Home Bibles ଯୋହନଲିଖିତ ସୁସମାଚାର 20:8 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 20:8 · ଓଡ଼ିଆ ବାଇବେଲ

ଏହାପରେ ଅନ୍ୟଶିଷ୍ଯ ଜଣକ ମଧ୍ଯ ଭିତରକୁ ଗଲେ, ସହେି ଶିଷ୍ଯ ଜଣକ କବର ପାଖ ରେ ଆଗ ପହନ୍ଚିଲେ। ସେ ସମସ୍ତ ଘଟଣା ଦେଖିଲେ ଓ ବିଶ୍ବାସ କଲେ।

Cross references

ଯୋହନଲିଖିତ ସୁସମାଚାର 1:50

ଯୀଶୁ ନିଥନିଯଲଙ୍କେୁ କହିଲେ, ମୁଁ ତୁମ୍ଭକୁ କହିଲି ଯେ, ମୁଁ ତୁମ୍ଭକୁ ଡିମ୍ବିରି ଗଛ ତଳେ ଦେଖିଥିଲି। ସେଥିପାଇଁ ତୁମ୍ଭେ ମାେତେ ବିଶ୍ବାସ କରୁଛ। କିନ୍ତୁ ତୁମ୍ଭେ ତା'ଠାରୁ ଆହୁରି ଶ୍ ରେଷ୍ଠତର ବିଷୟ ଦେଖିବ।

ଯୋହନଲିଖିତ ସୁସମାଚାର 20:4

ସମାନେେ ଦୁ ହେଁ ଦୌଡୁଥିଲେ, କିନ୍ତୁ ପିତରଙ୍କଠାରୁ ଅନ୍ୟ ଶିଷ୍ଯଜଣକ ଜୋର୍ ରେ ଦୌଡୁଥିଲେ। ତେଣୁ ସେ ପ୍ରଥମେ କବର ପାଖ ରେ ପହନ୍ଚିଲେ।

ଯୋହନଲିଖିତ ସୁସମାଚାର 20:25

ଅନ୍ୟ ଶିଷ୍ଯମାନେ ଥୋମାଙ୍କୁ କହିଲେ, ଆମ୍ଭେ ପ୍ରଭୁଙ୍କୁ ଦେଖିଲୁ। ଥୋମା କହିଲେ, ମୁଁ ତାହାଙ୍କ ହାତ ରେ କଣ୍ଟାଦାଗ ନ ଦେଖିଲା ପର୍ୟ୍ଯନ୍ତ ବିଶ୍ବାସ କରିବି ନାହିଁ। ମୁଁ ମାରେ ଆଙ୍ଗୁଠି ସହେି କଣ୍ଟାର ଦାଗ ରେ ନରଖିବା ଓ ତାହାଙ୍କ କକ୍ଷଦେଶ ରେ ମାରେ ହାତ ନଦବୋ ପର୍ୟ୍ଯନ୍ତ, ମୁଁ ବିଶ୍ବାସ କରିବି ନାହିଁ।

ଯୋହନଲିଖିତ ସୁସମାଚାର 20:29

ଯୀଶୁ ଥୋମାଙ୍କୁ କହିଲେ, ତୁମ୍ଭେ ମାେତେ ଦେଖିବାରୁ ବିଶ୍ବାସ କରୁଛ। ମାତ୍ର ଯେଉଁ ଲୋକମାନେ ମାେତେ ନ ଦେଖି ବିଶ୍ବାସ କରନ୍ତି, ସମାନେେ ପ୍ରକୃତ ରେ ଆଶୀର୍ବାଦର ଯୋଗ୍ଯ।

Interlinear

Choose Theme