Home Bibles ଆଦି ପୁସ୍ତକ 45:12 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 45:12 · ଓଡ଼ିଆ ବାଇବେଲ

ଯୋଷଫେ ତାଙ୍କର ଭାଇମାନଙ୍କୁ ଏକଥା କହିଲେ, ମୁଁ ଯୋଷଫେ ବୋଲି, ତୁମ୍ଭେ ନିଶ୍ଚିତ ରେ ଜାଣିଥିବ। ଏପରିକି ମାରେ ଭାଇ ବିନ୍ଯାମୀନ ଜାଣୁ ଯେ ମୁଁ ଯୋଷଫେ, ତୁମ୍ଭର ଭାଇ କହୁଅଛି।

Cross references

ଆଦି ପୁସ୍ତକ 42:23

ଯୋଷଫେ ସମାନଙ୍କେ ସହିତ ବ୍ଯାଖ୍ଯାକାର ମାଧ୍ଯମ ରେ କଥାବାର୍ତ୍ତା କରୁଥିଲେ। ଯୋଷଫେ ସମାନଙ୍କେ କଥା ପୁଝି ପାରୁଥିଲେ ବୋଲି ସମାନେେ ଜାଣି ପାରି ନଥିଲେ।

ଲୂକଲିଖିତ ସୁସମାଚାର 24:39

ମାେ ହାତକୁ ଚାହଁ। ମାେ ଗୋଡକୁ ଚାହଁ। ଏହା ମୁଁ! ମାେତେ ଛୁଅଁ, ତୁମ୍ଭମାନେେ ଦେଖ ଯେ ମାରେ ଏହା ଜୀବନ୍ତ ଶରୀର। ତୁମ୍ଭମାନେେ ମାେତେ ଯେପରି ଦେଖୁଛ, ଗୋଟିଏ ଭୂତର ସେ ଭଳି ଶରୀର ହାଇେ ପାରିବ ନାହିଁ।

ଯୋହନଲିଖିତ ସୁସମାଚାର 20:27

ତା'ପରେ ଯୀଶୁ ଥୋମାଙ୍କୁ କହିଲେ, ଏଠା ରେ ତୁମ୍ଭର ଆଙ୍ଗୁଳି ରଖ। ମାେ ହାତକୁ ଦେଖ। ମାେ କକ୍ଷଦେଶ ରେ ତୁମ୍ଭ ହାତ ରଖ। ଅବିଶ୍ବାସ ନକରି ବିଶ୍ବାସ କର।

Interlinear

Choose Theme