ଲୋକମାନଙ୍କ ମଧ୍ଯରୁ କେତକେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଚାହିଁଲେ। କିନ୍ତୁ କହେି ଜଣେ ହେଲେ ଏହା କରିବାକୁ ଚେଷ୍ଟା କଲେ ନାହିଁ।
Cross references
ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ଧରିବା ପାଇଁ ଚେଷ୍ଟା କଲେ। କିନ୍ତୁ କହେି ତାହାଙ୍କୁ ଛୁଇଁ ପାରିଲେ ନାହିଁ। ସେତବେେଳେ ମଧ୍ଯ ତାହାଙ୍କୁ ହତ୍ଯା କରିବାର ଉଚିତ୍ ସମୟ ହାଇନେଥିଲା।
ଯୀଶୁ ଏସବୁ କଥା ମନ୍ଦିର ପରିସର ରେ ଉପଦେଶ ଦଲୋ ବେଳେ କହିଲେ। ଦାନ ପାତ୍ର ରେ ଦାନ ପକାଉଥିବା ସ୍ଥାନ ନିକଟରେ ଯୀଶୁ ଠିଆ ହାଇେଥିଲେ। କିନ୍ତୁ କହେି ଲୋକ ତାହାଙ୍କୁ ବନ୍ଦୀ କଲେ ନାହିଁ। ଯୀଶୁଙ୍କର ଉଚିତ ସମୟ ସପେର୍ୟ୍ଯନ୍ତ ଆସି ନଥିଲା।
ସହେି ଲୋକମାନେ ଉତ୍ତର ଦେଲେ, 'ନାଜରିତୀୟ ଯୀଶୁଙ୍କୁ।' ଯୀଶୁ କହିଲେ, 'ମୁଁ ନିଜେ ସହେି ଯୀଶୁ।' ଯୀଶୁଙ୍କ ବିରୁଦ୍ଧ ରେ ଯାଇଥିବା ୟିହୂଦା ମଧ୍ଯ ସମାନଙ୍କେ ସହିତ ଠିଆ ହାଇେଥିଲା।
ମୁଁ ତୁମ୍ଭ ସହିତ ଅଛି। କହେି ତୁମ୍ଭର କିଛି କ୍ଷତି କରିବେ ନାହିଁ। ମାରେ ଅନକେ ଲୋକ ଏ ନଗର ରେ ଅଛନ୍ତି।
ସହେି ରାତି ରେ ପ୍ରଭୁ ପାଉଲଙ୍କ ପାଖ ରେ ଠିଆ ହାଇେ କହିଲେ, ସାହସୀ ହୁଅ। ତୁମ୍ଭେ ମାେ ବିଷୟ ରେ ୟିରୁଶାଲମ ରେ ଯେପରି ସାକ୍ଷ୍ଯ ଦଇେଛ ଠିକ୍ ସହେିପରି ରୋମ ରେ ମଧ୍ଯ ଦବେ।
ମୁଁ ଯେଉଁ ପରମେଶ୍ବରଙ୍କର ସବୋ କରେ, ତାହାଙ୍କର ଜଣେ ଦୂତ ଗତକାଲି ରାତି ରେ ମାେ ପାଖ ରେ ଠିଆ ହାଇେ କହିଲେ,