ତେଣୁ ଲକମାନେେ ଯୀଶୁଙ୍କ ବିଷୟ ରେ ଭିନ୍ନ ଭିନ୍ନ ମତ ଦେଲେ।
Cross references
ଏପରି ଘଟଣା ଘଟେଇବା ପାଇଁ ମୁଁ ଆସିଛି: ‘ପୁଅ ତା’ ବାପା ବିରୁଦ୍ଧରେ, ଝିଅ ତା’ ମା ବିରୁଦ୍ଧରେ ଓ ବୋହୂ ତା ଶାଶୁ ବିରୁଦ୍ଧରେ ଠିଆ ହେବ।
ତୁମ୍ଭମାନେେ କ'ଣ ଭାବୁଛ ଯେ ମୁଁ ଶାନ୍ତି ଦବୋ ପାଇଁ ଏ ପୃଥିବୀକୁ ଆସିଛି? ନା, ମୁଁ ପୃଥିବୀକୁ ଭାଗ ଭାଗ କରିଦବୋକୁ ଆସିଛି।
ସଠାେରେ ବହୁତ ଲୋକ ଥିଲେ। ସମାନଙ୍କେ ମଧ୍ଯରୁ ଅନକେେ ଗୋପନ ରେ ନିଜ ନିଜ ଭିତ ରେ ଯୀଶୁଙ୍କ ବିଷୟ ରେ କଥାବାର୍ତ୍ତା ହେଉଥିଲେ। କେତକେ ଲୋକ କହିଲେ, ସେ ଜଣେ ଉତ୍ତମ ଲୋକ। କିନ୍ତୁ ଅନ୍ୟମାନେ କହୁଥିଲେ, ନା, ସେ ଲୋକମାନଙ୍କୁ ପ୍ରତାରଣା କରୁଛି।
କେତକେ ଫାରୂଶୀମାନେ କହିଲେ, ଏ ଲୋକ ବିଶ୍ରାମବାରର ନିୟମ ମାନୁ ନାହିଁ। ତେଣୁ ସେ ପରମେଶ୍ବରଙ୍କ ପାଖରୁ ଆସି ନାହିଁ।
ଯୀଶୁଙ୍କର ଉକ୍ତ ସମସ୍ତ କଥା ଶୁଣିବା ପରେ ଯିହୂଦୀମାନଙ୍କ ମଧିଅରେ ପୂନର୍ବାର ଭିନ୍ନ ମତ ପ୍ରକାଶ ପାଇଲା।
ନଗରର ଲୋକମାନେ ଦୁଇ ଦଳ ରେ ଭାଗ ହାଇଗେଲେ। କେତକେ ଯିହୂଦୀୟମାନଙ୍କ ପକ୍ଷ ରେ ଓ ଅନ୍ୟ ଦଳ ପ୍ ରରେିତମାନଙ୍କ ପକ୍ଷ ରେ ଥିଲେ।
ପାଉଲ ଏପରି କହିବା ମାତ୍ ରେ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧିଅରେ ବହୁତ ତର୍କ-ବିତର୍କ ହେଲା। ସଭା ଦୁଇ ଦଳ ରେ ଭାଗ ହାଇଗେଲା।