Home Bibles ଯୋହନଲିଖିତ ସୁସମାଚାର 18:15 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 18:15 · ଓଡ଼ିଆ ବାଇବେଲ

ଶିମାନେ ପିତର ଓ ଅନ୍ୟ ଜଣେ ଶିଷ୍ଯ ଯୀଶୁଙ୍କ ସହିତ ଗଲେ। ସହେି ଶିଷ୍ଯଜଣ ମହାୟାଜକଙ୍କୁ ଜାଣିଥିଲେ। ତେଣୁ ସେ ଯୀଶୁଙ୍କ ସହିତ ମହାୟାଜକଙ୍କ ଘର ଅଗଣା ପର୍ୟ୍ଯନ୍ତ ଗଲେ।

Cross references

ମାଥିଉଲିଖିତ ସୁସମାଚାର 26:3

ତା'ପରେ ପ୍ରଧାନ ଯାଜକ ଓ ଲୋକମାନଙ୍କ ପ୍ରାଚ଼ୀନ ନେତାମାନେ କଯାଫା ନାମକ ମହାୟାଜକଙ୍କ ଭବନର ଅଗଣା ରେ ଏକାଠି ହେଲେ।

ମାଥିଉଲିଖିତ ସୁସମାଚାର 26:58

ପିତର ଅଳ୍ପ ଦୂର ରେ ରହି ମହାୟାଜକଙ୍କ ଅଗଣା ପର୍ୟ୍ଯନ୍ତ ଯୀଶୁଙ୍କ ପେଛ ପେଛ ଗଲେ। ଯୀଶୁଙ୍କର ପରିଣାମ କଣ ହବେ, ତାହା ଦେଖିବା ପାଇଁ ସେ ଭିତରକୁ ଯାଇ ପ୍ରହରୀମାନଙ୍କ ମଧିଅରେ ବସି ପଡ଼ିଲେ।

ମାର୍କଲିଖିତ ସୁସମାଚାର 14:54

ପିତର ଯୀଶୁଙ୍କଠାରୁ ଦୂର ରେ ରହି ତାହାଙ୍କ ପେଛ ପେଛ ଆସି ମହା ଯାଜକଙ୍କ ଅଗଣା ଭିତ ରେ ପହଞ୍ଚିଗଲେ। ସେ ସଠାେରେ ପ୍ରହରୀମାନଙ୍କ ସହିତ ବସି ଯାଇ ନିଆଁ ରେ ସକେି ହେଲେ।

ଲୂକଲିଖିତ ସୁସମାଚାର 22:54

ସମାନେେ ଯୀଶୁଙ୍କ ବନ୍ଦୀ କରି ମହାୟାଜକଙ୍କ ଘର ଭିତରକୁ ନଇଗେଲେ। ପିତର ସମାନଙ୍କେ ପେଛପେଛ ଗଲେ। କିନ୍ତୁ ସେ ଯୀଶୁଙ୍କ ପାଖାପାଖି ଆସୁ ନଥିଲେ।

Interlinear

Choose Theme