Home Bibles ମାଥିଉଲିଖିତ ସୁସମାଚାର 15:29 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 15:29 · ଓଡ଼ିଆ ବାଇବେଲ

ତାପରେ ଯୀଶୁ ସେ ସ୍ଥାନ ଛାଡି ଚାଲିଗଲେ ଓ ଗାଲୀଲୀ ହ୍ରଦ କୂଳ ରେ ଯାଇ ପହନ୍ଚିଲେ। ସେ ଗୋଟିଏ ପାହାଡ଼ ଉପରକୁ ଯାଇ ସଠାେରେ ବସିଲେ।

Cross references

ଯିହୋଶୂୟ 12:3

ସମାନେେ ମଧ୍ଯ ୟର୍ଦ୍ଦନର ପୂର୍ବ ଉପତ୍ୟକାଠାରକ୍ସ୍ଟ ଗାଲିଲି ହ୍ରଦର ପୂର୍ବ ତୀର ପର୍ୟ୍ଯନ୍ତ ଓ ବୈତ୍ୟିଶିମାେତର ପଥରେ ପଦାଭୂମିସ୍ଥିତ ଲବଣ ସମକ୍ସ୍ଟଦ୍ରର ପୂର୍ବତୀର ପର୍ୟ୍ଯନ୍ତ ଓ ପିସ୍ଗାର ଅଧଃସ୍ଥିତ ଦକ୍ଷିଣ ଦେଶ ରେ ରାଜତ୍ବ କଲେ।

ଯିଶାଇୟ 9:1

ଅତୀତ ରେ ଲୋକେ ଭାବୁଥିଲେ ସବୂଲୂନ୍ ଓ ନପ୍ତାଲି ଦେଶ ପ୍ରଧାନ ନ ଥିଲା। ମାତ୍ର ପ ରେ ପରମେଶ୍ବର ସେ ଦେଶଗୁଡ଼ିକ ମହାନ୍ କରି ଦେଲେ। ସମୁଦ୍ର ନିକଟବର୍ତ୍ତୀ ୟର୍ଦ୍ଦନ ନଦୀର ଅପରପାଶର୍‌ବ ଗାଲୀଲୀର ଅଣଇହୁଦୀମାନଙ୍କୁ ସମ୍ଭ୍ରାନ୍ତ କରିବେ।

ମାଥିଉଲିଖିତ ସୁସମାଚାର 4:18

ଯୀଶୁ ଗାଲୀଲୀ ହ୍ରଦ ପାଖ ଦଇେ ଯାଉଥିଲେ। ସେ (ପିତର ନାମ ରେ ଖ୍ଯାତ) ଶିମାନେ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ଦାଖିଲେ। ସମାନେେ ହ୍ରଦ ରେ ଜାଲ ପକାଉଥିଲେ। ସମାନେେ, ବ୍ଯବସାୟ ରେ କେଉଟ ଥିଲେ।

ମାଥିଉଲିଖିତ ସୁସମାଚାର 5:1

ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ଯା କ୍ରମଶଃ ବଢିବାକୁ ଲାଗିଲା। ଏହା ଦେଖି ଯୀଶୁ ଗୋଟିଏ ପାହାଡ ଉପରକୁ ଗଲେ ଏବଂ ସଠାେରେ ବସିଲେ। ତାହାଙ୍କର ଶିଷ୍ଯମାନେ ତାହାଙ୍କ ପାଖକୁ ଆସିଲେ।

ମାଥିଉଲିଖିତ ସୁସମାଚାର 13:2

ତାହାଙ୍କ ଚାରିପଟେ ବହୁତ ଲୋକ ଜମା ହାଇଗେଲେ। ତେଣୁ ଯୀଶୁ ଗୋଟିଏ ଡଙ୍ଗା ଭିତରକୁ ଉଠିଗଲେ ଓ ସଠାେରେ ଯାଇ ବସିଲେ। ସବୁ ଲୋକ କୂଳ ରେ ରହିଲେ।

