ଦିତୀୟ ଶାମୁୟେଲ 13:9 · ଓଡ଼ିଆ ବାଇବେଲ
ସେ କରଇରେକ୍ସ୍ଟ ପିଠାଗକ୍ସ୍ଟଡିକ କାଢିନଇେ ତା' ଆଗ ରେ ରଖିଲା। ଏବଂ ସେ ଖାଇବାକକ୍ସ୍ଟ ମନାକଲା ଏବଂ ଅମ୍ମାନେ କହିଲା, ସମସ୍ତଙ୍କକ୍ସ୍ଟ ବାହାରକକ୍ସ୍ଟ ପଠଇେ ଦିଅ। ଏବଂ ସମସ୍ତେ କଠୋରୀରକ୍ସ୍ଟ ବାହାରି ଗଲେ।
Cross references
ଆଦି ପୁସ୍ତକ 45:1
ଯୋଷଫେ ନିଜକୁ ବେଶି ଦିନ ନିଯନ୍ତ୍ରଣ ରେ ରଖି ପାରି ନଥିଲେ। ଯୋଷଫେ ସମସ୍ତ ଲୋକଙ୍କୁ ସମ୍ମୁଖ ରେ ଡ଼ାକି କହିଲେ, ସମସ୍ତେ ଏଠାରୁ ଚାଲିୟାଅ। ତେଣୁ କହେି ନଥିଲା ବେଳେ ଯୋଷଫେ ନିଜକୁ ଭାଇମାନଙ୍କ ସମ୍ମୁଖ ରେ ପରିଚିତ କରାଇଲେ।
ବିଚାରକର୍ତାମାନଙ୍କ ବିବରଣ 3:19
ଏହୂଦ୍ ଜାଣିଲେ ଏବଂ ପକ୍ସ୍ଟର୍ତ୍ତୀ ନିକଟ ଗିଲଗଲସ୍ଥକକ୍ସ୍ଟ ଗଲେ, ତା'ପରେ ସେ ଫରେି ଆସି ରାଜାଙ୍କକ୍ସ୍ଟ ଭଟେି ଏହୂଦ୍ କହିଲେ, ମୁ ଆପଣାଙ୍କ ପାଇଁ ଏକ ଗକ୍ସ୍ଟଲ୍ଗ ଖବର ଆଣିଛି।
ଯୋହନଲିଖିତ ସୁସମାଚାର 3:20
ମନ୍ଦକାର୍ୟ୍ଯ କରୁଥିବା ପ୍ରେତ୍ୟକକ ଲୋକ ଆଲୋକକୁ ଘୃଣା କରେ। ସେ କବେେ ଆଲୋକକୁ ଆସିବ ନାହିଁ କାରଣ ଆଲୋକ ତା'ର କୃତ ସମସ୍ତ ମନ୍ଦକାର୍ୟ୍ଯ ଗୁଡିକୁ ଦଖାଇେ ଦବେ।