Home Bibles ଲୂକଲିଖିତ ସୁସମାଚାର 21:37 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 21:37 · ଓଡ଼ିଆ ବାଇବେଲ

ସହେି ଦିନଗୁଡିକରେ ଯୀଶୁ ଲୋକମାନଙ୍କୁ ମନ୍ଦିର ରେ ଉପଦେଶ ଦେଉଥିଲେ। ରାତ୍ରିକାଳ ରେ ସେ ନଗର ବାହାରକୁ ଚାଲି ଯାଉଥିଲେ ଓ ସାରା ରାତି ଜୀତ ପର୍ବତ ଉପରେ କଟାଉଥିଲେ।

Cross references

ଯିଖରିୟ 14:4

ସେତବେେଳେ ସଦାପ୍ରଭୁଙ୍କର ଦୁଇ ପଦ ୟିରୁଶାଲମର ପୂର୍ବ ଦିଗ ରେ ଥିବା ଅଲିଭ ପର୍ବତ ଉପ ରେ ଠିଆ ହବେ। ସହେି ଅଲିଭ୍ ପର୍ବତ ବିଦୀର୍ଣ୍ଣ ହବେ ଓ ଏହାର ଗୋଟିଏ ଅଂଶ ଉତ୍ତର ଦିଗକୁ ଓ ଅନ୍ୟ ଅଂଶଟି ଦକ୍ଷିଣ ଦିଗକୁ ଗତି କରିବ। ଗୋଟିଏ ଗଭୀର ଉପତ୍ୟକା ପୂର୍ବ ପଶ୍ଚିମ ହାଇେ ବିସ୍ତୃତ ହବେ।

ମାଥିଉଲିଖିତ ସୁସମାଚାର 21:1

ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ୟିରୁଶାଲମ ପାଖାପାଖି ଆସି ଯାଇଥିଲେ। ସମାନେେ ପ୍ରଥମେ ଜୀତ ପର୍ବତ ପାଖ ବୌଥ୍ଫାଗୀଠା ରେ ଅଟକିଲେ।

ମାଥିଉଲିଖିତ ସୁସମାଚାର 21:17

ତା'ପରେ ଯୀଶୁ ସେ ସ୍ଥାନ ଓ ନଗରରୁ ବାହାରକୁ ଚ଼ାଲିଗଲେ। ସେ ବୈଥନୀକୁ ଚ଼ାଲିଗଲେ ଓ ସଠାେରେ ରାତିଟି କଟାଇଲେ।

ମାଥିଉଲିଖିତ ସୁସମାଚାର 26:30

ଏହାପରେ ସମାନେେ ନିସ୍ତାର ପର୍ବର ପ୍ରାର୍ଥାନା ଗୀତ ବୋଲିଲେ ଓ ଜୀତ ପର୍ବତକୁ ଚାଲିଗଲେ।

ମାଥିଉଲିଖିତ ସୁସମାଚାର 26:55

ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, ତୁମ୍ଭେସବୁ ଖଣ୍ଡା ଓ ଠେଙ୍ଗା ନଇେ ମାେତେ ବନ୍ଦୀ କରିବା ପାଇଁ ଏପରି ଭାବରେ ଆସିଛ, ସତେ ଯେପରି ମୁଁ ଗୋଟଏ ଅପରାଧୀ। ମୁଁ ସବୁଦିନ ମନ୍ଦିର ପରିସର ରେ ବସି ଲୋକମାନଙ୍କୁ ଉପଦେଶ ଦେଉଥିଲି। ସେତବେେଳେ ତୁମ୍ଭେ ମାେତେ ବନ୍ଦୀ କରିଲନାହିଁ।

ମାର୍କଲିଖିତ ସୁସମାଚାର 11:12

ତହିଁ ଆରଦିନ ଯେତବେେଳେ ସମାନେେ ବେଥନିଆରୁ ବାହାରୁଥିଲେ, ତାହାଙ୍କୁ ବହୁତ ଭୋକ ଲାଗିଲା।

ମାର୍କଲିଖିତ ସୁସମାଚାର 11:19

ସନ୍ଧ୍ଯା ହାଇଗେଲା। ସନ୍ଧ୍ଯା ହବୋରୁ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ନଗରରୁ ବାହାରି ଚାଲିଗଲେ।

ଲୂକଲିଖିତ ସୁସମାଚାର 19:37

ଯୀଶୁ ୟିରୂଶାଲମର ପାଖ ହାଇେ ଆସୁଥିଲେ, ସେ ଜୀତପର୍ବତର ପାଦ ଦେଶ ନିକଟରେ ପହନ୍ଚିଲେ। ଯୀଶୁଙ୍କର ସମୁଦାୟ ଶିଷ୍ଯଦଳ ଖୁସି ଥିଲେ। ସମାନେେ ଉଚ୍ଚସ୍ବର ରେ ପରମେଶ୍ବରଙ୍କ ପ୍ରଶଂସା ଗାନ କରିବାକୁ ଲାଗିଲେ। ସମାନେେ ଯେଉଁ ସବୁ ଶକ୍ତିର କାର୍ୟ୍ଯମାନ ଦେଖୁଥିଲେ, ସେଥିପାଇଁ ପରମେଶ୍ବରଙ୍କ ସ୍ତୁତିଗାନ କଲେ। ସମାନେେ କହିଲେ,

ଲୂକଲିଖିତ ସୁସମାଚାର 22:39

ଯୀଶୁ ଯୀରୂଶାଲମ ନଗର ଛାଡି ଜୀତପର୍ବତ ଉପରକୁ ଗଲେ। ସେ ଏପରି ଅଧିକାଂଶ ସମୟରେ କରୁଥିଲେ। ତାହାଙ୍କର ଶିଷ୍ଯମାନେ ତାହାଙ୍କ ସହିତ ଗଲେ।

ଯୋହନଲିଖିତ ସୁସମାଚାର 12:1

ଯୀଶୁ ନିସ୍ତାରପର୍ବ ଉତ୍ସବର ଛଅ ଦିନ ପୂର୍ବରୁ ବେଥନିଆକୁ ଗଲେ। ଲାଜାର ବେଥନିଆ ରେ ରହୁଥିଲେ। (ଯାହାଙ୍କୁ ଯୀଶୁ ମୃତ୍ଯୁରୁ ଉେଠଇ ଥିଲେ))।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:12

ତା'ପରେ ପ୍ ରରେିତମାନେ ଜୀତ ନାମକ ପର୍ବତରୁ ୟିରୂଶାଲମ ଫରେି ଆସିଲେ। ଏହି ପର୍ବତ ୟିରୂଶାଲମଠାରୁ ପ୍ରାୟ ଦୁଇ କି ଲୋମିଟର ଦୂର।

Interlinear

Choose Theme