Home Bibles ଯୋହନଲିଖିତ ସୁସମାଚାର 6:3 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 6:3 · ଓଡ଼ିଆ ବାଇବେଲ

ଯୀଶୁ ପାହାଡ ଉପରକୁ ଚଢିଗଲେ। ସଠାେରେ ତାହାଙ୍କର ଶିଷ୍ଯମାନଙ୍କ ଗହଣ ରେ ବସିଲେ।

Cross references

ମାଥିଉଲିଖିତ ସୁସମାଚାର 14:23

ତା'ପରେ ଜମା ହାଇେଥିବା ଲୋକମାନଙ୍କୁ ବିଦାୟ କରି ସେ ପ୍ରାର୍ଥନା କରିବାକୁ ଏକାକୀ ପାହାଡ ଉପରକୁ ଗଲେ। ସନ୍ଧ୍ଯା ହାଇେ ସାରିଥିଲା, ଯୀଶୁ ସଠାେରେ ଏକୁଟିଆ ଥିଲେ।

ମାଥିଉଲିଖିତ ସୁସମାଚାର 15:29

ତାପରେ ଯୀଶୁ ସେ ସ୍ଥାନ ଛାଡି ଚାଲିଗଲେ ଓ ଗାଲୀଲୀ ହ୍ରଦ କୂଳ ରେ ଯାଇ ପହନ୍ଚିଲେ। ସେ ଗୋଟିଏ ପାହାଡ଼ ଉପରକୁ ଯାଇ ସଠାେରେ ବସିଲେ।

ଲୂକଲିଖିତ ସୁସମାଚାର 6:12

ସହେି ସମୟରେ ଯୀଶୁ ପ୍ରାର୍ଥନା କରିବା ପାଇଁ ଗୋଟିଏ ପର୍ବତ ଉପରକୁ ଗଲେ। ସେ ସଠାେରେ ପରମେଶ୍ବରଙ୍କୁ ପ୍ରାର୍ଥନା କରିବା ରେ ସାରା ରାତିଟି ବିତଇେଲେ।

ଲୂକଲିଖିତ ସୁସମାଚାର 9:28

ଏକଥା କହିବାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗ ରେ ନଇେ ପ୍ରାର୍ଥନା କରିବାକୁ ଗୋଟିଏ ପର୍ବତ ଉପରକୁ ଗଲେ।

ଯୋହନଲିଖିତ ସୁସମାଚାର 6:15

ଯୀଶୁ ଜାଣିଥିଲେ ଯେ ଲୋକମାନେ ତାହାଙ୍କୁ ରାଜା କରିବା ପାଇଁ ଚାହୁଁଥିଲେ। ଯେତବେେଳେ ତାହାଙ୍କୁ ଧରି ନଇେ ରାଜା କରିବାର ଯୋଜନା ଲୋକେ କଲେ, ସେତବେେଳେ ସେ ସହେି ସ୍ଥାନ ଛାଡି ଏକୁଟିଆ ପାହାଡ ଉପରକୁ ଚାଲିଗଲେ।

Interlinear

Choose Theme