Home Bibles ☰ Books ଯୋହନଲିଖିତ ସୁସମାଚାର 3:20 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 3:20 · ଓଡ଼ିଆ ବାଇବେଲ

ମନ୍ଦକାର୍ୟ୍ଯ କରୁଥିବା ପ୍ରେତ୍ୟକକ ଲୋକ ଆଲୋକକୁ ଘୃଣା କରେ। ସେ କବେେ ଆଲୋକକୁ ଆସିବ ନାହିଁ କାରଣ ଆଲୋକ ତା'ର କୃତ ସମସ୍ତ ମନ୍ଦକାର୍ୟ୍ଯ ଗୁଡିକୁ ଦଖାଇେ ଦବେ।

Cross references

ଦିତୀୟ ଶାମୁୟେଲ 13:9

ସେ କରଇରେକ୍ସ୍ଟ ପିଠାଗକ୍ସ୍ଟଡିକ କାଢିନଇେ ତା' ଆଗ ରେ ରଖିଲା। ଏବଂ ସେ ଖାଇବାକକ୍ସ୍ଟ ମନାକଲା ଏବଂ ଅମ୍ମାନେ କହିଲା, ସମସ୍ତଙ୍କକ୍ସ୍ଟ ବାହାରକକ୍ସ୍ଟ ପଠଇେ ଦିଅ। ଏବଂ ସମସ୍ତେ କଠୋରୀରକ୍ସ୍ଟ ବାହାରି ଗଲେ।

ପ୍ରଥମ ରାଜାବଳୀ 3:20

ତେଣୁ ସହେି ମଧ୍ଯରାତ୍ରି ରେ ମୁଁ ଶାଇେଥିଲା ବେଳେ ସେ ମାରେ ସନ୍ତାନକୁ ନଇୟୋଇ ତା'ର ମୃତ ସନ୍ତାନକୁ ମାେ କୋଳ ରେ ଶୁଆଇ ଦଲୋ।

ପ୍ରଥମ ରାଜାବଳୀ 22:8

ତହୁଁ ଆହାବ୍ କହିଲେ, ଅନ୍ୟ ଜଣେ ଭବିଷ୍ଯଦ୍ବକ୍ତା ଏଠା ରେ ଅଛନ୍ତି, ଯାହାଙ୍କୁ ଆମ୍ଭେ ପରମେଶ୍ବରଙ୍କର ବାକ୍ଯ ବିଷଯ ରେ ପଗ୍ଭରି ପାରୁ। ସେ ଇମ୍ଲର ପୁତ୍ର ମୀଖାଯ। କିନ୍ତୁ ମୁଁ ତାକୁ ଘୃଣା କରେ। କାରଣ ସେ ସର୍ବଦା ମାେ ବିରୁଦ୍ଧ ରେ ଭବିଷ୍ଯତବାଣୀ କ ହେ। ସେ କବେେ ମାରେ ମଙ୍ଗଳ କଥା କ ହେ ନାହିଁ।

ଆୟୁବ ପୁସ୍ତକ 24:13

କେତକେ ଲୋକ ଆଲୁଅ ବିରୁଦ୍ଧ ରେ ବିଦ୍ରୋହ ଘାଷେଣା କରନ୍ତି। ସମାନେେ ଜାଣିପାରନ୍ତି ନାହିଁ ପରମେଶ୍ବର କ'ଣ ଚାହାଁନ୍ତି ? ପରମେଶ୍ବର ଚାହୁଁଥିବା ରାସ୍ତା ରେ ସମାନେେ ଚାଲନ୍ତି ନାହିଁ।

ଆୟୁବ ପୁସ୍ତକ 24:16

ରାତି ହେଲେ ଦୁଷ୍ଟ ଲୋକ ଅନ୍ଧକାର ରେ ଅନ୍ୟ ଲୋକର ଘର ଭାଙ୍ଗି ପଶେ କିନ୍ତୁ ଦିନ ବେଳେ ନିଜ ଘ ରେ କବାଟ କିଳି ରହିଥାଏ, ଏବଂ ଆଲୁଅଠାରୁ ଦୂର ରେ ରୁହନ୍ତି।