ମାଥିଉଲିଖିତ ସୁସମାଚାର 15:29

ତାପରେ ଯୀଶୁ ସେ ସ୍ଥାନ ଛାଡି ଚାଲିଗଲେ ଓ ଗାଲୀଲୀ ହ୍ରଦ କୂଳ ରେ ଯାଇ ପହନ୍ଚିଲେ। ସେ ଗୋଟିଏ ପାହାଡ଼ ଉପରକୁ ଯାଇ ସଠାେରେ ବସିଲେ।

ମାର୍କଲିଖିତ ସୁସମାଚାର 1:16

ଯୀଶୁ ଗଲିଲୀ ହ୍ରଦ ଦଇେ ୟିବା ସମୟରେ ଶିମାନେ ଓ ତାହାଙ୍କ ଭାଇ ଆନ୍ଦ୍ରିୟକୁ ଦେଖିଲେ। ଶିମାନେ, ପିତରଙ୍କର ଏହା ଅନ୍ୟ ଏକ ନାମ। ସହେି ଦୁଇ ଜଣ କେଉଟ ଥିଲେ। ମାଛ ଧରିବା ପାଇଁ ସମାନେେ ହ୍ରଦ ଭିତରକୁ ଜାଲ ଫିଙ୍ଗୁଥିଲେ।

ମାର୍କଲିଖିତ ସୁସମାଚାର 7:31

ତା'ପରେ ଯୀଶୁ ସୋର ଆଖ-ପାଖ ଅଞ୍ଚଳ ଛାଡି ଦକୋପଲି ରାସ୍ତା ରେ ସୀଦୋନ ହାଇେ ଗାଲିଲୀ ହ୍ରଦ ପାଖକୁ ଆସିଲେ।

ଲୂକଲିଖିତ ସୁସମାଚାର 5:1

ଯୀଶୁ ଗିନସରତେ ହ୍ରଦ କୂଳ ରେ ଠିଆ ହାଇେଥିଲେ। ତାହାଙ୍କ ଚାରିପଟେ ଘରେିଯାଇ ଠିଆ ହବୋକୁ ଲୋକମାନେ ଠଲୋପଲୋ ହେଉଥିଲେ। ସମାନେେ ତାହାଙ୍କ ଠାରୁ ପରମେଶ୍ବରଙ୍କ ଉପଦେଶ ବାଣୀ ଶୁଣିବାକୁ ଚାହୁଁଥିଲେ।

ଯୋହନଲିଖିତ ସୁସମାଚାର 6:1

ଏହା ପରେ ଯୀଶୁ ଗାଲିଲୀ ହ୍ରଦ (ଅର୍ଥାତ୍ ତିବିରିଆ ହ୍ରଦ) ପାର ହାଇେ ଆରପାରିକି ଗଲେ।

ଯୋହନଲିଖିତ ସୁସମାଚାର 6:23

କିନ୍ତୁ ସେତବେେଳେ ତିବିରିଆରୁ କେତକେ ଡଙ୍ଗା ଆସିଲା। ଲୋକମାନେ ଯେଉଁ ସ୍ଥାନ ରେ ପୂର୍ବଦିନ ଖାଇଥିଲେ ସଠାେରେ ଡଙ୍ଗାଗୁଡିକ ଆସି ରହିଲା। ସହେି ସ୍ଥାନ ରେ ପ୍ରଭୁ ଯୀଶୁ ଧନ୍ଯବାଦ ଦବୋ ପରେ ସମାନେେ ରୋଟୀ ଖାଇଥିଲେ।

ଯୋହନଲିଖିତ ସୁସମାଚାର 21:1

ତା'ପରେ ଯୀଶୁ ନିଜକୁ ଶିଷ୍ଯମାନଙ୍କ ଆଗ ରେ ଦଖାଦେେଲେ। ସେ ତିବିରିଆ ହ୍ରଦ ଗାଲୀଲୀ କୂଳ ରେ ସମାନଙ୍କେୁ ଦଖାଦେଇେଥିଲେ। ସେ ଏହିପରି ଭାବରେ ଦର୍ଶନ ଦଇେଥିଲେ:

Interlinear

Choose Theme