେି କାଦୁଅକୁ ନଇେ ସେ ସହେି ଜନ୍ମାନ୍ଧ ଲୋକଟିର ଆଖି ରେ ଲଗଇେ ଦେଲେ।

ଯୋହନଲିଖିତ ସୁସମାଚାର 9:27

ସେ ଲୋକ କହିଲା, ମୁଁ ସେ କଥା ତୁମକୁ ଆଗରୁ କହିସାରିଛି। କିନ୍ତୁ ତୁମେ ମାେ କଥା ଶୁଣୁନାହଁ। ତୁମେ ପୁଣି କାହିଁକି ଶୁଣିବା ପାଇଁ ଚାହୁଁଛ? ତୁମ୍ଭେ ମଧ୍ଯ କ'ଣ ତାହାଙ୍କର ଶିଷ୍ଯ ହବୋ ପାଇଁ ଚାହୁଁଛ?

Interlinear

Choose Theme