ଗୀତସଂହିତା 50:17

କାରଣ ତୁମ୍ଭମାନେେ ଆନନ୍ଦିତ ନୁହଁ, ଯେତବେେଳେ ମୁଁ ତୁମ୍ଭମାନଙ୍କୁ ଦଣ୍ଡିତ କରେ। ତୁମ୍ଭମାନେେ ମାରେ କଥାକୁ ଘୃଣା କର। ତୁମ୍ଭମାନେେ ମାରେ କଥାକୁ ଅବଜ୍ଞା କର।

ହିତୋପଦେଶ 1:29

ମୁଁ ତୁମ୍ଭମାନଙ୍କୁ ସାହାୟ୍ଯ କରିବି ନାହିଁ, କାରଣ ତୁମ୍ଭମାନେେ ମାରେ ଜ୍ଞାନ ଗ୍ରହଣ କଲ ନାହିଁ, ତୁମ୍ଭମାନେେ ଏହା ଘୃଣାକର। ସଦାପ୍ରଭୁଙ୍କୁ ସମ୍ମାନ ଦବୋ ପାଇଁ ତୁମ୍ଭମାନେେ ନାସ୍ତି କଲ।

ହିତୋପଦେଶ 4:18

ଧାର୍ମିକ ଲୋକମାନେ ପ୍ରଭାତର ସୂର୍ୟ୍ଯକିରଣ ପରି। ସୂର୍ େଯ୍ଯାଦଯ ପ ରେ ମଧ୍ଯାହ୍ନ ରେ ସୂର୍ୟ୍ଯ ଯେପରି ତଜେସ୍ବୀ ହାଇେ ଉେଠ,

ହିତୋପଦେଶ 5:12

ସେତବେେଳେ ତୁମ୍ଭେ କହିବ, କାହିଁକି ମୁଁ ମାରେପିତାଙ୍କ କଥା ଶୁଣିଲି ନାହିଁ।

ହିତୋପଦେଶ 15:12

ଜଣେ ନିନ୍ଦୁକ ଅନୁୟୋଗ ପାଇବାକୁ ଭଲ ପାଆନ୍ତି ନାହିଁ। ସମାନେେ କଦାପି ଜ୍ଞାନୀ ଲୋକମାନଙ୍କ ନିକଟକୁ ୟାଆନ୍ତି ନାହିଁ।

ହିତୋପଦେଶ 16:30

ଯେଉଁ ଲୋକ ଆପଣା ଆଖି ମିଞ୍ଜି ମିଞ୍ଜି କରେ, ସେ କୁଟିଳ ବିଷଯ କଳ୍ପନା କରେ, ଏବଂ ଯେ ଆପଣା ଓଷ୍ଠ ଜାବୁଡ଼ି ଧ ରେ, ମନ୍ଦକର୍ମ ସିଦ୍ଧ କରୁଥାଏ।

ଆମୋଷ 5:10

ସହରର ଫାଟକରେ ତୁମ୍ଭେ ଭବିଷ୍ଯତବକ୍ତା ଦ୍ବାରା ଉଚ୍ଛନ୍ନ ହବୋକୁ ଘୃଣା କର। ତୁମ୍ଭେ ସଚ୍ଚୋଟ ବାକ୍ଯକୁ ମଧ୍ଯ ଘୃଣା କର।

ଲୂକଲିଖିତ ସୁସମାଚାର 11:45

ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କୁ କହିଲେ, ଗୁରୁ, ଆପଣ ଯେତବେେଳେ ଫାରୂଶୀମାନଙ୍କ ବିଷୟ ରେ ଏହିଭଳି କଥା କହୁଛନ୍ତି, ସେତବେେଳେ ଆମ୍ଭ ଦଳକୁ ମଧ୍ଯ ଅପମାନ ଦେଉଛନ୍ତି।

Interlinear

Choose Theme