ପରମପିତା ତୁମ୍ଭଙ୍କୁ ପ୍ ରମେ କରନ୍ତି। ସେ ତୁମ୍ଭକୁ ପ୍ ରମେ କରନ୍ତି କାରଣ ତୁମ୍ଭେ ମାେତେ ପ୍ ରମେ କରିଛ। ସେ ତୁମ୍ଭଙ୍କୁ ପ୍ ରମେ କରନ୍ତି କାରଣ ମୁଁ ପରମେଶ୍ବରଙ୍କଠାରୁ ଆସିଛି ବୋଲି ତୁମ୍ଭେ ବିଶ୍ବାସ କରିଛ।
Cross references
ଜଣେ ଶକ୍ତିଶାଳୀ ସୈନିକ ସଦୃଶ ତୁମ୍ଭର ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି। ସେ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭକୁ କେତେ ଭଲ ପାଆନ୍ତି ଦଖାଇବେେ। ଆଉ ମଧ୍ଯ ସେ ଦଖାଇେ ଦବେେ, ସେ ତୁମ୍ଭମାନଙ୍କ ସହିତ ରହି କେତେ ସୁଖୀ। ସେ ତୁମ୍ଭମାନଙ୍କ ସହିତ ରହି ହସିବେ ଓ ଆନନ୍ଦିତ ହବେେ, ଭୋଜି ରେ ଆନନ୍ଦ କଲାପରି ହବେେ।
ଯେଉଁ ଲୋକ ମାେ ଅପେକ୍ଷା ତା ବାପା ମାଆଙ୍କୁ ଅଧ୍କ ଭଲ ପାଏ, ତବେେ ସେ ମାରେ ଅନୁଗାମୀ ହବୋର ଯୋଗ୍ଯ ନୁହେଁ। ଯେଉଁ ଲୋକ ମାେ ଅପେକ୍ଷା ତା ପୁଅ ଓ ଝିଅଙ୍କୁ ଅଧିକ ଭଲ ପାଏ, ସେ ମାରେ ଅନୁଗାମୀ ହବୋର ଯୋଗ୍ଯ ନୁହେଁ।
ମନଷ୍ଯପୁତ୍ର କବଳେ ସହେି ଜଣେ ୟିଏ ସ୍ବର୍ଗରୁ ଆସିଛନ୍ତି ଓ ସେ ହିଁ ଏକମାତ୍ର ୟିଏ ସ୍ବର୍ଗକୁ ଯାଇଛନ୍ତି।
କିନ୍ତୁ ମୁଁ ତାହାଙ୍କୁ ଜାଣିଛି ଓ ମୁଁ ତାହାଙ୍କ ପାଖରୁ ଆସିଛି। ସେ ସୋତେ ପଠାଇଛନ୍ତି।
ଯୀଶୁ ସହେି ଯିହୂଦୀମାନଙ୍କୁ କହିଲେ, ଯଦି ପରମେଶ୍ବର ପ୍ରକୃତ ରେ ତୁମ୍ଭର ପରମପିତା, ତବେେ ତୁମ୍ଭେ ମାେତେ ଭଲ ପାଇବା ଉଚିତ। ମୁଁ ପରମେଶ୍ବରଙ୍କ ପାଖରୁ ଆସିଛି ଓ ବର୍ତ୍ତମାନ ମୁଁ ଏଠା ରେ ଅଛି। ମୁଁ ମାେ କ୍ଷମତା ଅନୁସାରେ ଆସିନାହିଁ। ପରମେଶ୍ବର ମାେତେ ଏଠାକୁ ପଠାଇଛନ୍ତି।
ଯେଉଁ ଲୋକ ମାରେ ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତ ରେ ମାେତେ ପ୍ ରମେ କରେ। ମାେତେ ପ୍ ରମେ କରୁଥିବା ଲୋକକୁ ମାେ ପରମପିତା ମଧ୍ଯ ପ୍ ରମେ କରିବେ। ମୁଁ ମଧ୍ଯ ତାକୁ ପ୍ ରମେ କରିବି ଓ ନିଜକୁ ତା' ନିକଟରେ ପ୍ରକାଶ କରିବି।
ଯୀଶୁ ଉତ୍ତର ଦେଲେ, ଯଦି କହେି ମାେତେ ପ୍ ରମେ କରେ ତବେେ ସେ ମାହେର ଉପଦେଶ ପାଳନ କରିବ। ମାରେ ପରମପିତା ତାକୁ ପ୍ ରମେ କରିବେ। ମାରେ ପରମପିତା ଓ ମୁଁ ସହେି ଲୋକ ପାଖକୁ ଆସିବୁ ଓ ତା' ସହିତ ରହିବୁ।
