ଯୋହନଲିଖିତ ସୁସମାଚାର 18:16 · ଓଡ଼ିଆ ବାଇବେଲ
କିନ୍ତୁ ପିତର ଫାଟକ ବାହା ରେ ଅପେକ୍ଷା କଲେ। ମହାୟାଜକଙ୍କୁ ଜାଣିଥିବା ସହେି ଶିଷ୍ଯ ଜଣକ ବାହାରକୁ ଫରେି ଆସିଲେ। ସେ ଫାଟକ ଜଗିଥିବା ଦାସୀକୁ କହି ସେ ପିତରଙ୍କୁ ଭିତରକୁ ଆଣିଲେ।
Cross references
ମାଥିଉଲିଖିତ ସୁସମାଚାର 26:69
ସହେି ସମୟରେ ପିତର ପ୍ରାଙ୍ଗଣ ମଧିଅରେ ବସିଥିଲେ। ଜଣେ ଦାସୀ ପିତରଙ୍କ ପାଖକୁ ଆସିଲା। ସେ କହିଲା, ତୁମ୍ଭେ ମଧ୍ଯ ଗାଲିଲୀର ଯୀଶୁଙ୍କ ସହିତ ଥିଲ।
ମାର୍କଲିଖିତ ସୁସମାଚାର 14:66
ସହେି ସମୟରେ ପିତର ମଧ୍ଯ ଅଗଣା ମଧିଅରେ ଥିଲେ। ପିତରଙ୍କ ପାଖକୁ ମହାୟାଜକଙ୍କର ଜଣେ ଚାକରାଣୀ ଆସିଲା।
ଲୂକଲିଖିତ ସୁସମାଚାର 22:55
ସୈନ୍ଯମାନେ ଅଗଣା ମଝି ରେ ନିଆଁ ଜାଳି ଏକାଠି ବସିଗଲେ। ପିତର ମଧ୍ଯ ସମାନଙ୍କେ ସହିତ ବସିଲେ।