Home Bibles ଯୋହନଲିଖିତ ସୁସମାଚାର 5:7 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 5:7 · ଓଡ଼ିଆ ବାଇବେଲ

ସେ ରୋଗୀଟି ଉତ୍ତର ଦଲୋ, ମହାଶୟ, ପାଣି ହଲିବା ସମୟରେ ପାଣି ଭିତରକୁ ୟିବା ରେ ସାହାୟ୍ଯ କରିବା ପାଇଁ ମାରେ କହେି ଲୋକ ନାହାଁନ୍ତି। ମୁଁ ପ୍ରଥମେ ପାଣି ଭିତରକୁ ୟିବା ପାଇଁ ଚେଷ୍ଟା କଲା ବେଳେ ଅନ୍ୟ ଜଣେ ମାେ ପୂର୍ବରୁ ପାଣି ଭିତରକୁ ଚାଲିଯାଆନ୍ତି।

Cross references

ଦିତୀୟ ବିବରଣ 32:36

ସଦାପ୍ରଭୁ ତାଙ୍କର ଲୋକମାନଙ୍କର ବିଗ୍ଭର କରିବେ। କାରଣ ସମାନେେ ତାଙ୍କର ଦାସ। ସଦାପ୍ରଭୁ ସମାନଙ୍କେୁ ବିନାଶ କରିବା ବିଷଯ ରେ ନିଜ ମନ ପରିବର୍ତ୍ତନ କରିବେ। କାରଣ ସେ ଦେଖିବେ ଯେ ତାଙ୍କର ଶକ୍ତି ଗ୍ଭଲିୟାଇଛି ଏବଂ ସମାନେେ କିଛି ନକ୍ସ୍ଟହଁ, କବଳେ ଆତ୍ମରକ୍ଷାହୀନ ଓ ଭୀତସ୍ରତ।

ଗୀତସଂହିତା 72:12

ଆମ୍ଭର ରାଜା ସାହାୟ୍ଯ କରନ୍ତି, ଯେଉଁମାନେ ତାଙ୍କୁ ଡ଼ାକନ୍ତି, ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।

ଗୀତସଂହିତା 142:4

ମାରେ ଚତୁଃପାଶର୍‌ବରେ କୌଣସି ବନ୍ଧୁଙ୍କୁ ପାଉ ନାହିଁ। ମାେତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ୟିବାକୁ ସ୍ଥାନ ନାହିଁ। କୌଣସି ଲୋକ ମାେତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।

ଯୋହନଲିଖିତ ସୁସମାଚାର 5:3

ବହୁତ ଅସୁସ୍ଥ ଲୋକେ ପୋଖରୀ ପାଖ ମଣ୍ଡପଗୁଡିକରେ ପଡିରହୁଥିଲେ। ସମାନଙ୍କେ ମଧ୍ଯରୁ କେତକେ ଅନ୍ଧ, େଛାଟା ଓ ପକ୍ଷାଘାତଗ୍ରସ୍ତ ରୋଗୀ ଥିଲେ।

ରୋମୀୟଙ୍କ ପ୍ରତି ପତ୍ର 5:6

ଆମ୍ଭେ ଅଧାର୍ମିକ ଥିବା ବେଳେ ଖ୍ରୀଷ୍ଟ ଆମ୍ଭ ପାଇଁ ମରି ଥିଲେ। ଆମ୍ଭେ ପରମେଶ୍ବରଙ୍କ ବିରୁଦ୍ଧ ରେ ଜୀବନଯାପନ କରୁଥିଲୁ, ତଥାପି ଯଥାର୍ଥ ସମୟରେ ଖ୍ରୀଷ୍ଟ ଆମ୍ଭ ପାଇଁ ମରିଥିଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:24

ତୁମ୍ଭମାନେେ ଜାଣ ଯେ ଦୌଡ଼ ପ୍ରତିୟୋଗିତା ରେ ସମସ୍ତେ ଦୌଡ଼ନ୍ତି, କିନ୍ତୁ ତାଙ୍କ ଭିତରୁ ମାତ୍ର ଜଣକୁ ପୁରସ୍କାର ମିଳେ। ତୁମ୍ଭମାନେେ ଯେପରି ଜିତିବ, ସେପ୍ରକାର ଦୌଡ଼।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:8

ଭାଇ ଓ ଭଉଣୀମାନେ ! ଏସିଆ ଦେଶ ରେ ଆମ୍ଭେ ଯେଉଁ ଯାତନା ସହିଲୁ ଆମ୍ଭେ ଚାହୁଁ ଯେପରି ସହେି ବିଷୟ ରେ ତୁମ୍ଭମାନେେ ମଧ୍ଯ ଜାଣ। ଆମ୍ଭମାନେେ ଭାରାକ୍ରାନ୍ତ ହାଇେ ପଡ଼ିଲୁ। ଏପରିକି ଏହା ଏତେ ଅଧିକ ଥିଲା ଯେ, ଆମ୍ଭମାନେେ ଜୀବନର ସମସ୍ତ ଆଶା ହରାଇଥିଲୁ। ସହେି ଭାର ଆମ୍ଭମାନଙ୍କର ବହନ କରିବା ଶକ୍ତିଠାରୁ ଅଧିକ ଥିଲା।

Interlinear

Choose Theme