ଆମ୍ଭେ ବର୍ତ୍ତମାନ ଦେଖି ପାରୁଛୁ ଯେ ତୁମ୍ଭେ ସବୁ କିଛି ଜାଣ। ତୁମ୍ଭେ ଜଣଙ୍କୁ ତା'ର ପ୍ରଶ୍ନ ପଚାରିବା ପୂର୍ବରୁ ଉତ୍ତର କହିପାର। ଏହା ଦ୍ବାରା ଆମ୍ଭର ବିଶ୍ବାସ ହାଇେଛି ଯେ ତୁମ୍ଭେ ପରମେଶ୍ବରଙ୍କଠାରୁ ଆସିଛ।
ମୁଁ ସମାନଙ୍କେଠା ରେ ତୁମ୍ଭକୁ ପ୍ରକାଶ କରିଛି। ସମାନେେ ତୁମ୍ଭର ଥିଲେ ଓ ତୁମ୍ଭେ ସମାନଙ୍କେୁ ମାେତେ ଦଲେ। ସମାନେେ ଜାଣନ୍ତି, ତୁମ୍ଭେ ମାେତେ ଯାହା ସବୁ ଦଇେଛ, ସେ ସବୁ ତୁମ୍ଭ ପାଖରୁ ଆ ସେ।
ମୁଁ ସମାନଙ୍କେଠା ରେ ରହିବି ଓ ତୁମ୍ଭେ ମାଠାେ ରେ ରହିବ। ତେଣୁ ସମାନେେ ସଂମ୍ପୂର୍ଣ୍ଣ ଭାବେ ଏକ ହାଇପୋରିବେ। ତାହା ହେଲେ ଏହି ଜଗତ ଜାଣିପାରିବ ଯେ, ତୁମ୍ଭେ ମାେତେ ପଠାଇଛ। ଏ ଜଗତ ଜାଣିବ ଯେ, ତୁମ୍ଭେ ମାେତେ ଯେପରି ପ୍ ରମେ କରୁଥିଲ ଠିକ୍ ସହେିପରି ଏହି ଲୋକମାନଙ୍କୁ ମଧ୍ଯ ପ୍ ରମେ କରୁଛ।
ହେ ପରମପିତା ତୁମ୍ଭେ ହେଉଛ ଉତ୍ତମ। ଏହି ଜଗତ ତୁମ୍ଭକୁ ଚିହ୍ନି ନାହିଁ କିନ୍ତୁ ମୁଁ ତୁମ୍ଭକୁ ଚିହ୍ନେ। ଏହି ଲୋକମାନେ ଜାଣନ୍ତି ଯେ, ତୁମ୍ଭେ ମାେତେ ପଠାଇଛ।
ସମାନେେ ଖାଇବା ପରେ ଯୀଶୁ ଶିମାନେ ପିତରଙ୍କୁ କହିଲେ, ଯୋହନଙ୍କର ପୁତ୍ର ଶିମାନେ। ତୁମ୍ଭେ କ'ଣ ମାେତେ ଏମାନଙ୍କ ଅପେକ୍ଷା ଅଧିକ ପ୍ ରମେ କର?
ଆମ୍ଭର ପାପପୂର୍ଣ ସ୍ବଭାବ ଦ୍ବରା ବ୍ଯବସ୍ଥା ଶକ୍ତି ହୀନ ହାଇପୋ ରେ। କିନ୍ତୁ ବ୍ଯବସ୍ଥା ଯାହା କରି ପାରି ନଥିଲା, ତାହା ପରମେଶ୍ବର କଲେ। ପରମେଶ୍ବର ନିଜ ପୁତ୍ରକୁ ସଇେ ମାନବ ଶରୀର ପ୍ରଦାନ କରି ପୃଥିବୀକୁ ପଠାଇଲେ, ଯେଉଁ ଶରୀରକୁ ଅନ୍ୟମାନେ ପାପ କାମ ରେ ଲଗାନ୍ତି। ପାପର ପ୍ରାୟଶ୍ଚିତ୍ତ ପାଇଁ ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ପଠାଇଲେ। ସେଥିପାଇଁ ପରମେଶ୍ବର ପାପକୁ ବିନାଶ କରିବା ପାଇଁ ମାନବ ଶରୀରକୁ ବ୍ଯବହାର କଲେ।
ପ୍ରଥମ ମନୁଷ୍ଯଟି ପୃଥିବୀର ମାଟିରୁ ନିର୍ମିତ ହାଇେଥିଲା ; କିନ୍ତୁ ଦ୍ବିତୀୟ ମନୁଷ୍ଯ ସ୍ବର୍ଗରୁ ଆସିଥିଲେ।
ଯଦି କିଏ ପ୍ରଭୁଙ୍କୁ ପ୍ ରମେ କରୁ ନାହିଁ, ତାହାହେଲେ ସେ ଲୋକ ପରମେଶ୍ବରଙ୍କ ଠାରୁ ବିଚ୍ଛିନ୍ନ ହାଇେ ସେ ଅନନ୍ତକାଳ ପାଇଁ ବିନଷ୍ଟ ହବେ।
ଯଦି ଆମ୍ଭେ ଠିକ୍ ମନ ରେ ଅଛୁ ତାହା ତୁମ୍ଭମାନଙ୍କ ପାଇଁ। ଖ୍ରୀଷ୍ଟଙ୍କ ପ୍ ରମେ ଆମ୍ଭକୁ ନିୟନ୍ତ୍ରିତ କରେ। କାରଣ ଆମ୍ଭେ ଜାଣୁ ଯେ ଜଣେ ସମସ୍ତଙ୍କ ପାଇଁ ମରିଛନ୍ତି। ସେଥିପାଇଁ ସମସ୍ତେ ମରିଛନ୍ତି।
