Home Bibles ☰ Books ଯୋହନଲିଖିତ ସୁସମାଚାର 7:53 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 7:53 · ଓଡ଼ିଆ ବାଇବେଲ

ତା'ପରେ ସେ ସ୍ଥାନ ଛାଡି ସମସ୍ତ ଯିହୂଦୀ ନେତାମାନେ ନିଜ ନିଜ ଘରକୁ ଗଲେ।

Cross references

ଆୟୁବ ପୁସ୍ତକ 5:12

ପରମେଶ୍ବର ମନ୍ଦ ଓ ଚତୁର ଲୋକର କାମନାକୁ ବ୍ଯର୍ଥ କରନ୍ତି ଏବଂ ସମାନଙ୍କେୁ ସଫଳତା ଦିଅନ୍ତି ନାହିଁ।

ଗୀତସଂହିତା 33:10

ସଦାପ୍ରଭୁ ସମସ୍ତଙ୍କ ଉପଦେଶକୁ ବ୍ଯର୍ଥ କରି ପାରନ୍ତି। ସେ ସମାନଙ୍କେ ସମସ୍ତ ଯୋଜନାକୁ ବ୍ଯର୍ଥ କରି ପାରନ୍ତି।

ଗୀତସଂହିତା 76:5

ସହେି ସୈନିକମାନେ ଭାବୁଥିଲେ, ସମାନେେ ଅତି ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି। କିନ୍ତୁ ସମାନେେ ବର୍ତ୍ତମାନ ୟୁଦ୍ଧ ଭୂମିରେ ମରିପଡ଼ିଛନ୍ତି। ସମାନଙ୍କେର ଶରୀର କ୍ଷତବିକ୍ଷତ ହାଇେଅଛି। ସହେି ଯୋଦ୍ଧା ସୈନିକମାନଙ୍କ ମଧ୍ଯରୁ କହେି ହସ୍ତ ଉଠାଇ ପାରି ନ ଥିଲେ।

ଗୀତସଂହିତା 76:10

ହେ ପରମେଶ୍ବର, ଯେତବେେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କୋର୍ଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:6

ଆମ୍ଭେ ସମସ୍ତେ ପରସ୍ପରଠାରୁ ବିଦାୟ ନଇେ ଜାହାଜ ରେ ଚ଼ଢ଼ିଲୁ। ଶିଷ୍ଯମାନେ ନିଜ ନିଜ ଘରକୁ ଫରେିଗଲେ।

Interlinear

Choose Theme