ଯୋହନଲିଖିତ ସୁସମାଚାର 21:4 · ଓଡ଼ିଆ ବାଇବେଲ
ପରଦିନ ଅତି ସକାଳୁ ଯୀଶୁ ହ୍ରଦ କୂଳ ରେ ଠିଆ ହାଇେଥିଲେ। କିନ୍ତୁ ଶିଷ୍ଯମାନେ ତାହାଙ୍କୁ ଯୀଶୁ ବୋଲି ଜାଣି ନଥିଲେ।
Cross references
ଆଦି ପୁସ୍ତକ 42:8
ଯୋଷଫେ ଜାଣିଥିଲେ ଯେ ସମାନେେ ତାଙ୍କର ଭାଇ। କିନ୍ତୁ ସମାନେେ ଯୋଷଫେକୁ ଚିହ୍ନି ପାରିଲେ ନାହିଁ।
ମାର୍କଲିଖିତ ସୁସମାଚାର 16:12
ଏହା ପରେ ଦୁଇଜଣ ଶିଷ୍ଯ ପଡିଆ ମଧିଅରେ ଯାଉଥିବା ସମୟରେ ଯୀଶୁ ସମାନଙ୍କେ ନିକଟରେ ଅନ୍ୟ ଏକ ରୂପରେ ଦଖାେ ଦେଲେ।
ଲୂକଲିଖିତ ସୁସମାଚାର 24:15
ସେ ସବୁ ବିଷୟ ସମାନେେ ଆଲୋଚନା କଲା ବେଳେ ନିଜେ ଯୀଶୁ ତାହାଙ୍କ ପାଖକୁ ଆସିଲେ ଓ ତାହାଙ୍କ ସହିତ ଚାଲିବାକୁ ଲାଗିଲେ।
ଲୂକଲିଖିତ ସୁସମାଚାର 24:31
ସହେି ସମୟରେ ସହେି ଦୁଇଜଣଙ୍କର ଚକ୍ଷୁ ଖାଲିଦେିଆଗଲା ଓ ସମାନେେ ଯୀଶୁଙ୍କୁ ଚିହ୍ନି ପାରିଲେ। କିନ୍ତୁ ଯୀଶୁ ସମାନଙ୍କେ ସାମନାରୁ ଅଦୃଶ୍ଯ ହାଇଗେଲେ।
ଯୋହନଲିଖିତ ସୁସମାଚାର 20:14
ସେ ଏହା କହି ବୁଲି ପଡିଲେ। ସେ ଯୀଶୁଙ୍କୁ ସଠାେରେ ଠିଆ ହାଇେଥିବା ଦେଖିଲେ। କିନ୍ତୁ ମରିୟମ ତାହାଙ୍କୁ ଚିହ୍ନିଲେ ନାହିଁ।