କିନ୍ତୁ ଉଚିତ୍ ସମୟ ଉପସ୍ଥିତ ହବୋରୁ ପରମେଶ୍ବର ନିଜ ପୁତ୍ରଙ୍କୁ ପଠାଇଲେ। ସେ ଜଣେ ସ୍ତ୍ରୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ ଓ ବ୍ଯବସ୍ଥା ଅଧିନ ରେ ଜୀବନଯାପନ କରୁଥିଲେ।
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠା ରେ ଅଶଷେ ପ୍ ରମେ ଭାବ ରଖିଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ବରଙ୍କ ଅନୁଗ୍ରହ ହେଉ।
ମୁଁ ଯାହା କହୁଛି ତାହା ସତ୍ଯ ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ ଯେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଥିଲେ। ମୁଁ ସମାନଙ୍କେ ମଧିଅରେ ସବୁଠାରୁ ଜଘନ୍ଯ ପାପୀ।
ପ୍ରଭୁ ଭଲ ପାଉଥିବା ପ୍ରେତ୍ୟକକ ଲୋକକୁ ଦଣ୍ଡ ଦିଅନ୍ତି, ଓ ପୁତ୍ର ଭାବରେ ମାନିଥିବା ପ୍ରେତ୍ୟକକ ଲୋକକୁ ସେ ଶାସ୍ତି ଦିଅନ୍ତି। ହିତାପଦେେଶ 3:11-12
ତୁମ୍ଭେ ଯୀଶୁଖ୍ରୀଷ୍ଟଙ୍କୁ ନ ଦେଖି ମଧ୍ଯ ପ୍ ରମେ କରୁଛ। ଏବେ ତୁମ୍ଭେ ତାହାଙ୍କୁ ନ ଦେଖି ମଧ୍ଯ ବିଶ୍ବାସ କରୁଛ। ତୁମ୍ଭେ ଅତୁଳନୀୟ ଆନନ୍ଦ ପାଉଛ। ସହେି ଆନନ୍ଦ ମହିମା ରେ ପରିପୂର୍ଣ୍ଣ।
ପରମେଶ୍ବର ଆମ୍ଭକୁ ପ୍ରଥମେ ପ୍ ରମେ କରିବାରୁ ଆମ୍ଭମାନେେ ତାହାଙ୍କୁ ପ୍ ରମେ କରିଲୁା
କିନ୍ତୁ ମାରେ ପ୍ରିୟ ବନ୍ଧୁଗଣ, ତୁମ୍ଭମାନେେ ନିଜର ପବିତ୍ର ବିଶ୍ବାସ ଉପରେ ନିଜନିଜ ଜୀବନକୁ ଦୃଢ଼ ଭାବରେ ଗଢ଼। ପବିତ୍ର ଆତ୍ମାଙ୍କ ସାହାୟ୍ଯ ରେ ପ୍ରାର୍ଥନା କର।
ଶୁଣ ! ତୁମ୍ଭ ମଧିଅରେ ଶୟତାନର ଗୋଟିଏ ଦଳ ଅଛି। ସମାନେେ ନିଜକୁ ଯିହୂଦୀ ବୋଲି କହନ୍ତି, କିନ୍ତୁ ପ୍ରକୃତ ରେ ସମାନେେ ମିଥ୍ଯାବାଦୀ। ସମାନେେ ବାସ୍ତବ ରେ ୟିହୁଦୀ ନୁହଁନ୍ତି। ମୁଁ ସେ ଲୋକମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବି ଓ ତୁମ୍ଭ ପାଦ ତଳେ ସମାନଙ୍କେର ମୁଣ୍ଡ ନୁଆଁଇବି। ତବେେ ସମାନେେ ଜାଣିବେ ଯେ, ମୁଁ ତୁମ୍ଭକୁ ପ୍ ରମେ କରିଛି।
ମୁଁ ଯେଉଁମାନଙ୍କୁ ପ୍ ରମେ କରେ ସମାନଙ୍କେୁ ସଂ ଶାଧେନ କରେ ଓ ଦଣ୍ଡ ଦିଏ। ତେଣୁ କଠିନ ଚେଷ୍ଟା କର। ନିଜ ହୃଦୟ ଓ ନିଜ ଜୀବନ ପରିବର୍ତ୍ତନ କର।