ଯୋହନଲିଖିତ ସୁସମାଚାର 18:14 · ଓଡ଼ିଆ ବାଇବେଲ
କଯାଫା ଯିହୂଦୀମାନଙ୍କୁ ପରାମର୍ଶ ଦଇେଥିଲେ, ସବୁ ଲୋକମାନଙ୍କ ମଙ୍ଗଳ ପାଇଁ ଜଣେ ପ୍ରାଣ ଦବୋ ବରଂ ଭଲ।
Cross references
ଯୋହନଲିଖିତ ସୁସମାଚାର 11:49
ସମାନଙ୍କେ ମଧ୍ଯରୁ କଯାଫା ନାମକ ଜଣେ ବ୍ଯକ୍ତି ଥିଲେ। ସେ ସହେି ବର୍ଷପାଇଁ ମହାୟାଜକ ଥିଲେ। କଯାଫା କହିଲେ, ତୁମ୍ଭେ ସବୁ କିଛି ଜାଣି ନାହଁ।