ଧର୍ମଶାସ୍ତ୍ରୀ ଓ ମୁଖ୍ଯ ଯାଜକମାନେ ଯୀଶୁଙ୍କଠାରୁ ଏହି ଦୃଷ୍ଟାନ୍ତଟି ଶୁଣିଲେ। ସମାନେେ ଜାଣି ପାରିଲେ ଯେ, ଏହି ଦୃଷ୍ଟାନ୍ତଟି ସମାନଙ୍କେ ଉଦ୍ଦେଶ୍ଯ ରେ କୁହାୟାଇଛି। ତେଣୁ ସମାନେେ ଯୀଶୁଙ୍କୁ ଠିକ୍ ସତେିକି ବେଳେ ବନ୍ଦୀ କରିବାକୁ ଚାହିଁଲେ। କିନ୍ତୁ ଲୋକମାନେ କାଳେ କ'ଣ କିଛି କରିପକାଇବେ, ସେଥିପାଇଁ ସମାନେେ ଡରୁଥିଲେ।
Cross references
ପ୍ରଧାନ ଯାଜକ ଓ ଫାରୂଶୀମାନେ ଯୀଶୁଙ୍କ କାହାଣୀଗୁଡ଼ିକ ଶୁଣିଲେ। ସମାନେେ ଜାଣି ପା ରେଲେ ଯେ, ଯୀଶୁ ଏକଥା ସହେିମାନଙ୍କ ବିଷୟ ରେ କହୁଛନ୍ତୁ।
ତା'ପରେ ପ୍ରଧାନ ଯାଜକ ଓ ଲୋକମାନଙ୍କ ପ୍ରାଚ଼ୀନ ନେତାମାନେ କଯାଫା ନାମକ ମହାୟାଜକଙ୍କ ଭବନର ଅଗଣା ରେ ଏକାଠି ହେଲେ।
ଏହି ଯିହୂଦୀନେତାମାନେ ଯୀଶୁଙ୍କ ଦୃଷ୍ଟାନ୍ତ ଶୁଣିଲେ। ଏହା ସମାନଙ୍କେ ଉଦ୍ଦେଶ୍ଯ ରେ ଥିଲା ବୋଲି ସମାନେେ ଜାଣି ପାରିଲେ। ତେଣୁ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ସମାନେେ ଉପାୟ ଖାଜେି ବସିଲେ। କିନ୍ତୁ ସମାନେେ ଲୋକମାନଙ୍କୁ ଭୟ କରୁଥିଲେ। ତେଣୁ ସମାନେେ ଯୀଶୁଙ୍କୁ ଛାଡି ଚାଲିଗଲେ।
ଯୀଶୁ ପ୍ରତିଦିନ ମନ୍ଦିର ରେ ଉପଦେଶ ଦେଉଥିଲେ। ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ଜୀବନ ରେ ମାରି ଦବୋକୁ ଚାହୁଁଥିଲେ।
କୃଷକମାନେ ମାଲିକର ପୁଅକୁ ଦେଖି କୁହାକୁହି ହେଲେ, 'ଏତ ଜମିମାଲିକର ପୁଅ। ଏ ଜମି ଖଣ୍ଡିକ ତାର ହିଁ ହବେ। ଆମ୍ଭେ ତାକୁ ମାରି ଦେଲେ ଜମିଟି ଆମ୍ଭରି ହାଇଯେିବ।'