Home Bibles ☰ Books ମାଥିଉଲିଖିତ ସୁସମାଚାର 10:35 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 10:35 · ଓଡ଼ିଆ ବାଇବେଲ

ଏପରି ଘଟଣା ଘଟେଇବା ପାଇଁ ମୁଁ ଆସିଛି: ‘ପୁଅ ତା’ ବାପା ବିରୁଦ୍ଧରେ, ଝିଅ ତା’ ମା ବିରୁଦ୍ଧରେ ଓ ବୋହୂ ତା ଶାଶୁ ବିରୁଦ୍ଧରେ ଠିଆ ହେବ।

Cross references

ମୀଖା 7:5

ତୁମ୍ଭର ପ୍ରତିବେଶୀ କି ମିତ୍ରଙ୍କୁ ବିଶ୍ବାସ କରନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖ ରେ ମୁଖ ଖାେଲ ନାହିଁ।

ମାଥିଉଲିଖିତ ସୁସମାଚାର 10:21

ଭାଇ ତା ନିଜ ଭାଇକ,ୁ ବାପା-ମାଆ ନିଜ ପିଲାପିଲିଙ୍କୁ ମରଣ ମୁହଁକୁ ଠଲେି ଦବେେ। ପିଲାମାନେ ନିଜ ବାପା-ମାଆଙ୍କ ବରୁଦ୍ଧ ରେ ଠିଆ ହବେେ ଓ ତାହାଙ୍କୁ ମାରି ପକାଇବେ।

ମାଥିଉଲିଖିତ ସୁସମାଚାର 24:10

ସେତବେେଳେ ଅନକେ ବିଶ୍ବସୀ ଲୋକ ବିଶ୍ବାସ ହ ରଇେ ବସିବେ। ସମାନେେ ପରସ୍ପରର ବିରୋଧୀ ହବେ ଓ ପରସ୍ପରକୁ ଘୃଣା କରିବେ।

ମାର୍କଲିଖିତ ସୁସମାଚାର 13:12

ଭାଇ, ଭାଇକୁ ମରଣ ମୁହଁକୁ ଠଲେି ଦବେ। ବାପା ତା' ସନ୍ତାନକୁ ମରିବା ପାଇଁ ଦଇେ ଦବେ। ପିଲାମାନେ ବାପାମାଆଙ୍କ ବିରୁଦ୍ଧ ରେ ଠିଆ ହବେେ ଓ ସମାନଙ୍କେୁ ମାରି ଦବେେ।

ଲୂକଲିଖିତ ସୁସମାଚାର 21:16

ଏପରିକି ତୁମ୍ଭମାନଙ୍କର ବାପାମାଆ, ଭାଇ, ସମ୍ପର୍କୀୟ ଓ ବନ୍ଧୁମାନେ ତୁମ୍ଭମାନଙ୍କର ବିରୋଧୀ ହାଇଯେିବେ। ସମାନେେ ତୁମ୍ଭମାନଙ୍କ ମଧ୍ଯରୁ କେତକଙ୍କେୁ ମାରି ଦବେେ।

Interlinear

Choose Theme