Home Bibles ଯୋହନଲିଖିତ ସୁସମାଚାର 2:7 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 2:7 · ଓଡ଼ିଆ ବାଇବେଲ

ଯୀଶୁ ସବେକମାନଙ୍କୁ କହିଲେ, ସହେି ଜଳ କୁଣ୍ଡ ରେ ପାଣି ଭର୍ତ୍ତି କର। ତେଣୁ ସବେକମାନେ କୁଣ୍ଡ ରେ ପାଣି ଭର୍ତ୍ତି କରି ଦେଲେ।

Cross references

ଗଣନା ପୁସ୍ତକ 21:6

ତେଣୁ ସଦାପ୍ରଭୁ ସମାନଙ୍କେ ମଧ୍ଯକୁ ବିଷଧର ସର୍ପ ପ୍ ରରଣେ କଲେ। ସହେି ସର୍ପମାନେ ଲୋକମାନଙ୍କୁ ଦଂଶନ କରିବାରୁ ଇଶ୍ରାୟେଲର ଅନକେ ଲୋକ ମଲେ।

ଯିହୋଶୂୟ 6:3

ପ୍ରେତ୍ୟକକ ଦିନ ଥରେ ସମସ୍ତ ଯୋଦ୍ଧା ନଗର ଗ୍ଭରିଆଡେ ପ୍ରଦକ୍ଷିଣ କରିବେ। ଏହି ପ୍ରକାର ତୁମ୍ଭମାନେେ ଛଅ ଦିନ ଧରି କରିବା ଉଚିତ୍।

ପ୍ରଥମ ରାଜାବଳୀ 17:13

ଏଲିଯ ସହେି ବିଧବାକୁ କହିଲେ, ଦୁଃଖ କର ନାହିଁ। ଘରକୁ ୟାଇ ତୁମ୍ଭ କହିବାନୁସା ରେ ଖାଦ୍ୟ ପ୍ରସ୍ତୁତ କର। କିନ୍ତୁ ପ୍ରଥମେ ଏକ େଛାଟ ପିଠା କରି ମାେ ନିକଟକୁ ଆଣ। ତା'ପରେ ତୁମ୍ଭପାଇଁ ଓ ତୁମ୍ଭ ପୁତ୍ର ପାଇଁ ପ୍ରସ୍ତୁତ କର।

ଦିତୀୟ ରାଜାବଳୀ 4:2

ତହୁଁ ଇଲୀଶାୟ କହିଲେ, ମୁଁ କିପରି ତୁମ୍ଭକୁ ସାହାୟ୍ଯ କରି ପାରିବି? ଏବେ କୁହ, ତୁମ୍ଭ ଘ ରେ କ'ଣ ଅଛି?

ଦିତୀୟ ରାଜାବଳୀ 5:10

ଇଲୀଶାୟ ଏକ ଦୂତ ନାମାନ୍ ନିକଟକୁ ପଠାଇ କହିଲେ, ୟାଅ, ୟର୍ଦ୍ଦନ ନଦୀ ରେ ସାତଥର ସ୍ନାନ କର। ତାହାହେଲେ ତୁମ୍ଭର ନୂତନ ମାଂସ ହବେ ଓ ତୁମ୍ଭେ ଶୁଚି ହବେ।

ମାର୍କଲିଖିତ ସୁସମାଚାର 11:2

ଆଗ ରେ ଦଖାଯାେଉଥିବା ଗାଆଁକୁ ଯାଅ। ଗାଁଆ ଭିତ ରେ ପ୍ରବେଶ କରିବା ମାତ୍ ରେ ତୁମ୍ଭମାନେେ ଗୋଟିଏ ଗଧଛୁଆ ବନ୍ଧା ହାଇେଥିବାର ଦେଖିବ। ସହେି ଗଧ ଛୁଆ ଉପରେ କହେି ଏ ପର୍ୟ୍ଯନ୍ତ ଚଢି ନାହାଁନ୍ତି। ତାକୁ ଖାଲିେ ମାେ ପାଖକୁ ନଇେ ଆସ।

ମାର୍କଲିଖିତ ସୁସମାଚାର 14:12

ଖମୀର ଶୂନ୍ଯ ରୋଟୀ-ପର୍ବର ପ୍ରଥମ ଦିନ ରେ ୟିହୁଦୀମାନେ 'ନିସ୍ତାର ପର୍ବର ମେଣ୍ଢାଛୁଆଟି' କୁ ବଳି ଦିଅନ୍ତି। ସହେି ଦିନ ଯୀଶୁଙ୍କ ପାଖକୁ ତାହାଙ୍କ ଶିଷ୍ଯମାନେ ଆସି ପଚାରିଲେ, ନିସ୍ତାର ପର୍ବର ଭୋଜି ରେ ଆପଣଙ୍କ ପାଇଁ ସବୁ କିଛି ପ୍ରସ୍ତୁତ କରିବାକୁ ଆମ୍ଭେ କେଉଁଠାକୁ ୟିବୁ ବୋଲି ଆପଣ ଚାହୁଁଛନ୍ତି?

ଯୋହନଲିଖିତ ସୁସମାଚାର 2:3

ହି ବିବାହ ଉତ୍ସବ ରେ ୟଥେଷ୍ଟ ପରିମାଣ ରେ ଦ୍ରାକ୍ଷାରସ ନଥିଲା। ଦ୍ରାକ୍ଷାରସ ସରିୟିବା ପରେ ଯୀଶୁଙ୍କର ମାଆ ଆସି ତାହାଙ୍କୁ କହିଲେ, ସମାନଙ୍କେର ଆଉ ଦ୍ରାକ୍ଷାରସ ନାହିଁ।

ଯୋହନଲିଖିତ ସୁସମାଚାର 2:5

ଯୀଶୁଙ୍କର ମାଆ ସବେକମାନଙ୍କୁ କହିଲେ, ଯୀଶୁ ଯେପରି କହନ୍ତି, ତୁମ୍ଭମାନେେ ସପରେି କର।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:26

ପ୍ରଭୁଙ୍କର ଜଣେ ସ୍ବର୍ଗଦୂତ ଫିଲିପ୍ପଙ୍କୁ କହିଲେ, ପ୍ରସ୍ତୁତ ହୁଅ। ୟିରୁଶାଲମରୁ ମରୁଭୂମି ଦଇେ ଯେଉଁ ରାସ୍ତା ଗଜ୍ଜାକୁ ଯାଉଅଛି, ସହେି ରାସ୍ତା ରେ ଯାଅ।

Interlinear

Choose Theme