ଆମ୍ଭେ ବର୍ତ୍ତମାନ ଦେଖି ପାରୁଛୁ ଯେ ତୁମ୍ଭେ ସବୁ କିଛି ଜାଣ। ତୁମ୍ଭେ ଜଣଙ୍କୁ ତା'ର ପ୍ରଶ୍ନ ପଚାରିବା ପୂର୍ବରୁ ଉତ୍ତର କହିପାର। ଏହା ଦ୍ବାରା ଆମ୍ଭର ବିଶ୍ବାସ ହାଇେଛି ଯେ ତୁମ୍ଭେ ପରମେଶ୍ବରଙ୍କଠାରୁ ଆସିଛ।
Cross references
ପିତା ପୁତ୍ରକୁ ପ୍ ରମେ କରନ୍ତି। ପିତା ନିଜେ କରିଥିବା ପ୍ରେତ୍ୟକକ କାର୍ୟ୍ଯ ପୁତ୍ରକୁ ଦଖାେନ୍ତି। ଏହି ରୋଗୀଟି ସୁସ୍ଥ ହାଇଗେଲା। ଆଉ ତୁମ୍ଭମାନେେ ଯେପରି ଆଶ୍ଚର୍ୟ୍ଯାନ୍ବିତ ହୁଅ, ଏ ନିମନ୍ତେ ପିତା ପୁତ୍ରଙ୍କୁ ଏହାଠାରୁ ଆହୁରି ମହତ୍ କର୍ମ ଦଖାଇବେେ।
କେତଜେଣ ଶିଷ୍ଯ ପରସ୍ପରକୁ କହିଲେ, ଯୀଶୁଙ୍କର ଏପରି କହିବା ଅର୍ଥ କ'ଣ, 'ଅଳ୍ପ ସମୟ ପରେ ତୁମ୍ଭେ ମାେତେ ଦେଖି ପାରିବ ନାହିଁ। ପୁଣି ଆଉ ଅଳ୍ପକ୍ଷଣ ଉତ୍ତା ରେ ତୁମ୍ଭେ ମାେତେ ଦେଖିପାରିବ। ପିତାଙ୍କ ନିକଟକୁ ୟିବାର ଅର୍ଥ କ'ଣ? ତାହାଙ୍କ କଥାର ଅର୍ଥ ତ ଆମ୍ଭେ କିଛି ବୁଝି ପାରୁନାହୁଁ।
ପରମପିତା ତୁମ୍ଭଙ୍କୁ ପ୍ ରମେ କରନ୍ତି। ସେ ତୁମ୍ଭକୁ ପ୍ ରମେ କରନ୍ତି କାରଣ ତୁମ୍ଭେ ମାେତେ ପ୍ ରମେ କରିଛ। ସେ ତୁମ୍ଭଙ୍କୁ ପ୍ ରମେ କରନ୍ତି କାରଣ ମୁଁ ପରମେଶ୍ବରଙ୍କଠାରୁ ଆସିଛି ବୋଲି ତୁମ୍ଭେ ବିଶ୍ବାସ କରିଛ।
ମାେତେ ତୁମ୍ଭେ ଯେଉଁ ଉପଦେଶ ଦଇେଥିଲ, ମୁଁ ସହେି ଉପଦେଶ ଏହି ଲୋକଙ୍କୁ ଦଇେଛି। ସମାନେେ ତାହା ଗ୍ରହଣ କରିଛନ୍ତି। ସମାନେେ ଜାଣି ପାରିଲେ ଯେ, ମୁଁ ପ୍ରକୃତ ରେ ତୁମ୍ଭଠାରୁ ଆସିଛି ଓ ତୁମ୍ଭେ ମାେତେ ପଠାଇଛ ବୋଲି ସମାନେେ ବିଶ୍ବାସ କରିଛନ୍ତି।
ପୁଣି ତୃତୀୟ ଥର ସେ ତାହାଙ୍କୁ ପଚାରିଲେ, ଯୋହନଙ୍କ ପୁତ୍ର ଶିମାନେ, ତୁମ୍ଭେ ମାେତେ ପ୍ ରମେ କର କି?
ସମଗ୍ର ବିଶ୍ବ ରେ ପରମେଶ୍ବରଙ୍କ ଦୃଷ୍ଟି ରେ କୌଣସି କଥା ଲୁଚି ରହି ପା ରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁ କିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖ ରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁ ରେ ତହିଁର ହିସାବ ଦବୋକୁ ହବେ।